• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

IND Vs AUS 4th T20
ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂର୍ବରୁ ଅଭାବନୀୟ ସ୍ଥିତି, ଷ୍ଟାଡିୟମରେ ନାହିଁ ଲାଇନ୍‌...

କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍‌ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍‌ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।

Drugs Smuggling
ଜାହାଜରେ ନିଶା ଚାଲାଣ; ୨୨ଟି ପ୍ୟାକେଟ୍‌ରୁ ମିଳିଲା ୨୨୦ କୋଟିର କୋକେନ୍‌

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହେଲା । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍‌ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା ।

Pitha
ବାଲିଯାତ୍ରାରେ ଭଳିକି ଭଳି ପାରମ୍ପରିକ ପିଠା; ଆରିସା, ମଣ୍ଡା,ଚକୁଳି ଆହୁରି କେତେ କ’ଣ...

ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।

Indian Railways
‘ମୋ ଡ୍ୟୁଟି ଓଭର୍‌’..ଏମିତି କହି ଟ୍ରେନ୍‌ ଛାଡ଼ି ପଳାଇଲେ ଲୋକୋ ପାଇଲଟ୍‌, ଫସିଲେ ୨୫୦୦ ଯାତ୍ରୀ

ଟ୍ରେନ୍‌ କର୍ମଚାରୀଙ୍କ ଜିଦ୍‌ରୁ ହଇରାଣ ହେଲେ ଯାତ୍ରୀ । ୟୁପିର ବାରବାଙ୍କୀ ଜିଲ୍ଲା ବୁରୱାଲ ଜଙ୍କସନରେ ୨ଟି ଏକ୍ସପ୍ରେସ ଟ୍ରେନ ଅଟକିଯିବାରୁ ୨୫୦୦ ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

schools in Bengaluru get bomb threat
ବେଙ୍ଗାଲୁରୁରେ ୪୪ ସ୍କୁଲ୍‌କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ତୁରନ୍ତ ସ୍କୁଲ୍‌କୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ଙ୍କୁ ବାହାରକୁ ଅଣାଯାଇ ଛାନ୍‌ଭିନ୍‌ କରାଯାଇଥିଲା । ହେଲେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । 

pickleball
ଲୋଡ଼ା ନାହିଁ ଖେଳପଡ଼ିଆ, ଛାତ ଉପରେ ତିଆରି ହେଉଛି ପିକିଲ୍ ବଲ୍ କୋଟ୍

ବଢୁଛି ବଡ ବଡ ଅଟ୍ଟାଳିକା । ରାଜଧାନୀର ମାଟି ଦିନକୁ ଦିନ କଂକ୍ରିଟରେ ପରିଣତ ହୋଇଗଲାଣି । ସ୍ଥାନେ ସ୍ଥାନେ ଖେଳିବାକୁ ଖେଳ ପଡିଆ ନାହିଁ । ତଥାପି କିଛି ଅସୁବିଧା ନାହିଁ । ରୁଫଟଫରେ ବି ଖେଳି ହେବ ଖେଳ। ଭାରତରେ ପ୍ରଥମ ଆନ୍ତର୍ଜାତିକ ସ୍ତରର ରୁଫଟଫ ପିକିଲ ବଲ କୋଟ୍ ତିଆରି ହୋଇଛି ।

Today Panchang 1st Dec 2023
Today Panchang 1st Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ  ଶୁକ୍ରବାର ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ

Around 5 thousands people killed every year in road accidents
ଦୁର୍ଘଟଣା ନେଉଛି ମୁଣ୍ଡ: ପ୍ରତିବର୍ଷ ଓଡ଼ିଶାରେ ଯାଉଛି ୫ ହଜାର ଜୀବନ

ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ  ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ୍‌ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି ।

Bali Jatra
ଟ୍ୱିନ ସିଟିରେ ବାଲିଯାତ୍ରା କ୍ରେଜ୍...ରାତି ଯେତେ ବଢ଼ୁଛି, ଭିଡ଼ ସେତେ ବଢ଼ୁଛି

ଦିନକୁ ଦିନ ଜମୁଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ସାଙ୍ଗକୁ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀପଠାରେ ସନ୍ଧ୍ୟା ହୋଇଗଲେ ବେଶ୍ ଭିଡ଼ ଜମୁଛି ।

Vigilance raid in Junior Engineer house
ପୂର୍ବରୁ ବାପା ଦୁର୍ନୀତିରେ ଫସିଥିଲେ, ଏବେ ପୁଅର ଆଲିସାନ ଘରେ ପଶିଲା ଭିଜିଲାନ୍ସ...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ ।

Cyclone Likely To Form Over Bay Of Bengal Around Dec 3
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା: ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁପାରେ

ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ଓ ମଚ୍ଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।

World AIDS Day
World AIDS Day: ପ୍ରତିବର୍ଷ ଓଡ଼ିଶାରେ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ

ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୩ରୁ ୫ ହଜାର ରୋଗୀ ଚି଼ହ୍ନଟ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଏଚ୍‌ଆଇଭି ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି ।

7 dead as van hits parked truck on NH in Keonjhar
ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ପଛପଟୁ ପିଟିଲା ଭ୍ୟାନ୍‌, ଚାଲିଗଲା ୮ ଜୀବନ...

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଭ୍ୟାନ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି ।

know hiv aids causes symptoms and prevention
World AIDS Day 2023: କାହିଁକି ହୁଏ AIDS, କେଉଁସବୁ ଲକ୍ଷଣରୁ ଏହାକୁ ଜାଣିବେ...

