• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Couple ties the knot again
ସମ୍ପର୍କ ଭାଙ୍ଗି ଯାଇଥିଲା, କିନ୍ତୁ ହୃଦଘାତ ପୁଣି ଥରେ ଯୋଡ଼ି ଦେଲା

ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।

Kapil Sharma
ଅପେକ୍ଷା କର, ମୁଁ ଟ୍ରାଫିକରେ ...

ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।

Weather Update
ଆସୁଛି ବାତ୍ୟା, ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ

୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ ।

Sunil Padhi
ଧରା ପଡ଼ିଲେ ଜେଇ, ଛାତରୁ ହୋଇଥିଲେ ଚମ୍ପଟ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ ।

KBC
କୋଟିପତି ହେଲେ ୧୪ ବର୍ଷର ବାଳକ, କେବିସିରେ ଦେଲେ ସଠିକ ଉତ୍ତର

କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ ।

Sri Mandir Nata Mandap
ଲେଜର ସ୍କାନିଂ ଶେଷ, ବର୍ତ୍ତମାନ ନାଟ ମଣ୍ତପ ମରାମତି ଆରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

Vigilance
ଭିଜିଲାନ୍ସ ଛାଟ ଡର; ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ ।

Tata Tech IPO
ଦୁଇ ଗୁଣା ହେଲା ଟାଟା ଟେକ୍‌ର IPO, ନିବେଶକଙ୍କ ମଧ୍ୟରେ ଖୁସିର ଲହର

ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା ।

Tunnel Collapse
ଶ୍ରମିକଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ, ଫେରିବା ଅପେକ୍ଷାରେ ପରିବାର ଲୋକ

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।

Odia girl Manisha Padhi
ଓଡ଼ିଶା ପାଇଁ ଗୌରବ, ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ADC

ମିଜୋରାମ ରାଜ୍ୟପାଳ ତାଙ୍କୁ ADC ଭାବେ ଦେଲେ ନିଯୁକ୍ତି... ସ୍କ୍ୱାର୍ଡନ ଲିଡର ମନୀଷା ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ....ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି...

  Guinness World Record
ଲମ୍ବା କେଶ ପାଇଁ ଗିନିଜ ରେକର୍ଡ: ଚର୍ଚ୍ଚାରେ ୟୁପି ମହିଳା

ଲମ୍ବା କେଶ ରଖିବା ନିଶାରେ ୧୪ ବର୍ଷ ବୟସରୁ କାଟି ନାହାନ୍ତି ଚୁଟି ... ବିନ୍ୟାସ ପାଇଁ ସପ୍ତାହକୁ ଦୁଇ ଥରରେ ଦିଅନ୍ତି ୬ ଘଣ୍ଟାରୁ ଅଧିକ ସମୟ ...

Vedvyas Temple Rourkela
ଅବହେଳିତ ଅବସ୍ଥାରେ ରାଉରକେଲାର ବେଦବ୍ୟାସ : ନା ଅଛି ଶୌଚାଳୟ, ପିଇବା ପାଣି, ନା ରହିବା ସୁବିଧା

ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ହଇରାଣ…କେବେ ହେବ ଉନ୍ନତିକରଣ ଲୋକେ ଉଠାଇଲେ ପ୍ରଶ୍ନ…

Express train derails
ସମ୍ବଲପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ

ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ....ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଗଲା...ଟ୍ରେନରେ ଯାତ୍ରୀ ନଥିବାରୁ କୌଣସି ମୃତାହତର ସୂଚନା ନାହିଁ...

How dangerous is refined oil
Nutrients: କେତେ କ୍ଷତିକାରକ ରିଫାଇନ୍ ତେଲ; କେଉଁ ତେଲ ଖାଇବା ଜରୁରୀ

ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।

Uttarkashi tunnel rescue
ପରଦାକୁ ଆସିବ 'ଟନେଲ୍' ଷ୍ଟୋରି ! କିଏ ହେବେ ନାୟକ ?

ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...

BMC
ସାବଧାନ୍ !! BMC ଅଞ୍ଚଳରେ ବିନାନୁମତିରେ ରାସ୍ତା ଖୋଳିଲେ ଦିଆଯିବ ଏତଲା...

BMCର ଆନ୍ତଃବିଭାଗୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ....ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା...ଆନ୍ତଃ ବିଭାଗୀୟ ବୈଠକରେ ହୋଇଛି ନିଷ୍ପତ୍ତି...ରାସ୍ତାରେ ବାଲି, ମାଟି ଓ ଗୋଡ଼ି ଗଦାଇବାକୁ ମଧ୍ୟ ବାରଣ କରିଛି BMC..

