• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

After BJD leader Arun Sahoo Now Minister Atanu Sabyasachi Targets MLA Soumya Patnaik
ଅରୁଣଙ୍କ ପରେ ଏବେ ଅତନୁ, କହିଲେ- ‘ବ୍ଲାକ୍‌ମେଲିଂ କରୁଛନ୍ତି ସୌମ୍ୟ’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି।

Teacher Protest
୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

People Queue At Banks Aafter Money Allegedly Transfer To Bank Accounts
କିଏ ପଠାଉଛି ଟଙ୍କା ? କାହା ପାଖକୁ ଆସୁଛି ୧୦ ହଜାର ତ ଆଉ କାହା ପାଖକୁ ଆସୁଛି ୭୦ ହଜାର ଟଙ୍କା...

କିଏ ପଠାଉଛି ଟଙ୍କା ? କାହା ପାଖକୁ ଆସୁଛି ୧୦ ହଜାର ଟଙ୍କା ତ ଆଉ କାହା ପାଖକୁ ଆସୁଛି ୭୦ ହଜାର ଟଙ୍କା। ଏସମ୍ପର୍କରେ ନା ବ୍ୟାଙ୍କ ଆକାଉଣ୍ଟଧାରୀ ଜାଣିପାରୁଛନ୍ତି ନା ନିଜେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି କହିପାରୁଛନ୍ତି।

Manmath Routray
ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ...ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ନଲଢ଼ିବା ନେଇ ମିଡିଆରେ କହିଥିଲେ

Money allegedly distributed to people ahead of 5t secretary meeting in jajpur
Viral Video: 5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା !

5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Odisha STA issues public notice for fitment of VLTD and panic buttons in vehicles
ଏଣିକି ଗାଡ଼ିରେ ଲୋକେସନ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍ ବାଧ୍ୟତାମୂଳକ, ନଚେତ୍‌ ହୋଇପାରେ ଏମିତି ଅସୁବିଧା...

ଭେଇକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ STA ପବ୍ଲିକ୍‌ ନୋଟିସ ଜାରି କରିଛି।

Today Panchang
Today Panchang 8th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଶୁକ୍ରବାର ।

Man Constructs Underground Two Storeyed House In Uttar Pradesh
ମାଟି ତଳେ ଦୁଇ ମହଲା ଘର: ୧୧ ବଖରା ସହ ରହିବା ଲାଗି ରହିଛି ସବୁ ସୁବିଧା...

ମାଟି ତଳେ ଦୁଇ ମହଲା ଘର। ଏଥିରେ ୧୧ଟି ବଖରା ଥିବାବେଳେ ରହିବା ଲାଗି ସବୁ ସୁବିଧା ରହିଛି। ଉତ୍ତରପ୍ରଦେଶ ହର୍ଦୋଇର ଇରଫାନ ଅହମ୍ମଦ ଏଭଳି ଏକ ସ୍ଥାପତ୍ୟ କଳା କରି ଦେଖାଇଛନ୍ତି।

World Safest Car The Beast That US President Joe Biden Will Be Using In New Delhi
ଚର୍ଚ୍ଚାରେ ବାଇଡେନଙ୍କ 'ଦ ବିଷ୍ଟ୍', ୧୦ କୋଟି ଦାମ୍‌ର ଏହି କାର୍‌କୁ କୌଣସି ବୋମା ବି କ୍ଷତି ପହଞ୍ଚାଇ ପାରିବନି...

ଆମେରିକା ରାଷ୍ଟ୍ରପତିଙ୍କ ବହୁ ଚର୍ଚ୍ଚିତ ଅତି ସୁରକ୍ଷିତ ଏବଂ ଅତ୍ୟାଧୁନିକ କାର୍ 'ଦ ବିଷ୍ଟ୍' । ଏହି ଆକର୍ଷଣୀୟ ଗାଡ଼ି, ଯାହାର ଦାମ୍ ୧୦ କୋଟି ଟଙ୍କା। ଟ୍ରକ୍‌ର ଚେଚିସ୍‌ରେ ନିର୍ମିତ ୭ ଟନ୍ ଓଜନର ଏହି ଗାଡ଼ିକୁ କୌଣସି ବି ବୋମା କ୍ଷତି ପହଞ୍ଚାଇ ପାରିବନାହିଁ।

Literacy is a powerful weapon to break the cycle of poverty and inequality
International Literacy Day: ବିଶ୍ୱରୁ ଦାରିଦ୍ର୍ୟ ଓ ଅସମାନତା ଦୂର କରିବ ସାକ୍ଷରତା, ଜାଣିବା ଏହାର ଇତିହାସ

ପ୍ରତିବର୍ଷ ୮ ସେପ୍ଟେମ୍ବରରେ ପାଳନ କରାଯାଉଥିବା ‘ଆନ୍ତର୍ଜାତୀୟ ସାକ୍ଷରତା ଦିବସ’ ହେଉଛି ବ୍ୟକ୍ତିଗତ ବିକାଶ, ସାମାଜିକ ବିକାଶ ତଥା ଦେଶ ତଥା ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସାକ୍ଷରତା କେବଳ ଏକ ମୌଳିକ ଅଧିକାର ନୁହେଁ ବରଂ ଦାରିଦ୍ର୍ୟ ତଥା ଅସମାନତାର ଚକ୍ରକୁ ଭାଙ୍ଗିବା ପାଇଁ ଏକ ଶକ୍ତିଶାଳୀ ଉପକରଣ।

