• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Allopathy Medicine
ସାପ୍ତାହିକ ହାଟରେ ମିଳୁଛି ଏଲୋପାଥି ମେଡିସିନ୍, ପରିବା ଭଳି ହେଉଛି ବିକ୍ରି...

ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।

  • Friday, 02 June 2023
Ramayan Utsav
ଶରୀର ସାରା ରାମଙ୍କ ନାଁ... ଦେଖନ୍ତୁ ଭିଡିଓ

ବିଶ୍ୱରେ ଶାନ୍ତି ଓ ମୈତ୍ରୀର ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।

Female Passenger Of Mumbai-Kolkata Flight Gives Bomb Threat
ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ହାଇଡ୍ରାମା: କହିଲେ- ମୋ ଲଗେଜ୍‌ ଭିତରେ ବୋମା ଅଛି

ତତ୍‌କ୍ଷଣାତ୍‌ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।

man kills wife after she refuses to have sex
ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା।

Indian Coast Guard divers retrieve smuggled gold from bottom of sea in Gulf of Mannar
ମାନିବାକୁ ପଡ଼ିବ ଏମାନଙ୍କ ବୁଦ୍ଧି ! ସମୁଦ୍ର ଦେଇ ୨୦ କୋଟିର ସୁନା ଚୋରା ଚାଲାଣ କରୁଥିଲେ, ଧରାପଡ଼ିଗଲେ...

ସମୁଦ୍ର ପଥରେ ଶ୍ରୀଲଙ୍କାରୁ ଭାରତକୁ ସୁନା ଚୋରା ଚାଲାଣର ମହାଖୁଲାସା ହୋଇଛି। ମାଛଧରା ଡଙ୍ଗାରୁ ୩୨ କେଜି ୬ ଶହ ଗ୍ରାମର ସୁନା ମିଳିଛି।

ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି
ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି

ଗ୍ରାହକଙ୍କ ଲାଗି ବଡ଼ ଖବର : ଆଜିଠୁ ସମସ୍ତଙ୍କ ଘରକୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବେ ସରକାର । ଜାଣନ୍ତୁ କେଉଁ ସରକାର ଘୋଷଣା କଲେ ଏମିତି ଯୋଜନା

Gujarat MLA Hira Solanki
ବିଧାୟକ ହେବତ ଏମିତି ! ସମୁଦ୍ରକୁ ଡେଇଁ ବଞ୍ଚାଇଲେ ୩ ଯୁବକଙ୍କ ଜୀବନ

ମୁଦ୍ର ଭିତରେ ୩ଜଣ ଫସିରହି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ଏହି ସମୟରେ ବିଧାୟକ ଜଣକ ସମୁଦ୍ର ଭିତରକୁ ଡେଇଁବା ସହ ଯୁବକମାନଙ୍କ ଜୀବନ ବଞ୍ଚାଇଥିଲେ ।

Amit Shah
ଦଙ୍ଗାକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ କଡ଼ା ଚେତାବନୀ, ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କର

ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।

 Surya Kiran trainer aircraft
ବାୟୁସେନାର ସୂର୍ଯ୍ୟକିରଣ ବିମାନ କ୍ରାସ୍‌, ଭିତରେ ଥିଲେ ଦୁଇ ପାଇଲଟ୍‌

କ୍ରାସ୍‌ ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା । ଫଳରେ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।

iQOO CGO
ଆପଣ ଅନଲାଇନ୍‌ରେ ଗେମ୍‌ ଖେଳନ୍ତି କି ? ଏହି କମ୍ପାନୀ ଦେବ ୧୦ ଲକ୍ଷ . . .

ଗେମ୍‌ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍‌. . .କ’ଣ କରିବାକୁ ପଡ଼ିବ ?

Saas bahu fights erupt in Karnataka over govt Rs 2,000 monthly scheme
ଶାଶୁ-ବୋହୂଙ୍କ ମଧ୍ୟରେ କଳି ଲଗାଇ ଦେଲା ସରକାରଙ୍କ ଯୋଜନା ! ମାସକୁ କିଏ ନେବେ ୨ ହଜାର ?

ସରକାର ସିନା ସ୍କିମ୍‌ ଘୋଷଣା କରିଦେଲେ ହେଲେ ଏବେ ୨ ହଜାର ଟଙ୍କା ପାଇଁ ଘରେ ମହାଭାରତ। ଘରର ମୁଖିଆ ଭାବେ ଶାଶୁଙ୍କୁ ୨ ହଜାର ଟଙ୍କା ମିଳିବା ଜାଣି ବୋହୂମାନେ ଝଗଡ଼ା ଆରମ୍ଭ କରି ଦେଇଛନ୍ତି।

  • Thursday, 01 June 2023
Gold Price Today
Gold Price Today 1st June 2023: ଚାଲିଛି ବିବାହ ଋତୁ, ଜାଣନ୍ତୁ ଆଜି କେତେ ରହିଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।

Woman sets daughter on fire and kills self in chennai
ଝିଅ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ମହିଳା

 ଝିଅ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ମହିଳା। ସ୍ୱାମୀ ଓ ପୁଅ ବାହାରକୁ ଯିବାପରେ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିଲେ। 

  • Thursday, 01 June 2023
LPG cylinder price 19 kg cylinder rate cut by Rs 83.5
ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର ! ଆହୁରି ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ପୁଣି ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର। କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି।

  • Thursday, 01 June 2023
OTT Platform
OTT ପ୍ଲାଟଫର୍ମରେ ତମାଖୁ ବର୍ଜନ ଚେତାବନୀ ବାଧ୍ୟତାମୂଳକ, ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

