• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Another A Big Train Accident Averted In Madhya Pradesh
୧୨୦ କି.ମି. ବେଗରେ ଯାତ୍ରା କରୁଥିଲା ଟ୍ରେନ୍‌, ଟ୍ରାକ୍‌ରୁ ଲକ୍‌ କାଢ଼ିଦେଲେ ଦୁର୍ବୃତ୍ତ...

ଲୋକୋ ପାଇଲଟ୍‌ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍‌ୱେ ଟ୍ରାକ୍‌ର ୧୫୮ ଲକ୍‌ କାଢ଼ି ଦେଇଥିଲେ।

Man Slits Girlfriend Throat In Moving Autorickshaw
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।

Bhopal youth held on a leash, ordered to bark like a dog
ଅମାନବୀୟ ! ବିଚ୍‌ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇଦେଲେ, କୁକୁର ପରି ଭୁକିବାକୁ କହିଲେ

'ମୁଁ କୁକୁର...' କୁକୁରଙ୍କ ପରି ଭୋ ଭୋ ଭୁକିବାକୁ ଆରମ୍ଭ କରିଥିଲେ ପୀଡିତ। 'ଭାଇ, ସରି ଭାଇ..' ବୋଲି କହୁଥିଲେ ବି କେହି ଶୁଣିନଥିଲେ।

  • Monday, 19 June 2023
Indigo Airlines
୫ ଶହ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି।

pm mudra yojana 2023
ନୂଆ ବ୍ୟବସାୟ ଆରମ୍ଭ କଲେ ସରକାର ଦେବେ ୧୦ ଲକ୍ଷ !

ଭାରତ ସରକାରଙ୍କ ଏହି ଯୋଜନାର ନାଁ ହେଉଛି ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅଧିକ ତଥ୍ୟ...

  • Monday, 19 June 2023
Geeta Press
ଗୀତା ପ୍ରେସ୍‌ର ବଡ଼ ନିଷ୍ପତ୍ତି, କେନ୍ଦ୍ର ସରକାରଙ୍କ ସମ୍ମାନ ସ୍ୱୀକାର କରିବୁ କିନ୍ତୁ ପୁରସ୍କାର ରାଶି ନୁହେଁ...

ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି ଯେ ଗୀତା ପ୍ରେସ କେବେ କୌଣସି ପ୍ରକାର ପୁରସ୍କାର ଗ୍ରହଣ କରିନାହିଁ । କିନ୍ତୁ ଏଥର ପରମ୍ପରାକୁ ଭାଙ୍ଗି କେବଳ ସମ୍ମାନ ଗ୍ରହଣ କରିବ ।

  • Monday, 19 June 2023
IPS officer Ravi Sinha
RAW ର ନୂଆ ମୁଖ୍ୟ ହେଲେ IPS ରବି ସିହ୍ନା

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ।

Lootera Arrest
ସାଢ଼େ ୮ କୋଟି ଲୁଟେରାକୁ ଧରାଇ ଦେଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’

ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘କୋଲ୍ଡ ଡ୍ରିଙ୍କସ୍’ ।

Fake doctor
ନକଲି ଡାକ୍ତରଙ୍କ କାରନାମା; ଚେକ୍‌ଅପ୍‌ ନାଁରେ ମହିଳାଙ୍କୁ କରୁଥିଲେ ଦୁର୍ବ୍ୟବହାର

ମୁମ୍ବାଇର ସୁବୁରବନ୍‌ ଗୋବନ୍ଦୀ ଅଞ୍ଚଳରେ ଥିବା ଗୋଟାଏ ଘରୋଇ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତର ସାଜି ଜଣେ ମହିଳାଙ୍କ ସହିତ ଅସଦାଚରଣ କରୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି ।

Couple Killed By Family Bodies Found In River
ହତ୍ୟା କରି ପ୍ରେମୀ ଯୁଗଳଙ୍କୁ ପଥରରେ ବାନ୍ଧିଲେ, ପରେ କୁମ୍ଭୀର ମୁହଁକୁ ଫିଙ୍ଗିଦେଲେ...

୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।

Bodies of three missing children found inside car in maharashtra
ହଠାତ୍‌ ନିଖୋଜ ହୋଇଗଲେ, ପରେ ବନ୍ଦ କାର୍‌ରୁ ମିଳିଳା ୩ ଶିଶୁଙ୍କ ଶବ

ବନ୍ଦ କାର୍‌ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘରଠୁ ୫୦ ମିଟର ଦୂରରେ କାର୍‌ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା।

Severe Heat
ୟୁପିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ! ୭୨ ଘଣ୍ଟା ମଧ୍ୟରେ ୫୪ ମୃତ

ଉତ୍ତର ପ୍ରଦେଶ ବଲିଆ ଅଞ୍ଚଳରେ ଦୁଃଖଦ ଘଟଣା

  • Sunday, 18 June 2023
short dresses banned in temple
ଛୋଟ ବସ୍ତ୍ର ପିନ୍ଧି ମନ୍ଦିର ପ୍ରବେଶ ମନା

ସାଇନବୋର୍ଡରେ ସଫା ସଫା ଲେଖାଯାଇଛି, ପୁରୁଷ ହୁଅନ୍ତୁ କି ମହିଳା ମନ୍ଦିରକୁ ମର୍ଯ୍ୟାଦାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବା ପାଇଁ।

Bus Driver Falls Asleep At Bengaluru Airport 10 Injured
ଶୋଇ ପଡ଼ିଲେ ଡ୍ରାଇଭର ! ବିମାନବନ୍ଦରର ପିଲର୍‌ରେ ସିଧା ଯାଇ ପିଟି ହେଲା ବସ୍‌...

ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍‌ରେ ପିଟି ହେଲା ବସ୍‌। ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି।

27 die due to heatwave in Bihar
୪୦ ଡିଗ୍ରୀ ଉପରେ ତାପମାତ୍ରା, ପ୍ରବଳ ଗରମରେ ଚାଲିଗଲା ୨୭ ଜୀବନ

ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

PM Modi's Mann Ki Baat
Mann Ki Baat: ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଲେ ପ୍ରଧାନମନ୍ତ୍ରୀ ମୋଦି

ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

2 women shot dead by unidentified assailants in delhi
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ମହିଳାଙ୍କୁ ଗୁଳି କରି ହତ୍ୟା...

ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। 

Love Story
ପ୍ରେମ ପାଇଁ ଦରିଆ ପାର୍‌ କରିଥିଲେ ନାବାଳିକା; ପ୍ରେମିକ କଥା ହେଲାନି ବୋଲି..

ପ୍ରେମରେ ପାଗଳ ନାବାଳିକା ପ୍ରେମିକା । ବୟଫ୍ରେଣ୍ତକୁ ଦେଖା କରିବା ପାଇଁ ସାତ ଶହ କିମି ପାର୍‌ କଲା ପ୍ରେମିକା । ତଥାପି ମିଳିଲାନି ପ୍ରେମିକର ଦେଖା । ରାଗରେ ନିଜ ହାତ କାଟିବାକୁ ପଛାଇଲାନି ପ୍ରେମିକା । ହାତ କାଟି ଥାନାରେ ପହଞ୍ଚିଲା ନାବାଳିକା । 

Medical Negligence
ହସ୍ପିଟାଲରେ ନାହିଁ ହ୍ୱିଲଚେୟାର, ପୁଅକୁ ସ୍କୁଟରରେ ବସାଇ ୩ମହଲା ଉପରକୁ ନେଇଗଲେ ଓକିଲ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ହସ୍ପିଟାଲ ଭିତରେ ସ୍କୁଟର...ହ୍ୱିଲ ଚେୟାର ନମିଳିବାରୁ ସ୍କୁଟରରେ ହସ୍ପିଟାଲର ୩ ମହଲା ଉପରକୁ ଗଲେ ରୋଗୀ ।

Parents asleep 5-yr-old falls from 8 floors to death in Noida
ନିଦରେ ଶୋଇଥିଲେ ବାପାମା’, ସେପଟେ ୮ ମହଲାରୁ ଖସିପଡ଼ି ଛୁଆର ଚାଲିଗଲା ଜୀବନ...

୮ ମହଲାର ବାଲ୍‌କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।

  • Saturday, 17 June 2023
Food Delivery Agent Thrashed Over Girl False Complaint In Bengaluru
‘ଫୁଡ୍‌ ଡେଲିଭରି ବୟ ମୋତେ ଛାତ ଉପରକୁ ନେଇଗଲେ, ତା’ପରେ...’ ଏମିତି ଅଭିଯୋଗ ଆଣିଲା ନାବାଳିକା

ଜଣେ ୮ ବର୍ଷୀୟା ଝିଅ ଡେଲିଭରି ବୟଙ୍କ ବିରୋଧରେ ଅପହରଣ ଉଦ୍ୟମ ଓ ଜବରଦସ୍ତି ଛାତ ଉପର ନେବା ନେଇ ଅଭିଯୋଗ କରିଥିଲେ। ଏହାପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଥିଲା।

  • Saturday, 17 June 2023
Conman Sukesh Chandra Sekhar
‘ମୁଁ ଦାୟିତ୍ୱବାନ୍-ସୁନାଗରିକ, ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ୧୦ କୋଟି ଦେବି’

ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

Modi Yoga Tips
ମୋଦିଙ୍କ ବାର୍ତ୍ତା, ସାରା ବିଶ୍ୱକୁ ଏକାଠି କରିବ ଯୋଗ

ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।

Aadhaar-Ration card linkage
ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍‌ ସମୟସୀମା; ଜାଣନ୍ତୁ ଶେଷ ତାରିଖ

ଆଧାରକୁ ରାସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା ।

In love with brother-in-law, UP woman kills husband, buries his body in toilet pit; arrested
ସ୍ୱାମୀ ଜାଣିଦେଲା ସାନ ଭାଇ ସହ ସ୍ତ୍ରୀର ପ୍ରେମ ସମ୍ପର୍କ ! ତାପରେ...

ସ୍ୱାମୀଙ୍କ ସାନ ଭାଇ ସୁହେଲ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଊଭୟଙ୍କୁ ଗୁରୁବାର ଗିରଫ କରାଯାଇଛି ।