• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର  ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୧  ତାରିଖ ବୁଧବାର। ଚନ୍ଦ୍ର-  ବୃଷ ଦିବା ୦୪.୧୨ ଗତେ ମିଥୁନ, ତିଥି- ୪ର୍ଥୀ ରାତ୍ରି ୦୯.୧୯ ଗତେ ୫ମୀ, ଘାତ ଚନ୍ଦ୍ର- ବିଛା ରାଶିର, ଦିବା ୦୪.୧୨ ଗତେ କନ୍ୟା ରାଶିର, ଘାତ ବାର – କର୍କଟ ରାଶିର, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ

ପ୍ରାତଃ – ୦୫.୫୧ ରୁ ୦୮.୦୬
ଦିବା – ୧୦.୨୨ ରୁ ୧୧.୩୦

ଦିବା – ୦୧.୨୩ ରୁ ୦୩.୩୮
ସନ୍ଧ୍ୟା – ୦୫.୫୯ ରୁ ୦୬.୫୦ 
ରାତ୍ରି – ୦୮.୩୨ ରୁ ୦୨.୪୧
ରାତ୍ରି – ୦୪.୧୬ ରୁ ୦୫.୫୧

ଅଧିକ ପଢ଼ନ୍ତୁ: ଗୃହ ଆରମ୍ଭରେ ବାସ୍ତୁ ପୂଜା କରିବା ଜରୁରୀ ନା ନାହିଁ…

ଅଶୁଭ ସମୟ

ଋାହୁକାଳ – ଦିବା ୧୧.୩୦ ରୁ ୧୨.୫୪
କାଳବେଳା –  ଦିବା ୦୮.୪୦ ରୁ ୧୦.୦୫
ବାରବେଳା –  ଦିବା ୧୧.୩୦ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୧ ରୁ ୦୪.୧୬