କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।
କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ
ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା
ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ
ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ
ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍ ହେଉଛି Whatsapp । ଏହି ପ୍ଲାଟଫର୍ମକୁ ୨ଶହ କୋଟି ଲୋକ ପ୍ରତିଦିନ ବ୍ୟବହାର କରିଥା’ନ୍ତି ।
ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।
ଭାଇ ନବୀନ ଓ ପ୍ରେମ ପଟ୍ଟନାୟକଙ୍କ ସହ ସମ୍ପର୍କୀୟ ସାମିଲ । ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ବିଭିନ୍ନ ଦଳର ନେତା ଓ ବ୍ୟକ୍ତି ।
ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।
୯୬ ବର୍ଷ ପୁରୁଣା ବୟୋବୃଦ୍ଧ ସଂସଦ ଭବନ... ସରକାର ଗଢ଼ିଛି, ସରକାର ଭାଙ୍ଗିଛି... ଆଇନ ବନିଛି, ଇତିହାସ ବଦଳିଛି... ସ୍ୱାଧୀନତା ସଂଗ୍ରାମଠୁ ସମ୍ବିଧାନ ପ୍ରଣୟନ... ଆନ୍ଦୋଳନଠୁ ଆତଙ୍କୀ ଆକ୍ରମଣ... ଆସନ୍ତାକାଲି ଇତିହାସ ପାଲଟିବାକୁ ଯାଉଛି ଅଗଣିତ ଐତିହାସିକ ଘଟଣାର ଏହି ମୁକସାକ୍ଷୀ ।
ସଂସଦର ସ୍ୱତନ୍ତ୍ର ଅଧିବେଶନ..ଲୋକସଭାରେ ଆଲୋଚନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି..ଦେଶର ୭୫ ବର୍ଷର ସଂସଦୀୟ ଇତିହାସର ଯାତ୍ରା ଉପରେ ଆଲୋଚନା
ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ତା’ର ଗ୍ରାହକଙ୍କୁ ଚକୋଲେଟ୍ ଦେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଯେଉଁ ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ଚକେଲେଟ୍ ପଠାଇବ ବ୍ୟାଙ୍କ !
କମାର ହୁଅନ୍ତୁ କି କୁମ୍ଭାର... ରାଜମିସ୍ତ୍ରୀ ଅବା ବୁଣାକାର । ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ, ଦେଶର କୌଳିକ ଶିଳ୍ପୀ ଓ କାରିଗର ସମାଜକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କ’ଣ ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍ ଜଣାଇଦେବ ଆପଣଙ୍କ ବନ୍ଧୁଙ୍କ ମିଛ ? ଆପଣ ଘରେ ରହି ସ୍ମାର୍ଟଫୋନ୍ ଜାରିଆରେ ଜାଣିପାରିବେ ଆପଣଙ୍କ ବନ୍ଧୁ କେଉଁଠି ଅଛନ୍ତି ।
ପୁରୀର ଟାହିଆ କାରିଗର ବସନ୍ତ ରଣା ସମ୍ମାନିତ
ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ..ମୋଦି କହିଲେ କୃଷି ହେଉ କି ଦରଜୀ ହେଉ ସବୁଠି ଏମାନଙ୍କର ଭୂମିକା.ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ
ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।
ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।
ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ
ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।
ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।