/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701279530.jpg)
Tiger Spotted
ଓଡ଼ିଶା ଜଙ୍ଗଲରେ କଳା ବାଘ । କ୍ୟାମେରା ଟ୍ରାପ୍ରେ କଏଦ୍ ହୋଇଛି କଳା ରଙ୍ଗର କଲରା ପତରିଆ । ଓଡ଼ିଶା ଜଙ୍ଗଲରେ କଳା କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ କଳା ବାଘଟିକୁ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ କଳା ବାଘ ଦେଖାଯାଇଥିବା ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)