ଏଡ୍‌ସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୦୧ ରେ ‘ବିଶ୍ୱ ଏଡ୍‌ସ୍ ଦିବସ’ ପାଳନ କରାଯାଏ। ଏଡ୍‌ସ୍ ମୁଖ୍ୟତଃ ଏକ ଯୌନ ସଂକ୍ରମଣ ରୋଗ ହୋଇଥିଲେ ବି ଅନ୍ୟ କେତେକ କାରଣ ମଧ୍ୟ ଏଥିପାଇଁ ବିପଦ ହୋଇପାରେ।

Minor Death
ଖେଳିବାକୁ ଯାଇଥିଲେ, ଆଉ ଫେରିଲେନି; ନାଳରେ ବୁଡ଼ି ୨ ନାବାଳକ ମୃତ

ଖେଳିବାକୁ ଯାଇ ନାଳରେ ବୁଡ଼ି ପ୍ରାଣ ହରାଇଲେ ୨ ନିରୀହ ଛୁଆ ।

Ind Vs SA Series
ଦ. ଆଫ୍ରିକା ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା; ୩ ଫର୍ମାଟ ପାଇଁ ୩ ଅଧିନାୟକ

ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ସେଠାରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ T-20 ଖେଳିବ। ଦିନିକିଆରେ କେ.ଏଲ୍‌ ରାହୁଲ୍‌ ଅଧିନାୟକ ହୋଇଥିବା ବେଳେ T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି।

Utkal University
NAAC ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ A+ ଗ୍ରେଡ୍ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ୍‌) ସଂଶୋଧିତ ଗ୍ରେଡ୍ ପ୍ରଦାନ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ପୁଣିଥରେ ଏ+ ଗ୍ରେଡ୍ ମାନ୍ୟତା ଫେରିପାଇଛି ।

Odisha Politics
୩ ଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଟାକ୍‌ ! ଆଟାକିଂ ମୁଡ୍‌କୁ ଆସିଗଲା କି କେନ୍ଦ୍ର ବିଜେପି ? 

କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।

Block Chairman
ନିୟତିର ଖେଳ; ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷା, ଆଜି ତାମିଲନାଡୁର ଦାଦନ ଶ୍ରମିକ

ମାତ୍ର ୧୯ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ କାନ୍ତି । ତରୁଣୀ ଆଖିରେ ବସା ବାନ୍ଧିଥିଲା ଲୋକଙ୍କ ସେବା କରିବାର ସ୍ୱପ୍ନ । କିନ୍ତୁ ବିଡ଼ମ୍ବନା, ସେତେବେଳେ ଅନେକ ଲୋକଙ୍କ ଦୁଃଖ ଦୂର କରିଥିବା ଏହି ଯୁବନେତ୍ରୀ, ଆଜି ନିଜେ ଛଟପଟ ଅସରନ୍ତି ଦୁଃଖର ଚକ୍ରବ୍ୟୁହରେ ।

Doctors Protest
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ, ଅନଶନରେ ଡାକ୍ତର ଓ ନର୍ସ...

ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର ।

IAS Coaching
ଏଣିକି କଲେଜରୁ ମିଳିବ IAS କୋଚିଂ; ସିଭିଲ୍ ସର୍ଭିସରେ ଓଡ଼ିଆଙ୍କ ସଫଳତା ବୃଦ୍ଧି ପାଇଁ ଷ୍ଟ୍ରାଟେଜି

ଡିଗ୍ରୀ କଲେଜ ଓ ୟୁନିଭରସିଟିରେ ଦିଆଯିବ ସିଭିଲ ସର୍ଭିସ୍ କୋଚିଂ । ଶିକ୍ଷାନୁଷ୍ଠାନର ନିଜସ୍ୱ ଅର୍ଥରେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Vigilance Raid
କୋଟିଏ ଟଙ୍କାର ଘର ! ପ୍ରତି କୋଣରେ ଇଣ୍ଟେରିଅର କାମ, ସବୁ ଦାମୀ ଜିନିଷ

ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା ।

Naxal
୪ ଜିଲ୍ଳାରେ ଅଛନ୍ତି ନକ୍ସଲ, କନ୍ଧମାଳରେ ପାଦୁର୍ଭାବ ବେଶି

ମାଓ ଦମନ ପାଇଁ ଜୋରଦାର ପ୍ରୟାସ କରୁଛି ବିଏସଏଫ୍ । କନ୍ଧମାଳ ଉପରେ ରଖାଯାଇଛି ସ୍ବତନ୍ତ୍ର ଫୋକସ ।

Heavy Rain
ଦାନା ବାନ୍ଧୁଛି ବାତ୍ୟା, ତାମିଲନାଡ଼ୁ-ଚେନ୍ନାଇରେ ପ୍ରବଳ ବର୍ଷା

ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି ।

Fast Lady ADC
ଓଡ଼ିଆ ଝିଅ ମନୀଷା ପାଢୀଙ୍କୁ ବଡ଼ ନିଯୁକ୍ତି

ଝିଅର ନୂଆ ଦାୟିତ୍ୱକୁ ନେଇ ଖୁସି ବାପା ମା’ । ଦେଶର ପ୍ରଥମ ମହିଳା ଭାବେ ବନିଲେ ଏଡ୍ ଡି’ କ୍ୟାମ୍ପ ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result