/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699601493.jpg)
ex-Koraput MP Jayram Pangi
କଂଗ୍ରେସରେ ଯୋଗଦେବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ ।ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୟରାମ ।
Advertisment
ଜନତା ଦଳରୁ ବିଜେଡି ପରେ ସେ ବିଜେପି ଯାଇଥିଲେ । ହେଲେ କିଛି ଦିନ ତଳେ ବିଜେପି ଛାଡ଼ି ବିଆରଏସରେ ଯୋଗଦେଇ ଥିଲେ । ବର୍ତ୍ତମାନ ବରିଷ୍ଠ ନେତା ଜୟରାମ ପାଙ୍ଗୀ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି ।
ଏହାପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ପାଙ୍ଗି ଥିଲେ । କୋରାପୁଟରୁ ବିଜେଡି ଟିକେଟରେ ସାଂସଦ ହୋଇଥିଲୋ ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)