Advertisment

ବେକାକୁ ତୈଳ ଦର: ଜାଣନ୍ତୁ ଆଜି ବଢିଲା କେତେ?

ହୁ ହୁ ହୋଇ ବଢୁଛି ତୈଳଦର : ଜାଣନ୍ତୁ ଆଜିର ରେଟ୍‌ କେତେ?

author-image
Sarbeswar
ଅଦ୍ୟତନ ହୋଇଛି
undefined

oil price

ରାଜ୍ୟରେ ବେଲଗାମ୍‌ ତୈଳଦର। ଆଜି ପୁଣି ବଢିଛି ତୈଳ ଦର। ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ଲେଖାଏଁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧ ପାଇଛି। ସେହିପରି
ଚେନ୍ନାଇରେ ୭୬ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢ଼ିଲା।

Advertisment

କେମିତି ଜାଣିବେ ନୂଆ ତୈଳ ଦର

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।

Oil Price Hike
Advertisment
Advertisment