କୋର୍ଟ କହିଛନ୍ତି ଏଏସ୍ଆଇ ମସ୍ଜିଦ୍ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ ।
କମ୍ପାନୀ ପକ୍ଷରୁ Bullet 350କୁ ସଂପୂର୍ଣ୍ଣ ନୂଆ ଶୈଳୀରେ ବଜାରକୁ ଛଡ଼ାଯିବ ବୋଲି କୁହାଯାଇଛି । କମ୍ପାନୀ ଏହି ବୁଲେଟ୍କୁ ନେଇ ଏକ ଟିଜର ମଧ୍ୟ ପ୍ରକାଶ କରିଛି ।
କ୍ରାଇମ୍ ଶୋ’ ‘କ୍ରାଇମ୍ ପାଟ୍ରୋଲ’ର ଏପିସୋଡ୍ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍ ପଚରାଉଚରା କରିଥିଲା।
ଗାଡ଼ିରେ ପୋଲିସ ଲେଖିବା ଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଜଣେ ସାଧାରଣ ଝିଅ ନୁହେଁ, ବରଂ ଜଣେ ଅଭିନେତ୍ରୀଙ୍କ ସହ ଏପରି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଯେଉଁଠି ତାଙ୍କ ସହ ଜଣେ ଯୁବକ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି ।
ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।
ଏମିତି ଏକ ମଜାଦାର ତଥା ସଚେତନତା ମୂଳକ ଭିଡିଓ ପୁଣି ଭାଇରାଲ କରିଛି ଦିଲ୍ଲୀ ପୋଲିସ ।
ମଣିପୁର ଲଜ୍ଜାକୁ ନେଇ ସଂସଦରୁ ସଡ଼କ ଯାଏଁ ଝଡ଼ । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ମୃତକ ଯୁବକଙ୍କ ବୟସ ୨୪ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାଁ ସକ୍ଷମ ପୃଥି ବୋଲି ସୂଚନା ରହିଛି ।
ସାମାନ୍ୟ ଟଏଲେଟ୍ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।
ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
ଭାରତ ସରକାରଙ୍କ ନାଁରେ ଏଭଳି ମେସେଜ୍ କରି ଲୋକଙ୍କୁ ଠକିବାର ଯୋଜନା ମଧ୍ୟ ହୋଇପାରେ ।
ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।
କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।
ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।
୨୧ ନୂଆ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା...ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସରକାରଙ୍କ ଅପିଲ...ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ...
ଟମାଟୋ ମୂଲ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଏହି ଅଟୋ ଡ୍ରାଇଭରଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।
ହୀରା ବ୍ୟବସାୟର ପ୍ରମୁଖ କେନ୍ଦ୍ର, ୱାନ୍ ଷ୍ଟପ୍ ଡେଷ୍ଟିନେସନ୍। ବିଲଡିଂର ନାଁ ରଖାଯାଇଛି ଡାଇମଣ୍ଡ ବୋର୍ସ। ପ୍ରାୟ ୩ହଜାର କୋଟି ଟଙ୍କାରେ ନିର୍ମିତ ଏହି କମ୍ପ୍ଲେକ୍ସ ଆସନ୍ତା ନଭେମ୍ବର ୨୧ ତାରିଖରୁ କାର୍ଯ୍ୟକ୍ଷମ ହେବ।
ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।
ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା।
ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।
କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।