ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳର ଉଦ୍ଧାର କାର୍ଯ୍ୟର କରିବେ ଅନୁଧ୍ୟାନ । ରିଲିଫ୍ କ୍ୟାମ୍ପ୍ ଓ ହସ୍ପିଟାଲରେ ମୃତାହତଙ୍କ ପରିବାରକୁ ଭେଟିବେ ।
ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୫ ବ୍ରୋଞ୍ଜ, ଗୋଟିଏ ସିଲଭର । ଅମନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
କଥା କଟାକଟି ହେଲେ ଜୟା ବଚ୍ଚନ ଓ ଉପରାଷ୍ଟ୍ରପତି । ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ ।
ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି।
ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକରେ ମେଡାଲ । ପାକିସ୍ତାନର ଅର୍ସଦ ନଦୀମ ଜିତିଲେ ସ୍ବର୍ଣ୍ଣପଦକ ।
‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ । ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।
ମାଟି ଅତଡ଼ା ତଳୁ ଦୁଇଟି କୁନି ମାଙ୍କଡ଼ ଉଦ୍ଧାର ହୋଇଛନ୍ତି । ପାଖରେ ମା’ ନାହିଁ, ବଞ୍ଚିବାକୁ ସାହାରା ବି ନାହିଁ, ହେଲେ ଭଗବାନ ବଞ୍ଚାଇ ଦେଇଛନ୍ତି ।
ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।
ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।
ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର।
ପୁନର୍ବିଚାର ପାଇଁ UWWରେ IOAର ଅପିଲ୍ । ସଂସଦରେ ବି ଉଠିଲା ଭିନେଶ ଅଯୋଗ୍ୟ ପ୍ରସଙ୍ଗ ।
ଯଦି ପାରୁଛ ଗୋଟିଏ ଦିନ ଆସି ଏଠାରେ ବସ । ଜାଣିବ କେମିତି ରହୁଛି ଏଠି ଚାପ । ଏମିତି କହି ଶୁଣାଣି ବେଳେ ରାଗି ଗଲେ ସିଜେଆଇ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ।
ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।
ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।
ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।
ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।
ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।
ପ୍ରାୟ ୧୯ ହଜାର ପ୍ରବାସୀ ଭାରତୀୟ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯ ହଜାର ଛାତ୍ରଛାତ୍ରୀ।
ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।
ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।
ନୂଆ ବ୍ରଡକାଷ୍ଟ ବିଲକୁ ନେଇ ବିବାଦ । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟ ବିଲ୍ ୨୦୨୪ ।
ଦେଖୁଛନ୍ତି ତ, ନା ହାତରେ ଗ୍ଲୋବସ୍ ଅଛି... ନା ମନରେ ଭୟ । କେମିତି ଅତି ସାହସର ସହ ସାପ ଧରୁଛନ୍ତି ଏ ମହିଳା ଜଣକ । ଆପଣ ଏ ମହିଳାଙ୍କୁ ଦେଖି ନିଶ୍ଚୟ ସାପ ଧରାଳି ବୋଲି ଭାବୁଥିବେ । ହେଲେ ନାଇଁ, ଏ ମହିଳା ଜଣକ ସାପ ଧରାଳି ନୁହଁନ୍ତି ।
ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।