• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Special Story CM Mamata Banerjee
କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା; କେତେବେଳେ ବି ଭୁଶୁଡ଼ି ପଡିବ ମମତାଙ୍କ ସରକାର !

ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ଦିଦି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି । 

Bomb Threat
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ନାଗପୁରରେ କଲା ଜରୁରୀ ଅବତରଣ

ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି ।

CM Mamata Banerjee's Hot Seat in Danger
ଉପରେ ଦମ୍ଭ, ହେଲେ ଭିତରେ କାନ୍ଦୁଛନ୍ତି ଦିଦି

ଉପରେ ଦମ୍ଭ... ହେଲେ ଭିତରେ ଭିତରେ କାନ୍ଦୁଛନ୍ତି ଦିଦି । ଚୌକି ବଞ୍ଚାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଦିନ ଯେତିକି ଯେତିକି ଗଡ଼ୁଛି, ଦିଦିଙ୍କ ଅଡୁଆ ସେତିକି ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି, ଆଉ କୋଲକାତାରେ କାମକରୁନି ଦିଦିଙ୍କ ଫର୍ମୁଲା ।

LPG cylinders
ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

Justice in Crimes Against Women
'ଦେଶରେ ମହିଳା ଓ ଶିଶୁ ବିରୋଧୀ ଅପରାଧ ଚିନ୍ତାଜନକ'

ମହିଳା ବିରୋଧୀ ଅପରାଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ । ସୁପ୍ରିମକୋର୍ଟକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଉଦବେଗ ପ୍ରକାଶ କଲେ । ମହିଳା ବିରୋଧୀ ଅପରାଧର ତ୍ବରିତ ଶୁଣାଣି ଆବଶ୍ୟକ କହିଲେ ।

Andhra Pradesh
ଲଗାଣ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ; ୪ ଜଣଙ୍କ ମୃତ୍ୟୁ ସୂଚନା...

ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Gold Price Today
Gold Price Today 31st August 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Narendra Modi
ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ଭାଙ୍ଗିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ୍ ଦୁର୍ଗରେ ଥିଲା ପ୍ରତିମୂର୍ତ୍ତି ।

Mamata Banerjee
ମୋଦିଙ୍କୁ ପୁଣି ଚିଠି ଲେଖିଲେ ମମତା, ତେଜିଲା ରାଜନୀତି!! କଡା ନିଶାନା କଲା ବିଜେପି, କହିଲା...

ଦୁଷ୍କର୍ମ ଅପରାଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱିତୀୟ ଚିଠିକୁ ନେଇ ତେଜିଲା ରାଜନୀତି ।

NBF Delegation Met PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ NBF ପ୍ରତିନିଧି ମଣ୍ଡଳୀ

ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର (NBF) ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ।

Spy Camera In Ladies Hostel Bathroom
ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ କ୍ୟାମେରା, ଫଟୋ ଭିଡିଓ ବିକ୍ରି କରି ମାଲେମାଲ ଛାତ୍ର..!

ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଶହ ଶହ ଛାତ୍ରଛାତ୍ରୀ । ସେମାନଙ୍କ ପ୍ରତିବାଦ ଦେଖି ପୋଲିସ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି ।

Gujarat rain
ଗୁଜରାଟରେ ଜଳପ୍ରଳୟ ! ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି

ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା । 

  • Thursday, 29 August 2024
Kolkata Doctor Death Case
ଅଭୟାଙ୍କ ମୃତ୍ୟୁକୁ ଲୁଚାଇଥିଲା କି ଆରଜି କର୍ ମେଡିକାଲ୍?

