• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Cuttack BJD
କଟକ ବିଜେଡିରେ ଫାଟ ଜଳ ଜଳ ! ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।

Indian Railway
ଟ୍ରେନ୍‌ ଛାତରେ ଶୋଇଥିଲେ ଯାତ୍ରୀ, ଦେଖନ୍ତୁ ଭିଡିଓ...

ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।

severe heat wave conditions in next 4 days
ଆହୁରି ବଢ଼ିବ ତାତି : ଆସନ୍ତା ୩ରୁ ୪ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୱାର୍ଣ୍ଣିଂ

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୮ ଡିଗ୍ରୀ ରେକର୍ଡ ... ୩୫ ଡିଗ୍ରୀ ଉପରେ ୮ ସହରର ତାତି ...

Actor Mangal Dhillon Dies
ଆଉ ନାହାନ୍ତି ଏହି ଲୋକପ୍ରିୟ ଅଭିନେତା, ପ୍ରଶଂସକ ମହଲରେ ଶୋକ

ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି

drone
ମାଓବାଦୀଙ୍କ ହାତରେ ଡ୍ରୋନ୍, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା

 cyclone Biparjoy
ଅତି ଭୀଷଣ ବାତ୍ୟା ରୂପ ନେଲା ‘ବିପର୍ଯ୍ୟୟ! କେଉଁଠି ପଡ଼ିବ ପ୍ରଭାବ ?

ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି

Kakhovka dam
କେମିତି ଭୁଶୁଡ଼ିଲା ବିଶାଳ ଡ୍ୟାମ୍? ପରସ୍ପରକୁ ଦାୟୀ କଲେ ୟୁକ୍ରେନ ଓ ରୁଷ

ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ

Today Panchang
Today Panchang 11th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂନତ ଦ୍ରବ୍ୟ...

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Nayagarh, Daspalla, Bribe Case
ଶବଠୁ ବି ପଇସା ଶୋଷୁଛନ୍ତି ସରକାରୀ କର୍ମଚାରୀ !

କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର ।

Heat Wave
ଦିନରେ ପ୍ରବଳ ଖରା, ସଂଧ୍ୟାରେ ପ୍ରବଳ ବର୍ଷା ! ଭାଙ୍ଗିଲା ଗଛ, ଉଡ଼ିଲା ଅଲାରନାଥ ପୀଠରେ ଟେଣ୍ଟ

ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।

Train Derailed
ପୁଣି ଏକ ଟ୍ରେନ୍ ଲାଇନଚ୍ୟୁତ ! ମେଦିନାପୁର-ହାଓଡ଼ା ପାସେଞ୍ଜର ଦୁର୍ଘଟଣାଗସ୍ତ

ଖଡ଼ଗପୁର ଷ୍ଟେସନ ପାଖରେ ଲାଇନଚ୍ୟୁତ । କେହି ବି ମୃତାହତ ହୋଇନଥିବା ସୂଚନା ।

Bahanaga Train Tragedy
Train Tragedy: ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି

ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।

Raja Festival 2023
Raja Praba 2023: ଆଧୁନିକତାର ମାଡ଼ରେ ହଜିଯାଉଛି ରଜ ଗୀତ; କହୁଥିଲା ଗ୍ରାମୀଣ ମହିଳାର ମନ କଥା

ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା ଗୀତଟିକୁ ଜାଣିବା ଆଉ ଏଇ ରଜରେ ସମସ୍ତେ ଗାଇବା।

Raja Festival 2023
Raja Parba 2023: ମାଟି ଓ ମୌସୁମୀର ମିଳନର ପର୍ବ ରଜ

ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ ଜାଣିବା…

Luxurious Auto
ମାର୍କେଟ୍‌ରେ କମ୍ପିଟିସନ୍‌ ବଢ଼ିଛି, ତେଣୁ କୁଲର-ଟିଭି-ଫ୍ୟାନ୍ ସବୁ ଲାଗିଛି

ପ୍ରବଳ ଖରା ଓ ଝାଂଜି ପବନ ହେଉଥିବାରୁ ଦେଶୀ ଯୁଗାଡ଼ରେ ଅଟୋରେ କୁଲର୍ ଲଗାଇଛନ୍ତି ଜିତେନ୍ଦ୍ର ।

The glory of Raja Festival is getting lost in modernity
Raja Parba 2023: ହଜିଯାଉଛି ରଜ ମହକ; ଆଉ ନାହିଁ ଅଭିଆଡୀଙ୍କ ହଳଦୀ ମଖା ସ୍ନାନ

ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍‌ଜି ଖେଳରେ ବ୍ୟସ୍ତ । ପୋଡ ପିଠାର ସ୍ଥାନ ନେଇଛି ଆଧୁନିକ କେକ୍।

Train Accident
ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।

train accident balasore
ଟ୍ରେନ୍ ଟ୍ରାଜେଡିକୁ ବିତିଗଲାଣି ୮ ଦିନ, ହେଲେ ଭୁଲିହେଉନି ବିଭୀଷିକା

ସେଦିନର କଥା ଭାବିଲେ ଏବେବି ଲୁହ ରୋକିପାରନ୍ତିନି ଭାଗବତ ମଉସା । ରକ୍ତଜୁଡ଼ୁବୁଡ଼ୁ ଶବ ଗୁଡ଼ିକୁ ଆଡ଼େଇ ଷ୍ଟେସନ ଆଡ଼କୁ ଖବର ଦେବା ପାଇଁ ଦୌଡ଼ିବା ବେଳର ଅନୁଭୂତି ବଖାଣିବା ଆଗରୁ ବାଷ୍ପରୁଦ୍ଧ ହୋଇଯାଏ କଣ୍ଠ ।

Malaysian Bharatanatyam Guru passes away after collapsing on stage
ମଞ୍ଚ ପାଲଟିଲା ମୃତ୍ୟୁ ଶଯ୍ୟା, ଦୀପ ଜାଳୁଜାଳୁ ଲିଭିଗଲା ଜୀବନ ଦୀପ

କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।

Power Cut
ରାଜ୍ୟରେ ବିଜୁଳି ବିଭ୍ରାଟକୁ ନେଇ କାହା କଥା ଠିକ୍.. ମୁଖ୍ୟ ଶାସନ ସଚିବ ନା ଶକ୍ତିମନ୍ତ୍ରୀ ?

ବିଜୁଳି ବିଭ୍ରାଟ ସମସ୍ୟାକୁ ନେଇ କିଏ ଠିକ୍ ? ମୁଖ୍ୟ ଶାସନ ସଚିବ ନା ବିଭାଗୀୟ ମନ୍ତ୍ରୀ ? ମୁଖ୍ୟ ଶାସନ ସଚିବଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, ହେଲେ ଶକ୍ତିମନ୍ତ୍ରୀଙ୍କ ଭିନ୍ନମତ

actress prakruti mishra
ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ। 

Monsoon arrival likely to be delayed in Odisha IMD DG
ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ ପର୍ବ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

is there any scam in higher education dept
ଉଚ୍ଚଶିକ୍ଷା ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା 

global digital payment
ବିଶ୍ୱରେ ଡିଜିଟାଲ୍‌ ପେମେଣ୍ଟରେ ସବୁଠୁ ଆଗରେ ଭାରତ; ପଛରେ ପଡ଼ିଲେ ୪ ବଡ଼ ଦେଶ

ବିଶ୍ୱବ୍ୟାପୀ ରିଅଲ ଟାଇମ ପେମେଣ୍ଟର ୪୬ ପ୍ରତିଶତ ଭାରତର ଅବଦାନ ରହିଛି । ଏହି ରିପୋର୍ଟ MyGovIndiaରୁ ପ୍ରକାଶ କରାଯାଇଥିବା ଜଣାପଡ଼ିଛି ।

Haj journey from Kerala to Mecca
କେରଳରୁ ମକ୍କା-ମଦିନା ଯାତ୍ରା, ବର୍ଷେ କାଳ ୮୬୦୦ କିମି ଚାଲି ଚାଲି ପହଞ୍ଚିଲେ ଯୁବକ

ବର୍ଷେ ପର୍ଯ୍ୟନ୍ତ ଏକୁଟିଆ ଚାଲି ଚାଲି ମଲ୍ଲପୁରମ୍‌ରୁ ମକ୍କା-ମଦିନା ଯାତ୍ରା