ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।
ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା ।
‘ଆନିମଲ୍’ର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି, ଯାହା ‘ଜବାନ’କୁ ପଛରେ ପକେଇ ଦେଇଛି। ମାତ୍ର ଦୁଇ ଦିନ ଭିତରେ ଫିଲ୍ମ ତା’ର ମୋଟ୍ ବଜେଟ୍ର ଦୁଇ ଗୁଣାରୁ ଅଧିକ ରୋଜଗାର କରିନେଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ୍’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ରୋଜଗାର କେତେ?
ସାରା ଦେଶରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍ ସିଟ୍ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।
ନନ୍ଦନକାନନ ପଟୁ ଜୟଦେବ ବିହାରକୁ ଯାଉଥିବା ଏକ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ଉପରକୁ ମାଡ଼ି ଯାଇଥିଲା । ଏହାପରେ ଅପରପାର୍ଶ୍ୱରେ ଥିବା ଏକ ବସ୍ ସହ ପିଟି ହୋଇଥିଲା ।
ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ଗୋଟିଏପଟେ ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।
ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନ୍କାଉଣ୍ଟର କରାଯାଇଛି । ସୁଶାନ୍ତର ଜଙ୍ଘରେ ଗୁଳି ବାଜିଛି ।
ବିଆରଏସ୍ ୪୧ ସିଟ୍ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍ରେ ଆଗୁଆ ରହିଛି ।
ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।
ଘାତଚନ୍ଦ୍ର- ରାତ୍ରି ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି ।
ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।
ଯେତେବେଳେ ଜଣେ ନିଜ ପରିବାର ଛାଡି ଘର ବାହାରେ ରୁହେ ସେତେବେଳେ ବାପା-ମା’ଙ୍କ ସ୍ନେହ, ମା’ ହାତ ରନ୍ଧା ଖାଇବା, ଭଉଣୀର ଭଲ ପାଇବା, ସାଙ୍ଗମାନଙ୍କର ଥଟ୍ଟା-ମଜ୍ଜା ସବୁ ମନେପଡିବା ଏକ ସ୍ୱାଭାବିକ କଥା। ତେବେ ଏଥିରୁ କିପରି ମୁକୁଳିବେ ସେଥିପାଇଁ ୬ଟି ଟିପ୍ସ।
ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩ ଡିସେମ୍ବରରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପାଳନ କରାଯାଏ। ଏହା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଏହି ଅବସରରେ ଆସନ୍ତୁ ଜାଣିନେବା ସେମାନେ ଉପଭୋଗ କରୁଥିବା ୬ଟି ଅଧିକାର ବିଷୟରେ।
ଟଙ୍କା ଦେଇ ଗ୍ରାହକ ନିଜ ପସନ୍ଦର ସର୍ଭିସ୍ ବାଛୁଥିଲେ । ଶିବାନୀ ୱେଲନେସ ସେଣ୍ଟର୍ ଓ ସ୍ପା’ ନାମରେ ଦୀର୍ଘ ଦିନ ଧରି ସତ୍ୟନଗରର ଏହି ଘରେ ଚାଲିଥିଲା ସେକ୍ସ କାରବାର ।
ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ ।
କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି ।
ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ ।
ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା।
ହାତରେ ମାତ୍ର କିଛି ମାସର ସମୟ। ଭୋଟରଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ରାଜନୈତିକ ଦଳ । ଚାଲିଛି ସଂଗଠନ ସମୀକ୍ଷା। ସରକାର ବିରୋଧୀ ପ୍ରସଙ୍ଗ ସଜାଡ଼ିବାରେ ବ୍ୟସ୍ତ ବିଜେପି ଓ କଂଗ୍ରେସ ।
କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ। ବାଲି ପରିବହନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି କହିବା ସହିତ, ତତ୍କାଳୀନ ଜିଲ୍ଲାପାଳ ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ବଙ୍ଗୋପସାଗରରେ ବାତ୍ୟା ଆସୁଛି। ଚେନ୍ନାଇ ଠାରୁ ୪୫୦ କିମି ଦୂରରୁ ଆଗକୁ ବଢୁଛି। ଆନ୍ଧ୍ର-ତାମିଲନାଡୁ ମଝିରେ ମଙ୍ଗଳବାର ମାଡ଼ ହେବ। ହେଲେ ତା ପ୍ରଭାବରେ ଓଡ଼ିଶାରେ କିନ୍ତୁ କାଲିଠୁ ବର୍ଷା ଆରମ୍ଭ ହୋଇଯିବ।