୯ ତାରିଖ ଅର୍ଥାତ ମୃତଦେହ ମିଳିଥିବା ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରି ପରିବାରକୁ ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ।

  • Thursday, 29 August 2024
Student Suicide
ଚାଷୀ ଆତ୍ମହତ୍ୟାକୁ ବଳିଗଲା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-NCRBର ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।

  • Thursday, 29 August 2024
Kolkata Doctor Death Case
OTV ହାତରେ ଅଭୟାଙ୍କ ବାପା-ମାଆଙ୍କ EXCLUSIVE ଫୋନ୍ କଲ୍ ରେକର୍ଡ  

୯ ତାରିଖ ଦିନ RG କର୍ ମେଡିକାଲରୁ ଆସିଥିଲା ଫୋନ୍ । ଦିନ ପ୍ରାୟ ୧୧ଟା ବେଳେ ଫୋନ୍ କରିଥିଲେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ।

  • Thursday, 29 August 2024
Gujarat rain
ଗୁଜରାଟରେ ଜଳପ୍ରଳୟ; ୧୮ଜିଲ୍ଲା ପ୍ରଭାବିତ, ଗଲାଣି ୩୦ ଜୀବନ

୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ହଜାର ହଜାର ଲୋକ ଜଳବନ୍ଦୀ ।

Passport Seva Portal
ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ, ଜାଣନ୍ତୁ ପୁଣି କେବେ ହେବ କାର୍ଯ୍ୟକ୍ଷମ

ପାସପୋର୍ଟ ସେବା ପୋର୍ଟାଲ ୨୯ ଅଗଷ୍ଟ ୨୦୨୪ ଗୁରୁବାର ରାତି ୮ଟାରୁ ୨ ସେପ୍ଟେମ୍ବର ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ।

Student suicides: An epidemic sweeping India
ଡରାଇଲା ଏନସିଆର୍‌ବି ରିପୋର୍ଟ; ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।

floods
ଗୁଜରାଟ ବନ୍ୟା: ୨୯ ମୃତ

ଗୁଜରାଟ ବନ୍ୟା: ୨୯ ମୃତ। ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି। ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ, ୪୦ ହଜାର ସୁରକ୍ଷିତ ଉଦ୍ଧାର। ଦ୍ବାରିକା, ଆନନ୍ଦ, ବରୋଦା, ରାଜକୋଟ ଜିଲ୍ଲା ଅଧିକ ପ୍ରଭାବିତ। କାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ IMDର ଆଲର୍ଟ ।

  • Thursday, 29 August 2024
  • Floods
Flood
କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।

wolf that killed 8 people
ମାତିଛି ମଣିଷ ଖିଆ ଗଧିଆ, ଗଲାଣି ୮ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଗଲାଣି ୮ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ ଓ ୩ ଜଣ ମହିଳା ।

waterlogging
ବର୍ଷା ପରେ ଜଳପ୍ରଳୟ; ଦିଲ୍ଲୀର ହାଲ୍ ବେହାଲ୍‌, ଗୁଜରାଟରେ ସ୍ଥିତି କହିଲେ ନସରେ

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

gold
Gold Price Today 29th August 2024: ବଢିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି ବଢିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Pollution
ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !

ଦିଲ୍ଲୀରେ କ୍ରମାଗତ ବାୟୁ ପ୍ରଦୂଷଣ ଲାଗି ରହିଛି। ଯାହାଦ୍ୱାରା ସେଠିକାର ବାସିନ୍ଦାଙ୍କର ଆୟୁ ହ୍ରାସ ହେଉଛି । ବାୟୁ ପ୍ରଦୂଷଣ ପ୍ରାୟ ୧୨ ବର୍ଷ ଜୀବଳକାଳ ହ୍ରାସ ପାଇଛି।

MeToo
ପୁଣି ଆସିଲା #MeToo... ଜାଲରେ ପଡ଼ିବେ ଅନେକ ନିର୍ଦେଶକ-ପ୍ରଯୋଜକ

ବରିଷ୍ଠ ଅଭିନେତା ମୋହନଲାଲଙ୍କ ନେତୃତ୍ୱରେ ଏହି ସଂଗଠନ କାର୍ଯ୍ୟ କରୁଥିଲା। ସଂଗଠନର କିଛି କଳାକାରଙ୍କ ନାଁରେ ଏଭଳି ଅଭିଯୋଗ ପରେ, ମୋହନଲାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

  • Wednesday, 28 August 2024
  • Me Too