G20 Summit
ଦିନକ ପରେ G-20 ଶିଖର ସମ୍ମିଳନୀ; ବିଶାଳ ଆୟୋଜନ ଓ ସୁନ୍ଦର ସାଜସଜ୍ଜାରେ ଝଟକୁଛି ଦିଲ୍ଲୀ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ୨୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ।

Soumyaranjan Pattnaik
ପଦାରେ ପଡ଼ିଲା ଅରୁଣ-ସୌମ୍ୟ କଳି, ଖୁଲମଖୁଲା କଲେ ଅଟାକ୍...

ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

Aparajita Sarangi
ସରକାର ଓ ପ୍ରଭାବଶାଳୀଙ୍କ ଜମି ଜବରଦଖଲ ମହାଖୁଲାସା କଲେ ସାଂସଦ ଅପରାଜିତା

୫ଟି ଗାଁର ଚାଷୀଙ୍କ ସ୍ବାର୍ଥକୁ ଦଳିମକଚି ପୋତାଯାଇଛି ଡ୍ୟାମ୍ ଚ୍ୟାନେଲ । ନିଜେ ମାଟି ଖୋଳି ସତ ସାମ୍ନାକୁ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Odisha Politics
ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ, ହେଲେ ବାସ୍ତବ ସ୍ଥିତି ଅତ୍ୟନ୍ତ ଶୋଚନୀୟ

ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।

Vani Vihar Campus
ବାଣୀବିହାର କ୍ୟାମ୍ପସ୍‌ରେ 5T ଷ୍ଟିକର ! BCJD-ABVPର ପୋଷ୍ଟର ୱାର୍...

5T ସଚିବଙ୍କ ଷ୍ଟିକର ପାଖରେ ମହାପୁରୁଷଙ୍କ ପୋଷ୍ଟର ମରାକୁ ନେଇ ମୁହାଁମୁହିଁ । ଛାତ୍ର ବିଜେଡି-ଏବିଭିପି ମଧ୍ୟରେ ମୁହାଁମୁହିଁ ।

Sura Routray's Son Manmath Routray
ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।

last rituals for daughter
ପ୍ରେମିକ ଦେଲା ସିନ୍ଦୂର; ବାପାମାଆ କଲେ ପିଣ୍ତଦାନ..

ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।

NSE-BSE
ଖୁବ୍‌ ଶୀଘ୍ର ମିଶ୍ରଣ ହେବାକୁ ଯାଉଛି NSE-BSE !

BSE ଓ NSE ମଧ୍ୟରେ ଖୁବ୍‌ ଶୀଘ୍ର ମର୍ଜ ହେବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।

Aparajita Sarangi
ଫାଉଡ଼ା ଧରି ନିଜେ କେନାଲରୁ ମାଟି ଖୋଲିଲେ ସାଂସଦ ଅପରାଜିତା !

ଆଗରୁ ଅଭିଯୋଗ ହୋଇଥିଲା ଯେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଛି । ମାଟି ପକାଇ କେନାଲକୁ ପୋତା ଯାଇଛି ।

Sarathi Baba
ପୁଣି ସାରଥୀଙ୍କୁ ନେଇ ଚର୍ଚ୍ଚା, ବାରିମୂଳ ଆଶ୍ରମରେ ଭକ୍ତମାନେ କଲେ ପୂଜାର୍ଚ୍ଚନା

ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।

Gold Biscuit
ଭୁବନେଶ୍ୱରର ବ୍ୟବସାୟୀଙ୍କ ଘରେ ଅଢ଼େଇ କେଜିର ସୁନା ବିସ୍କୁଟ !

ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।

SBI PO
ଆଉ ଲୋଡ଼ା ନାହିଁ ଡେବିଟ୍ କାର୍ଡ ! UPI ଦ୍ୱାରା ATMରୁ କାଢ଼ିହେବ ଟଙ୍କା, ଦେଖନ୍ତୁ ଭିଡିଓ...

ଏହି ATMରୁ ଡେବିଟ, କ୍ରେଡିଟ କାର୍ଡ ବିନା UPI ଦ୍ୱାରା ଟଙ୍କା ଉଠାଯାଇପାରିବ ।

Nuakhai
ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି ।

SBI PO
ବାହାରିଲା SBI PO, ଦରମା ୬୩ ହଜାରରୁ ଅଧିକ ! ତୁରନ୍ତ କରନ୍ତୁ ଆବେଦନ

ଇଚ୍ଛୁକ ପ୍ରାର୍ଥୀମାନେ SBI PO ପାଇଁ ଆବେଦନ କରିବାର ଥିଲେ, ଏହାର ଅଫିସିଆଲ ୱେବ୍‌ସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ ।

Heavy rain lashes in twin city
ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍‌ ସିଟି: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।