କାଶ୍ମୀରରେ ଥମିବାକୁ ନାଁ ଧରୁନି ଆତଙ୍କବାଦୀଙ୍କ ଆକ୍ରମଣ । ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ।
ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶ ପରେ ପାକିସ୍ତାନ ପାର୍ଲାମେଣ୍ଟକୁ ଭାଙ୍ଗି ଦିଆଯାଇଛି। ମାତ୍ର ୩ ମାସ ପରେ ପାକିସ୍ତାନରେ ହେବ ସାନି ନିର୍ବାଚନ। ଏବେଠୁ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ କାଢିଲେଣି ଏହି ୩ ନେତା..
ପାଣି ମୁନ୍ଦାଏଁ ପାଇଁ ପୋଲିସ୍ ପାଖକୁ ଧାଇଁ ଆସିଲା ନୀରିହ ପଶୁ । ଭୟ ନଥିଲା, ନଜର କେବଳ ଥିଲା ପାଣି ବୋଟଲ ଉପରେ ।
ବୟସ ୭୪ ଏବଂ ନା ପଟାବି ରମନ । ଆଉ ଏହି ବ୍ୟକ୍ତିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। କାରଣ ପଟାବି ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପାସେଞ୍ଜର ଅଟୋ ଚଲାଇ ପରିବାର ପ୍ରତିପ୍ରତୋଷ କରୁଛନ୍ତି।
ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍ରେ ଅପରାଧୀ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍କାଉଣ୍ଟର ଭୟରେ ପୋଲିସ୍ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।
ଗଲ୍ଫ୍ରେଣ୍ଡ ଫୋନ୍ ନ ଉଠାଇବାରୁ ତାର ସାନ ଭାଇକୁ ମିଳିଲା ଦଣ୍ଡ । କାନପୁରରୁ ଆସିଛି ଏହି ଅଭାବନୀୟ ଘଟଣା । ଗଲ୍ଫ୍ରେଣ୍ଡ ଫୋନ୍ ନ ଉଠାଇବାରୁ ତାର ୯ ବର୍ଷର ସାନ ଭାଇକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ରେଭ୍ ପାର୍ଟି। ହଠାତ୍ ପହଞ୍ଚିଗଲା ପୋଲିସ୍। ଧରାପଡ଼ିଲେ ଭିଆଇପିଙ୍କ ପିଲାଙ୍କ ସମେତ ଅନେକ ଅଭିନେତା ଓ ରାଜନେତା। ଗତକାଲି ହାଇଦ୍ରାବାଦ ପୋଲିସ୍ ବଞ୍ଜାରା ହିଲ୍ସ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ୍ରେ ରେଡ୍ କରି ୧୪୨ ଜଣଙ୍କୁ ହେପାଜତକୁ ନେଇଥିଲା।
ପୁଣି ବଢ଼ିଲା ତେଲ ଦର । ଗତ ୧୪ ଦିନ ଭିତରେ ୧୨ ଥର ବଢ଼ିଲାଣି ତେଲ ଦର ଗତକାଲି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ୍ ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୬, ୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ବେଲଗାମ୍ ତୈଳ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର।
ଭାରତକୁ ପ୍ରଥମ ଥର ପାଇଁ ନିଆଁ ଲିଭା ରୋବୋଟ ଆସିଛି । ଯାହାକି ୟୁରୋପ ମହାଦେଶରେ ବେଶ୍ ସଫଳତା ପୂର୍ବକ ନିଆଁ ଲିଭା କାର୍ଯ୍ୟ ସମ୍ପାଦନ କରିଛି । ଏହାକୁ ଫାୟାର ଫାଇଟର ରୋବୋଟ ବୋଲି କୁହାଯାଉଛି ।
୧୦ ବର୍ଷ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ସାମଗ୍ରୀ ରପ୍ତାନି ପରିମାଣର ୧୨.୬ ବିଲିୟନ୍ ଡଲାର୍ ମୂଲ୍ୟ ପରିମାଣ ବା ପ୍ରାୟ ୯୧% ବୃଦ୍ଧି ପାଇଛି । ଚୁକ୍ତି ସ୍ୱାକ୍ଷରିତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।
ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି। ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି୪୭,୬୫୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୭, ୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ହୁ ହୁ ହୋଇ ବଢୁଛି ତୈଳଦର : ଜାଣନ୍ତୁ ଆଜିର ରେଟ୍ କେତେ?
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି।
ଗୁଇନ୍ଦା ରିପୋର୍ଟ ଅନୁସାରେ, ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ୍ କରି ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ଏଠାରେ କହିରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ମୌକା ଅପେକ୍ଷାରେ ରହିଛନ୍ତି ଆତଙ୍କୀ।
ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ପାଇଁ ମୋଦି ମନ୍ତ୍ର ଚାପମୁକ୍ତ ରୁହ,ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ । ନୂଆଦିଲ୍ଲୀର ତାଲକତୋରା ଷ୍ଟାଡିୟମରୁ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଦାନମନ୍ତ୍ରୀ
ମା’ ମାଟି ଉପରେ ପ୍ରଦୂଷଣ ପ୍ରହାର । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବା ବେଳେ ମୃତ୍ତିକା କ୍ଷୟ ମଧ୍ୟ ହେବାରେ ଲାଗିଛି । ଏବେ ଠାରୁ ସାବଧାନ ନହେଲେ ଆଗାମୀ ସମୟରେ ସ୍ଥିତି ଭୟଙ୍କର ହୋଇପାରେ ।
ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍ପିଜି ସିଲିଣ୍ଡର ଦାମ୍ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି।
ଅନ୍ଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କର ଚାପମୁକ୍ତ ହୋଇ ପରୀକ୍ଷା ଦିଅ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦିନେ କହିଥିଲେ ‘ଜନତାଙ୍କୁ ଏପରି ସରକାର ଦରକାର, ଯିଏ ୪୦ ଟଙ୍କାରେ ପେଟ୍ରୋଲ୍ ଓ ୩୦୦ ଟଙ୍କାରେ ରୋଷେୟୀ ଗ୍ୟାସ୍ ଯୋଗାଇ ଦେବ’। ଏକଥା ସାମ୍ବାଦିକ ମନେ ପକାଇ ଦେବାରୁ ଚିଇଁକି ଉଠିବେ ବାବା ରାମଦେବ। କହିଲେ...
ଆଜିଠୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଇପିଏଫ୍ ଆରମ୍ଭ କରି କ୍ରିପ୍ଟୋ କରେନ୍ସି, ମେଡିସିନ୍ ଏବଂ ହୋମ୍ଲୋନ୍ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆଜିଠାରୁ ଲାଗୁ ହେବ । ଜାଣନ୍ତୁ କଣ ସବୁ ପରିବର୍ତ୍ତନ ରହିଛି...
ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବେ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ । ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ମୋଦି । ଏହା ପଞ୍ଚମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ହେଉଛି ।