ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ। ତା’ପୂର୍ବରୁ ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ ଲାଗୁ ହୋଇଛି।
ଇଣ୍ଡିଆ ଗଠବନ୍ଧନ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ଆକ୍ରମଣ କରିବାର ଲୁକ୍କାୟିତ ଏଜେଣ୍ଡା ରଖିଥିବା ବିଜେପି ଅଭିଯୋଗ କରିଛି। ଏହା ସହିତ ପୁରାତନ ବିଶ୍ୱାସକୁ ନେଇ ଡିଏମ୍କେ ନେତା ବାରମ୍ବାର ସମାଲୋଚନା କରୁଥିବା ବେଳେ ବିରୋଧୀ ଦଳର ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ’ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି । ନୀତିନ କହିଛନ୍ତି, ଏଣିକି ଭାରତରେ ଡିଜେଲ କାର କିଣିବା ଉପରେ ଅତିରିକ୍ତ ୧୦ ପ୍ରତିଶତ ସେବା କର ବା ଜିଏସ୍ଟି ଲାଗୁ କରାଯିବ ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ ଆକ୍ସନ ନେଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି।
ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂରା କଥା ଜାଣିବା ପରେ ଫେରିଛନ୍ତି । ବ୍ରିଟେନ୍ର ଏକ ଅଞ୍ଚଳରେ ଏହି ଘଟଣା ଘଟିଛି ।
ମଦରେ ବୁଡ଼ିଗଲା ରାସ୍ତା। ପାଣି ସୁଅ ପରି ରାସ୍ତାରେ ବହିଲା ରେଡ୍ ୱାଇନ୍। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି ।
ଜି-୨୦ ବୈଠକକୁ ଆସି ଆଉ ନିଜ ଦେଶକୁ ଫେରି ପାରିନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ। ବିମାନରେ ତ୍ରୁଟି ଦେଖା ଦେବାରୁ ସେ ଆଉ ଫେରି ପାରିନଥିବା ସୂଚନା ମିଳିଛି।
୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ
ସାପ ପରି ଗାଡି ଚଳାଉଛନ୍ତି କି ? ବିକଟାଳ ଶବ୍ଦ ଛାଡୁଛି କି? ସାବଧାନ ରୁହନ୍ତୁ । ଛକ ଛକରେ ଜଗିଛି ପୋଲିସ୍ । ଏଥର ଫାଇନ୍ ନୁହେଁ ବରଂ ଦେଖାସାକ୍ଷାତ୍ କୋର୍ଟରେ ହେବ
ଗାଡ଼ି ରଖି ସେଲ୍ଫି ନେଉଥିବା ବେଳେ ବୃଦ୍ଧଙ୍କ ଗୋଡ଼ ଖସି ଯାଇଥିଲା। ବହୁ ଖୋଜାଖଜି ପରେ ଅଗ୍ନିଶମ ଟିମ୍ ୬୯ ବର୍ଷୀୟ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
ଅସୁରର ସ୍କନ୍ଧ ଓ ଭୁଜରେ ବଳଭଦ୍ର ବସିଥିବା ଭଳି ବେଶରେ ସ୍ପଷ୍ଟ ହୁଏ । ଏହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବା ଯାଏଁ ରହିଥାଏ ।
ମଥାଣ ଓଲାରି ଗଲାଣି । ବାଉଁଶ ଭାଙ୍ଗିଗଲାଣି । ଘରେ ପଶୁ ବି ରହିବନି । ହେଲେ ବି ଏମିତି ଦଦରା ଘରେ ରହୁଛନ୍ତି ଗୋଟିଏ ପରିବାର । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି... ବାବୁ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର, ଦେଖିବା...
ଇଞ୍ଜିନିୟର ଥିଲେ, ଦୁବାଇରେ ଚାକିରି କରୁଥିଲେ । ଘର ପାଖରେ କିଛି କରିବାର ନିଶା ଏମିତି ଘାରିଲା ଯେ ଜୋତା ତିଆରି କରିବାକୁ ନିଷ୍ପତ୍ତି ନେଲେ ଦୁଇ ସାଙ୍ଗ । ଏବେ ବୁଟ୍ ତିଆରି କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ରାତ୍ରି ୧୧.୦୧ ଗତେ ସିଂହ ।
ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ ବିଜେପିରେ ହେଲେ ସାମିଲ ହୋଇଛନ୍ତି ।
ସ୍ୱାମୀଙ୍କ ରୋଜଗାର କମ୍ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର
ସେପଟେ ଗତକାଲି କୋରାପୁଟରେ ପ୍ରବଳ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଦିନତମାମ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ସହରରେ ଛେଚିଛି ବର୍ଷା ।
ବ୍ରିଜ୍ ତଳକୁ ଡେଇଁବା ପୂର୍ବରୁ ସେ କାହା ସହ ଫୋନରେ କଥା ହେଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବ୍ରିଜ୍ ଉପରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ୍ ।
ସଂଘର ଦାବି ଉପରେ ତର୍ଜମା ପାଇଁ ୫ ଜଣିଆ ସବ୍ କମିଟି ଗଠନ କରାଯାଇଛି । ଏହି ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିକୁ ଜଣାଇବ ।
ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।
ସପ୍ତମ ଶ୍ରେଣୀରେ ପଢୁଛନ୍ତି, କ୍ୟାନସର ରୋଗୀଙ୍କୁ କେଶ ଦେବାକୁ ନିଷ୍ପତ୍ତି ନେଲେ । ସେମାନେ କେମିତି ଖୁସିରେ ରହିବେ? ଭଲରେ ରହିବେ ? ତାହା ଚିନ୍ତା କରି କରି ଦାନ କରିଦେଲେ ନିଜର କେଶ