ଉପହାର ନମିଳିବାରୁ ସ୍ୱାମୀଙ୍କୁ ନାକକୁ ଏକ ଶକ୍ତ ମୁଥ ମାରିଲା ସ୍ତ୍ରୀ, ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଲେ ପୀଡ଼ିତ..ଆଉ ତା’ପରେ
ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।
ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।
କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।
ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।
ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।
ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ ।
ଅକଟୋବର ୯ରୁ ଆଚରଣ ବିଧି ଲାଗୁ କରାଯାଇଛି । ସେବେଠାରୁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି।
ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।
ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ ।
ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍ଙ୍କ ତଦନ୍ତ ନିର୍ଦ୍ଦେଶ ।
ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।
ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।
ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍ଲାଇନ୍ ମୋଡ୍ରେ ପୂରଣ ହେବ।
୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି ।
ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀଙ୍କୁ ନଭେମ୍ବର ଶେଷରେ ବିବାହ କରିବେ। କୁହାଯାଉଛି ଯେ ଅଭିନେତା ନିଜ ଗର୍ଲଫ୍ରେଣ୍ଡଙ୍କ ନିଜ ସହର ମଣିପୁରରେ ପାରମ୍ପରିକ ରୀତିନୀତି ସହିତ ବରଣମାଳା ପିନ୍ଧେଇବେ। କିଏ ମନହରିଣୀ ଆସନ୍ତୁ ଜାଣିବା।
ଶ୍ରମିକ ମାନଙ୍କୁ ଲମ୍ବା ଭାବେ ଶୋଇବା ପରେ ଉପରକୁ ଟଣା ଯିବ।