Telangana Assembly Elections
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...

vastu dosha in this part of the house, there will be premature death
Vastu Tips: ଘରର ଏହି ସ୍ଥାନରେ ବାସ୍ତୁଦୋଷ ଥିଲେ ଆସେ ଅକାଳ ବିୟୋଗ

କୌଣସି ଦିଗରେ ନିର୍ମାଣରେ ଭୁଲ୍‌ ଥିଲେ ସେହି ଦିଗରେ ଯେଉଁ ତତ୍ତ୍ୱ ହୋଇଥାଏ ସେହି ତତ୍ତ୍ୱର ଅସନ୍ତୁଳନ ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ବାସ୍ତୁର ଉଲ୍ଲଙ୍ଘନ ଗୃହବାସୀଙ୍କୁ ଖରାପ ଭାବରେ ପ୍ରଭାବିତ କରିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ଦୋଷ ଯୋଗୁଁ ଆସିଥାଏ ଅକାଳ ବିୟୋଗ।

Tiger Spotted
ଓଡ଼ିଶା ଜଙ୍ଗଲରେ କଳା ବାଘ ! ଟୁଇଟ୍ କଲେ PCCF

ଓଡ଼ିଶା ଜଙ୍ଗଲରେ କଳା କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

CHSE
ସ୍ୱଚ୍ଛ ହେବ Plus 2 ପରୀକ୍ଷା; ଏକଜାମ୍ ସେଣ୍ଟର, ହଲ୍ ଓ କ୍ୱେଶ୍ଚିନ୍ ହବ୍‌ର ହେବ ଲାଇଭ ଷ୍ଟ୍ରିମିଂ

ଆହୁରି ସ୍ୱଚ୍ଛ ହେବ ପ୍ଲସ ଟୁ ପରୀକ୍ଷା । ସିଏଚଏସଇ ଆପଣାଇବ ନୂଆ ପଦକ୍ଷେପ । ଲାଇଭ୍ ଷ୍ଟ୍ରିମିଂ ହେବ ଏକଜାମ୍ ହଲ୍‌ର ଟିକନିଖ୍ ଦୃଶ୍ୟ ।

Coin Exchange
କଏନ୍ ନେବାକୁ କେହି କହି ପାରିବେନି ନା; ୫୦ ପଇସାଠୁ ୨୦ ଟଙ୍କିଆ ଯାଏଁ ସବୁ ଚଳିବ

ରାଜ୍ୟର ଅନେକ ସ୍ଥାନରେ ଏବେ ଆଉ କଏନ୍ ଚଳୁନି। ଟଙ୍କିକିଆ, ଦୁଇ ଟଙ୍କିଆ କଥା ଛାଡ଼ନ୍ତୁ, ବ୍ରହ୍ମପୁର ସହର ଭଳି ବ୍ୟାବସାୟିକ ପେଣ୍ଠରେ ୧୦ ଟଙ୍କିଆ କଏନ୍ ବି ଏକ ପ୍ରକାର ଅଚଳ ହୋଇପଡ଼ିଛି। ଯାହାକୁ ନେଇ ଉଭୟ ଦୋକାନୀ ଓ ଗ୍ରାହକ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

Loot
ସାବଧାନ !! ଘରେ ମେଡ୍‌ ରଖୁଛନ୍ତି କି ? ନଜର ହଟିଲେ ବୁଲାଇଦେବେ କଳାକନା

ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା।

Police IIC
କୁବେର IICଙ୍କର ଥିଲା ଲମ୍ବା ହାତ; ଚାକିରି ସରକାରୀ ହେଲେ ଆଖି ପାପଧନ ଉପରେ..

କରୁଥିଲେ ସରକାରୀ ଚାକିରୀ, ରହୁଥିଲେ ସରକାରଙ୍କ ଛତ୍ରଛାୟାରେ। ଶାସକ ଦଳର ଅଭୟବର ପାଇ କେମିତି କରିତକର୍ମା ବନିଥିଲେ ବୈପାରୀଗୁଡ଼ା ଥାନାବାବୁ, ଏବେ ଫିଟୁଛି ଗୁମର।

Aquarium
ବାଲିଯାତ୍ରା ଆସନ୍ତୁ ସମୁଦ୍ର ତଳେ ବୁଲନ୍ତୁ, ରଙ୍ଗୀନ ମାଛ-କୁନି ସାର୍କ-ଜେଲି ଫିସ୍ ଲାଇଭ ଦେଖନ୍ତୁ

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ ।

Tunnel Tragedy
ଗବ୍ବର ସିଂହ କିଏ ? ଟନେଲରୁ ବାହାରିବା ପରେ କାହିଁକି କୁଣ୍ଢେଇ ପକେଇଲେ ଧାମୀ ?

ଉତ୍ତରକାଶୀ ସଫଳ ଟନେଲ୍ ଅପରେସନକୁ ନେଇ ଆଶ୍ୱସ୍ତ ଦେଶ । 'ଚିନୁକ'ରେ ଶ୍ରମିକଙ୍କୁ ନିଆଗଲା ରିଷିକେଶ AIIMS ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result