• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Odisha launches welfare scheme for motor vehicle drivers, workers
ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟି ବେଳେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।

Ratha Jatra
ନେତ୍ର ଉତ୍ସବକୁ ଆଉ ୬ ଦିନ; ଜଗାର ସେବା ପାଇଁ ଦିନରାତି ଏକ କରିଦେଇଛନ୍ତି ଦରଜୀ ସେବାୟତ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ ।

Weather Update
ରେକର୍ଡ ତାତି ସହ ଆଷାଢ଼ରେ ଜଳୁଛି ଓଡ଼ିଶା, ସମ୍ବଲପୁର ୪୬ଂ

୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।

Odisha Power Cut
ବିଜୁଳି ଯନ୍ତ୍ରଣାରେ ଛଟପଟ ସାରା ରାଜ୍ୟ, ଶକ୍ତିମନ୍ତ୍ରୀଙ୍କ ସଭାରେ ବି କଟିଲା ଲାଇନ

ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।

Bike Taxi
ଏଣିକି ରାଜଧାନୀ ରାସ୍ତାରେ ଗଡ଼ିବନି ବାଇକ୍‌ ଟ୍ୟାକ୍ସି

ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।

Train Tragedy
ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ ?

ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।

SHG Groups
CM ରିଲିଫ୍ ଫଣ୍ଡ୍ ଥାଉ ଥାଉ କାହିଁକି ଲୋଡ଼ା ପଡ଼ିଲା SHG ରିଲିଫ୍ ଫଣ୍ଡ୍ ?

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ ।

Harassment slur on singer Sourin Bhatt
'ଦୁର୍ବଳ ମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରୁଥିଲେ ସୌରୀନ'

ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍‌ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।

 Vigilance Raid
୩୮ଲକ୍ଷର ଗହଣା, ଟୁଇନ୍ ସିଟିରେ ୭ଟି ପ୍ଲଟ୍..ସହକାରୀ ଯନ୍ତ୍ରୀଙ୍କ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ...

କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ତାତିରେ ରେକର୍ଡ ଭାଙ୍ଗିଲା ସମ୍ବଲପୁର । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Amazon Jungle
“ଆମେ ଯେବେ ଉଦ୍ଧାର କଲୁ..ପିଲାଟି କହୁଥିଲା ମୋ ମାଆ ମରିଯାଇଛି, ମତେ ଖାଇବାକୁ ଦିଅ”

ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ଅନୁଭୂତି କହିଲେ ଉଦ୍ଧାରକାରୀ ଟିମ୍‌, ବଖାଣିଥିଲେ ଛାତିଥରା ଦୃଶ୍ୟ..ହୋସ୍‌ ଆସିବା ପରେ ପିଲାମାନେ କହିଲେ..

Media row
ଭୟ ନା ରାଗ ! ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ଚୀନ୍‌ର ନିର୍ଦ୍ଦେଶ

ଭାରତୀୟ ସାମ୍ବାଦିକଙ୍କୁ ଡରୁଛି କି ଚୀନ୍‌ ? ଦେଶ ଛାଡ଼ି ଚାଲିଯିବାକୁ ଭାରତୀୟ ରିପୋର୍ଟରଙ୍କୁ କୁହାଯାଇଛି ।

Shubman Gill fined
ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାରୁ ଗିଲ୍‌ଙ୍କୁ ୧୧୫% ଫାଇନ୍

WTC ଫାଇନାଲ୍‌ରେ ଭାରତର ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଡବଲ ଝଟକା

 Sikharchandi hill
ଧ୍ୱଂସ ସ୍ତୂପ ପାଲଟିଲାଣି ଶିଖରଚଣ୍ଡୀ ପାହାଡ଼, ସବୁଜ ବନାନୀ ଏବେ ଟାଙ୍ଗରା ଭୂଇଁ

ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।

UPSC recruitment 2023
UPSC ପକ୍ଷରୁ ବାହାରିଲା ଚାକିରି; ଆପଣ ବି କରିପାରିବେ ଆବେଦନ

ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsconline.nic.in ରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

CoWIN
ସାଂଘାତିକ ଖବର ! କୋଭିଡ୍‌ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ଡାଟା ଲିକ୍‌, ସ୍ପଷ୍ଟୀକରଣ ରଖିଲେ ସରକାର

Cowin Data Leak : ସତରେ କ’ଣ କୋୱିନ୍‌ ପୋର୍ଟାଲରୁ ତଥ୍ୟ ଲିକ୍‌ ହୋଇଛି ? କ’ଣ କହୁଛନ୍ତି ସରକାର .. .

