ଦୁଇ ଭାରତୀୟ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲ ୧୯୪ ବଲରୁ ୨୩୩ ରନର ରେକର୍ଡ ଭାଗିଦାରୀ କରିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୨ ୱିକେଟ ହରାଇ ବିଶାଳ ୩୫୬ ରନ୍ କରିଛି । ଏହି ରେକର୍ଡ ପାର୍ଟନରସିପ୍ ପୂର୍ବରୁ ପାକିସ୍ତାନ ବ୍ୟାଟର ନାସିର ଜାମସେଦ୍ ଓ ମହମ୍ମଦ ହାଫିଜଙ୍କ ନାମରେ ରହିଥିଲା ।
ଶେଖ ହସିନାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିଥିଲେ ଋଷି । ଭଦ୍ର ସ୍ୱଭାବ ଓ ପରିଧାନକୁ ନେଇ ସାରାଦେଶରେ ପ୍ରଂଶସା ।
ବ୍ରହ୍ମପୁର ବଡ଼ ମେଡିକାଲରେ ଜରା ବ୍ୟାଧିରେ ସଢୁଛନ୍ତି ୩ ଅସହାୟ । ପିଲା ଛୁଆ ଏମାନଙ୍କୁ ପର କରିଦେଲେ ।
ଟେଣ୍ଡର ସତ୍ତ୍ୱେ ବ୍ୟବସାୟୀ କିଣିବାକୁ ଆସୁନାହାନ୍ତି । ଗୋଦାମରେ ପଡ଼ିଛି ୧୧ ଲକ୍ଷରୁ ଅଧିକ ନୈବେଦ୍ୟ ।
୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।
ମୁକୁଳିବାକୁ ଶଙ୍ଖ ଭବନରେ ବିଜେଡିର ମେଗା ଟ୍ରେନିଂ । ପ୍ରତି ଦୁଇ ଲୋକସଭା କ୍ଷେତ୍ରରେ ବିଜେପି ଖୋଲିବ କଲ୍ ସେଣ୍ଟର ।
୫ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ହୋଇନି ବଦଳି । କେନ୍ଦୁଝର ଜିଲ୍ଲାପାଳ ବି ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି ।
ଚିତ୍ତୁର, ୱେଷ୍ଟ ଗୋଦାବରୀ, ଅମରାବତୀ ଏବଂ ତିରୁପତି ଆଦି ସହରମାନଙ୍କରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା।
ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାକୁ ବିଜେଡିରୁ କାହିଁକି ବାହାର କରି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।
ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।
ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସୌରିନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏହି ନୋଟିସ୍ ଜାରି କରିଛି।
ହଠାତ୍ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।
ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ।
ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ।
ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।
ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ । ସଂପର୍କୀୟ ହେଲେ ଚଳିବ ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ କଲେ ବାସନ୍ଦ
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..
ଭାରତର ରୋହନ ବୋପନ୍ନା ୧୩ ବର୍ଷ ପରେ ୟୁଏସ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍ରେ ପ୍ରବେଶ କରିଥିଲେ ବି ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡ୍ସ୍ଲାମ୍ରେ ବୋପନ୍ନାଙ୍କ ପୁରୁଷ ଯୁଗଳ ମୁକୁଟ ବିଜୟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲିଆଣ୍ଡର ପେସ୍, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ଆଜି ସାଜିଛନ୍ତି ପ୍ରେରଣା।
କର୍ଣ୍ଣାଟକ ରାଜ୍ୟ ଘରୋଇ ପରିବହନ ସଂଘ ବେଙ୍ଗାଲୁରୁରେ ବନ୍ଦ ପାଳନ କରୁଛି। ରବିବାର ମଧ୍ୟରାତ୍ରରୁ ସୋମବାର ମଧ୍ୟରାତ୍ର ଯାଏ ଏହି ବନ୍ଦ ପାଳନ ହେବ।
ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।