୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ।
ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ।
ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ।
ଟନେଲ୍ ଅପରେସନରେ ପୁଣି ଜାଗିଲା ଆଶା । ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଜାରି ।
କିଏ ଚାଉଳ ଦିଏ ତ କିଏ ଟଙ୍କା ପଇସା କିଏ ଖାଇବା ପାଇଁ ବିସ୍କୁଟ ଦିଏ କିଏ ପୁଣି ବସ୍ତ୍ର ଦାନ କରେ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା ।
ପିକ୍ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା ।
ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ବୋଇତ ବନ୍ଦାଣ ବେଳେ ଏହି ଅଘଟଣ ଘଟିଛି ।
DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍ ଅଫିସର ପଦବୀ ପୂରଣ ହେବ।
'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି ।
ତିରୁମାଳା ମନ୍ଦିରରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟର କାମନା କରିବା ସହ ମଙ୍ଗଳ ମନାସିଛନ୍ତି ପ୍ରଧାନମନ୍ତ୍ରୀ ।
୨୦୧୪, ଆଜିର ଦିନରେ .. ସ୍ତବ୍ଧ ହୋଇ ଯାଇଥିଲା ସମ୍ପୂର୍ଣ୍ଣ କ୍ରିକେଟ୍ ଜଗତ । ବିଚଳିତ ହୋଇ ଯାଇଥିଲେ ସମସ୍ତେ ।
ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍କୁ ନେଇ ରଣବୀର କପୁର ଏମିତି କହିଛନ୍ତି।
ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।
ପୂର୍ବରୁ ବେଶ ଖୁସିରେ ରହୁଥିଲେ ବନମାଳୀ ମହାନ୍ତ । ପୁଅ ବଡ଼ ହେଲା ଆଉ ବିବାହ କଲା । ତା’ପରେ ବାପା, ମା’ ଓ କୁନି ଭଉଣୀକୁ ଘରୁ ତଡ଼ିଦେଲା । ଆଉ ଏବେ ଅସହାୟ ଅବସ୍ଥାରେ ବନମାଳୀ ।
କେଉଁ ଶୌଚାଳୟର କବାଟ ତ କେଉଁଠି ଲେଟ୍ରିନ ଚଟାଣ ଭାଙ୍ଗି ଗଲାଣି । ଟ୍ୟାପ୍ ଠାରୁ ଆରମ୍ଭ କରି ଏହାର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶୌଚାଳୟ ଉପରେ ଗଛ ଉଠିଲାଣି । ଭିତରେ ଅଳିଆ ଆବର୍ଜନା ପଡ଼ିରହିଛି । ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଗୁଡ଼ିକ ନଷ୍ଟ ହୋଇଯାଇଛି ।
ଡାକ୍ତରଖାନାରେ ସର୍ଜରୀ, ଅନେସ୍ଥେସିଆ, ଅର୍ଥୋପେଡିକ, ପେଡିଆଟ୍ରିକ ଓ ଚର୍ମ ରୋଗ ବିଶେଷଜ୍ଞ, ନାହାଁନ୍ତି । ଯାହାଫଳରେ ଦେହ ଖରାପ ହେଲେ ଗରିବ ଶ୍ରଣୀର ଲୋକ କଟକକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର 5T ଯୋଜନାରେ ଏହି ମେଡିକାଲକୁ ଅନ୍ତର୍ଭୁକ୍ତ କରି କେବଳ ବହାବାହା ନେଉଛନ୍ତି ।
ନୂଆପଡା ଜିଲ୍ଲା ସିନାପାଲିର ଲାଇଫଲାଇନ୍ ଉଦନ୍ତି ନଦୀ । ଗ୍ରୀଷ୍ମ ଋତୁରେ ଏହି ନଦୀ ଗୋଟିଏ ମରୁଭୂମିର ଭ୍ରମ ସୃଷ୍ଟି କରିଥାଏ । ନଦୀରେ ପାଣିର ଧାରଟିଏ ବି ନଥାଏ । ତେଣୁ ଫେବ୍ରୁଆରୀ ପରେ ଏହି ନଦୀରେ ପାଣି ରହେ ନାହିଁ ।
ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ପୂର୍ଣ୍ଣିମା ଦିବା ୦୨.୪୬ ଗତେ ପ୍ରତିପଦ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର
ବେଧଡକ ଚାଲିଛି ବାଲି ମାଫିଆଙ୍କ ରାଜ୍ । ହାନି ହେଉଛି ରାଜସ୍ବ, ମାଲେମାଲେ ହେଉଛନ୍ତି ମାଫିଆ । ପ୍ରଶାସନର ନଜର ଆଢୁଆଳରେ ଚାଲିଛି ବାଲି ଚୋରି । ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ସୀମାରେ ଚାଲିଛି ଆନ୍ତଃରାଜ୍ୟ ବାଲି ଚୋରା ଚାଲାଣ । ଆଉ ଏଠି ପ୍ରଶାସନ ସାଜିଛି ନିଦା ବିଷ୍ଣୁ ।