ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ସେଲିବ୍ରିଟି । ଇଡି ସ୍କାନରରେ ଜଣକ ପରେ ଜଣେ ବଲିଉଡ୍ ଷ୍ଟାର । ରଣବୀର ସିଂ, କପିଲ ଶର୍ମା ଓ ହୁମା କ୍ୟୁରେସିଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ସମନ। ଯେ କୌଣସି ମୁହୂର୍ତ୍ତରେ କାହାରିକୁ ବି ଆସିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଡକରା ।
ଚିତ୍ତରଂଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା ।
ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ଏତେ ବଡ଼ ଓ ଭୟଙ୍କର ସ୍ଥିତି ପାଇଁ ଦାୟୀ କିଏ ?
ଆମର ଟାର୍ଗେଟ୍ ୪୦ ଥର ଗୁଳି ମାରିବା । ଏବେ ଥରେ ମାରିଛୁ । ଆହୁରି ୩୯ ଥର ମାରିବୁ । ଏମିତି କହି ଏକ ଭିଡିଓ ପୋଷ୍ଟ କରିଥିଲେ ଦୁଇ ବାଳକ ।
ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ଏହି କମ୍ପାନି ଜରିଆରେ କୋଟି କୋଟି ଟଙ୍କା ହୱାଲା ମାଧ୍ୟମରେ ଏହି ଷ୍ଟାର୍ ମାନଙ୍କୁ ଦିଆଯାଇଥିବା ଅଭିଯୋଗ ରହିଛି ।
ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।
ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ପ୍ରଳୟଙ୍କରୀ ବନ୍ୟାରେ ୧୪ ମୃତ, ଶତାଧିକ ନିଖୋଜ । ଚୌଦ୍ୱାରର ନବଦଂପତିଙ୍କ ସମେତ ଫସିଛନ୍ତି ୩ ହଜାର ପର୍ଯ୍ୟଟକ ।
ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।
ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ED କରିଥିଲା ଆବେଦନ ।
ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।
ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ସାତ ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ ।
ଜଣେ ହେଡ୍ କନଷ୍ଟେବଲ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ୍କର୍ମୀଙ୍କ ଘରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି।
ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।
ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଥିବେ ସେମାନେ ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ BELର ଅଫିସିଆଲ୍ ୱେବସାଇଟ୍ bel-india.in ମାଧ୍ୟମରେ ଆବେଦନ କରିପାରିବେ ।
ସିକ୍କିମରେ ଭୟଙ୍କର ବନ୍ୟା। ଦୁଇ ଦିନ ପୂର୍ବେ ଭାସି ଯାଇଥିବା ସେନାର କିଛି ଟ୍ରକ୍ର ଦୃଶ୍ୟ। ବଡ଼ ବଡ଼ ଓ ବିଶାଳ ଟ୍ରକ୍ ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି।
ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ ।
ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।
ଯବାନ ମାନେ ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ ।
ଏବେବି ସ୍ଥଳସେନା ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି ।
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି।
ପୂର୍ବରୁ ସିଲିଣ୍ଡର ପିଛା ସବସିଡି ୨୦୦ ଟଙ୍କା ଘୋଷଣା ହୋଇଥିଲା ।ଏଥିରେ ଆହୁରି ୧୦୦ ଟଙ୍କା ବଢ଼ାଇ ସବସିଡି ଏଣିକି ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।