Plus 3 Admission
+୩ ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ; ଜାଣନ୍ତୁ ଆବେଦନର ତାରିଖ..

ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

Woman bail out husband he shoots her dead
‘ସେ ମରିବାର ହିଁ ଥିଲା, ତେଣୁ ମୁଁ ତାକୁ ମାରିଦେଲି’...ଯିଏ ଜେଲ୍‌ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ

ଯିଏ ଜେଲ୍‌ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

 Public Provident Fund
୪୦୦ ଟଙ୍କା କରିଦେବ କୋଟିପତି ! ଏହି ଯୋଜନାରେ କରନ୍ତୁ ନିବେଶ

ବର୍ତ୍ତମାନର ସମୟରେ ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଏଥିରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ ।

brutal murder
ବୀଭତ୍ସ ହତ୍ୟାକାଣ୍ଡ:ଆଖିରେ ସ୍କ୍ରୁ ଡ୍ରାଇଭର ଭୁସି ଯୁବତୀଙ୍କ ଗଳା କାଟିଲା...

ଯୁବତୀଙ୍କୁ ଏଭଳି ବୀଭତ୍ସ ଭାବରେ ହତ୍ୟା କରାଯାଇଛି, ତାଙ୍କ ମୃତଦେହ ଦେଖିବା ପାଇଁ ଭୟ ଲାଗୁଛି ।

World Cup 2023: India Pakistan Match To Take Place On Oct 15
World Cup 2023: ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମୁକାବିଲା ହେବା ନେଇ ସୂଚନା ମିଳିଛି। ବିସିସିଆଇ ପକ୍ଷରୁ ICCକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍‌ରୁ ଏହି ସୂଚନା ମିଳିଛି।

model dies after iron pillar falls on her during ramp walk
ରାମ୍ପ୍‌ ୱାକ୍‌ କରୁଥିଲେ ମଡେଲ୍‌, ହଠାତ୍‌ ଉପରେ ଆସି ପଡ଼ିଲା ଲୁହା ଖୁଣ୍ଟ...

ରାମ୍ପ୍‌ ୱାକ୍‌ କରୁଥିବା ବେଳେ ଲୁହା ଖୁଣ୍ଟ ଉପରେ ପଡ଼ିଯିବା ଯୋଗୁ ୨୪ ବର୍ଷୀୟା ମଡେଲ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ଦିନ ନୋ‌ଏଡାର ଫିଲ୍ମ ସିଟି ସ୍ଥିତ ଏକ ଷ୍ଟୁଡିଓରେ ଏହି ଅଘଟଣ ଘଟିଛି।

Meritorious student
ମାଟ୍ରିକ୍ ରେ ରଖିଛନ୍ତି ୫୧୯ନମ୍ବର, ଆଉ ପଢିବାକୁ ପଇସା ନାହିଁ

ସରକାରଙ୍କୁ ନେହୁରା ହେଉଛନ୍ତି ମେଧାବୀ ଛାତ୍ରୀ ପ୍ରିୟଙ୍କା । ମାଟ୍ରିକ୍ ପରୀକ୍ଷାରେ ରଖିଛନ୍ତି ୫୧୯ନମ୍ବର । ଭଲ କଲେଜରେ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆଉ ପଢିବାକୁ ପଇସା ନାହିଁ ।

Basudevpur
5T ସଚିବଙ୍କୁ ଭେଟିବାକୁ ଆସିଥିଲେ, ଗରମ ଓ ଗୁଳୁଗୁଳି ସହି ନପାରି ୫ ମହିଳା ଅସୁସ୍ଥ

ସମସ୍ତ ୫ ଜଣ ଅସୁସ୍ଥଙ୍କୁ ଏବେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।