OTT ପ୍ଲାଟଫର୍ମରେ ତମାଖୁ ବିର୍ଜନ ଚେତାବନୀ ପାଇଁ ନୂତନ ନିୟମାବଳୀ ଜାରି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ନିୟମାବଳୀ ଜାରି ହୋଇଛି ।

ମରିଗଲା ନରରାକ୍ଷାସ !
ମରିଗଲା ନରରାକ୍ଷସ ! ମହିଳାଙ୍କୁ ମାରି ପିଉଥିଲା ରକ୍ତ, ଖାଉଥିଲା ମାଂସ

ମନସ୍ତତ୍ୱବିତ ଓ ସ୍ନାୟୁ ରୋଗ ବିଭାଗ ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା' ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।

Free Electricity
ଏହି ରାଜ୍ୟରେ ଘର ପିଛା ମିଳିବ ୧୦୦ ୟୁନିଟ୍‌ ମାଗଣା ବିଜୁଳି, ଜାଣନ୍ତୁ...

ଜୁନ୍‌ ୧ ରୁ ଘର ପିଛା ଶହେ ୟୁନିଟ୍‌ ଏବଂ ଚାଷୀଙ୍କୁ ୨ ହଜାର ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି ।

Medical Colleges
ଦେଶର ୪୦ ମେଡିକାଲ କଲେଜର ମାନ୍ୟତା ରଦ୍ଦ, ୧୫୦ କଲେଜ୍‌ ଉପରେ ଝୁଲୁଛି ଖଣ୍ଡା

ମେଡିକାଲ୍‌ କଲେଜରେ ତ୍ରୁଟି ଦେଖିବାକୁ ମିଳିଲେ ତ୍ରାହି ନାହିଁ . . .ମାନ୍ୟତା ରଦ୍ଦ କରୁଛନ୍ତି ସରକାର . .

Man stabs daughter 25 times in Surat
ଏମିତି ରାଗ ! ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା

ସାମାନ୍ୟ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ପରେ ଝିଅକୁ ୨୫ ଥର ଛୁରୀ ଭୁସି ହତ୍ୟା କଲା ବାପା। ଆଉ ଆହତ ଅବସ୍ଥାରେ ସ୍ତ୍ରୀକୁ ସେମିତି ଛାଡ଼ି ଦେଇ ପଳାଇଲା।

Rahul Gandhi
ବିଦେଶ ମାଟିରେ ଭାରତକୁ ଅପମାନ ! ନୂଆ ସଂସଦ ଭବନ ଓ ସେଙ୍ଗୋଲକୁ ଡ୍ରାମା କହିଲେ ରାହୁଲ

ବୋଲ ମାନୁନି ରାହୁଲ ଗାନ୍ଧୀଙ୍କ ତୁଣ୍ଡ . . ନିଜ ଦେଶକୁ ପୁଣି ବିଦେଶ ମାଟିରେ ବଦନାମ କରିଛନ୍ତି ପୂର୍ବତନ ସାଂସଦ

accident
ଗଛରେ ଧକ୍କା ହେବା ପରେ କାର୍‌ରେ ଲାଗିଲା ନିଆଁ, ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ବାହାଘରରେ ଯୋଗଦେଇ ଘରକୁ ଫେରୁଥିଲେ ଗୋଟିଏ ପରିବାରର ଚାରି ଜଣ । କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ . . .ହେଲେ କିଏ ଜାଣିଥିଲା ନିଷ୍ଠୁର ମୃତ୍ୟୁର ଦୂତ ସାମ୍ନାରେ ବାଟ ଓଗାଳିବ . .

Man Seen Doing Push-Ups On Top Of Moving Car In Gurugram
ନା ଜୀବନକୁ ଡର, ନା କାହାକୁ ଭୟ...ଚଳନ୍ତା କାର୍‌ର ଛାତ ଉପରେ ପୁଶ୍‌-ଅପ୍‌ ମାରିଲେ ଯୁବକ

ଚଳନ୍ତା କାର୍‌ର ଛାତ ଉପରେ ପୁଶ୍‌-ଅପ୍‌ ମାରିଲେ ଯୁବକ। ଖାଲି ଏତିକି ନୁହେଁ ଆଉ କିଛି ଯୁବକ ମଦ ପିଇବା ସହ ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

'Obvious future leader'
‘ଧୋନିଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ରାଜନୀତିକୁ ଆସିବା ଉଚିତ୍‌’

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ ।

ChatGPT, electronic devices used to cheat in TSPSC exams
ହାଇପ୍ରୋଫାଇଲ ଟେକ୍‌ନିକ୍‌: ହଲ୍‌ରେ ପରୀକ୍ଷାର୍ଥୀଙ୍କୁ ଦେଉଥିଲେ ସିଧା ଉତ୍ତର

ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ପରୀକ୍ଷାର୍ଥୀଙ୍କ କାନରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷାର୍ଥୀଙ୍କ କାନର କେନାଲରେ ଛୋଟ ବ୍ଲୁ-ଟୁଥ୍ ରଖାଯାଇଥିଲା।

  • Tuesday, 30 May 2023
Electric Scooters To Get Expensive From June 1
ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଉପରୁ କମିବ ସବସିଡି ! ଜୁନ୍‌-୧ରୁ ମହଙ୍ଗା ହୋଇପାରେ ଇ-ସ୍କୁଟର

ଇଲେକ୍ଟ୍ରିକ୍‌ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।