Advertisment

ମିଳୁନି ଅନେକଙ୍କ ପରିଚୟ, ଅଜଣା ମୃତଦେହର ସମୂହ ସତ୍କାର

ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।

author-image
Satyendu Shekher Mishra

ଈଶ୍ୱରଙ୍କ ଦେଶ କୁହାଯାଉଥିବା କେରଳର ୱାୟନାଡ୍ ମାଟି । ଦିନେ ଶୋଭା ପାଉଥିଲା ସବୁଜ ବନାନୀ ଓ ସୁଦୃଶ୍ୟ ପାହାଡ଼ ସହ ପ୍ରକୃତିର ଶୋଭାରାଜି । ହେଲେ ସେହି ପ୍ରକୃତିର ତାଣ୍ଡବରେ ଶବ ପାଲଟିଗଲା ମଣିଷ । କାନ୍ଦୁଛି କେରଳ ମାଟି । ଯାହାଙ୍କ ମୃତଦେହ ଚିହ୍ନଟ ହୋଇପାରିଲା, କିଛି ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଗଲା। ଆଉ ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।

Advertisment
Advertisment
Advertisment