'ଜବାନ'ର ଦବଦବାକୁ ଦୃଷ୍ଟିରେ ରଖି କଙ୍ଗନା ରାଣାୱତ ଏବଂ ରାଘବ ଲରେନ୍ସଙ୍କ ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨'ର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି। ତେବେ ବୈଷୟିକ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି ବୋଲି ନିର୍ମାତା ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଡକ୍ସନ୍ ହାଉସ୍ ଲାଇକା ପ୍ରଡକ୍ସନ୍ସ ରିଲିଜ୍ ତାରିଖର ବୃଦ୍ଧିକୁ ଘୋଷଣା କରିଛି।
ଗତ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ବାବୁ ଜାଣ୍ଡେଲଙ୍କ ଜନ୍ମଦିନ ଥିଲା । ସେ ତାଙ୍କ ଜନ୍ମଦିନକୁ ଏକ ନିଆରା ଭାବରେ ପାଳନ କରିଥିଲେ । ତାଙ୍କ ସମର୍ଥକଙ୍କ ଦ୍ୱାରା ଦିଆଯାଇଥିବା ଫୁଲମାଳକୁ ଗ୍ରହଣ ନକରି ବାବୁ ଜାଣ୍ଡେଲ ତାଙ୍କ ବେକରେ ଏକ ଜୀବନ୍ତ ସାପକୁ ଗୁଡ଼ାଇଥିଲେ ।
ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା ।
ପେନ୍ସନ୍ ଆକାଉଣ୍ଟରେ ଜମା ହୋଇଥିବା ଏହି ଟଙ୍କା ଅବସର ପରେ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିଥାଏ । ଫଳରେ କର୍ମଚାରୀ ଜଣକ ସେହି ଟଙ୍କାକୁ ଉଠାଇବା ସହ ନିଜର ଖର୍ଚ୍ଚ ତୁଲାଇଥା’ନ୍ତି ।
ଯେଉଁମାନେ ଟମାଟୋକୁ ନେଇ କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗିଯାଇଛି। ଅଧିକ ଅମଳ ଯୋଗୁଁ ଟମାଟୋ ଭାଉ କମିଛି। ୨୦୦ ଟଙ୍କାରୁ ୩ ଟଙ୍କାରେ ପହଞ୍ଚିଛି।
୧୯୭୫ ମସିହାରେ ମ୍ୟାକ୍ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି।
'ଜବାନ'ରେ ଶାହରୁଖଙ୍କ ନୂଆ ଅବତାରର ଆକର୍ଷଣ ଏପରି ହୋଇଛି ଯେ ଦର୍ଶକମାନେ ପ୍ରେକ୍ଷାଳୟରେ ତାଳିମାରିବା ଏବଂ ଚିତ୍କାର କରିବାରେ ନିଜକୁ ଅଟକାଇ ପାରୁନାହାନ୍ତି। ଏହାରି ଭିତରେ କିନ୍ତୁ ସୋସିଆଲ ମିଡିଆରେ 'ଜବାନ' ଚୋରି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ କଥା କ’ଣ ?
‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ସାହାସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି।
ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ ।
ପ୍ରାପ୍ତ ବୟସ୍କ ଯୁବକ ଓ ଯୁବତୀ ନିଜ ମନପସନ୍ଦର ଜୀବନସାଥୀ ବାଛି ପାରିବେ। ଏଥିରେ ବାପାମା’ ହୁଅନ୍ତୁ କି ଆଉ କେହିବି ହସ୍ତକ୍ଷେପ କରିପାରିବେ ନାହିଁ।
5Tସଚିବଙ୍କ ଗସ୍ତ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ସମାଲୋଚନା କରୁଛନ୍ତି ।‘ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ଟାକ୍ଟିସ୍' ।
ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...
G20 ସମ୍ମିଳନୀର ମଞ୍ଚରୁ ବିଶ୍ୱକୁ ‘ଭାରତ’ ବାର୍ତ୍ତା । ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହେଲା ‘ଭାରତ’।
ଶେଷରେ ସାଂସଦଙ୍କ ଅଭିଯୋଗକୁ ସ୍ୱୀକାର କଲେ ସରକାରୀ ଅଧିକାରୀ। ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ..ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ
ଏଠି ଅଛି ଏମିତି ଏକ ହୋଟେଲ ଯାହାର ନିର୍ମାଣରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ହୋଟେଲକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୀର୍ଗ ୨୫ରୁ ଅଧିକ ବର୍ଷ ପରେ ମଧ୍ୟ ଏହା ଖୋଲାଯାଇ ନାହିଁ।
ଛତିଶଗଡ ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନର ଭିଡିଓ ଭାଇରାଲ ହେଉଛି ।
ଧ୍ୱଂସାବଶେଷ ତଳେ ଫସିଛନ୍ତି ହଜାର ହଜାର ଲୋକ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ଉଦ୍ୟମ
ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ଖାଦ୍ୟକୁ ନେଇ ମଧ୍ୟ ଚର୍ଚ୍ଚା। ସେମାନଙ୍କ ଦିଲ୍ ଖୁସ୍ କରିବା ପାଇଁ କେଉଁ କେଉଁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ, ତାହା ଜାଣିବାକୁ ଉତ୍କଣ୍ଠା ବଢ଼ିଛି।
ପ୍ରଥମ ଥର ଲାଗି ଭାରତ ଅଧ୍ୟକ୍ଷତାରେ G-20 ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ଆଜିଠୁ ବିଶ୍ୱମଞ୍ଚରେ ହେବ ମାନସ ମନ୍ଥନ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ବିଶ୍ୱର ବଡ଼ ବଡ଼ ନେତା ଏକାଠି ହେବେ।
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ସଭାପତି ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଟିମ୍ ଗିରଫ କରିଛନ୍ତି।
ଅନାବଶ୍ୟକ ଗିରଫଦାରି ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।