• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

AAP
କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରଭେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରଭେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି। ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ।

କେଜରିୱାଲଙ୍କୁ ପାଣି ପିଆଇଦେଇଥିବା କିଏ ଏହି ପରଭେଶ ବର୍ମା ?
Who is Parvesh Sahib Singh Verma: କେଜରିୱାଲଙ୍କୁ ପାଣି ପିଆଇଦେଇଥିବା କିଏ ଏହି ପରଭେଶ ବର୍ମା ?

ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପାଣି ପିଆଇଦେଇଥିବା ବିଜେପିର ଜିଆଣ୍ଟ କିଲର। କିଏ ଏହି ପରଭେଶ ବର୍ମା ?

  • Saturday, 08 February 2025
Prime Minister Narendra Modi
Prime Minister Narendra Modi: ଆପକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ମା‘ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ବ ଆଜି ବିପଦରେ । ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍‌ଦା ସରକାର । ହରିୟାଣା ଲୋକଙ୍କ ଉପରେ ଏତେ ବଡ଼ ମିଛ ଅଭିଯୋଗ ଆଣିଲେ । ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ଲାଗିପଡ଼ିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Delhi Assembly Election Results 2025
Delhi Assembly Election Results 2025: ଦିଲ୍ଲୀ ଦରବାରକୁ ଦଖଲ ପାଇଁ କି ରଣନୀତି ଆପଣାଇଥିଲା BJP ? 

ମୋଦିଙ୍କ ଆପ୍‌କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।

Who will be next Delhi chief minister
Delhi Assembly Election: କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ?

ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...

BJP
Delhi Election Results: ଦିଲ୍ଲୀରେ କମାଲ କଲା କମଲ, ଆପ୍ ସଫା

ଆପ୍‌ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍‌ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।

Prime Minister Narendra Modi
Prime Minister Narendra Modi: ‘ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ, ବିକାଶ-ଭିଜନ-ବିଶ୍ବାସର ବିଜୟ ହୋଇଛି’

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ । ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି । ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। 

Arvind Kejriwal Troll In Social Media
Arvind Kejriwal Video Viral: କୁହାଳିଆ କେଜରିୱାଲଙ୍କ ଭିଡିଓ ହେଲା ଭାଇରାଲ,ଟ୍ରୋଲ୍‌ କଲେ ସୋସିଆଲ ମିଡ଼ିଆ ୟୁଜର

ଅତ୍ୟଧିକ ଗର୍ବ ଏବଂ ମାତ୍ରାଧିକ ମିଛ ଯେ ମହଙ୍ଗା ପଡିଥାଏ । ଏହା କେଜରିୱାଲଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସତ ପ୍ରମାଣିତ ହୋଇଛି । ଏ ସମ୍ପର୍କରେ ଚେତେଇ ଦେବା ପାଇଁ ସୋସିଆଲ ମିଡ଼ିଆ ୟୁଜର କେଜରିୱାଲଙ୍କ ବିଭିନ୍ନ ପୁରୁଣା ଭିଡିଓ ପୋଷ୍ଟ କରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍‌ କରୁଥିବା ଦେଖିବାକୁ ମିଳୁଛି ।

Delhi election result 2025 memes viral on social media
Delhi Election: ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ମଜାଳିଆ ମିମ୍ସ ଭାଇରାଲ୍

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(AAP) ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ମଧ୍ୟ ଅମାନତ ହରାଇଛି। ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ଏବେ ଅନେକ ମଜାଳିଆ ମିମ୍ସ ଭାଇରାଲ୍ ହେବାରେ ଲାଗିଛି।

Delhi Assembly Elections 2025
Delhi Results: ମୋ କଥା ଶୁଣିଲେନି, ମଦକୁ ଫୋକସ୍ କଲେ: ଆନ୍ନା ହଜାରେ

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଆନ୍ନା ହଜାରେଙ୍କ ବୟାନ । କହିଲେ, ସେମାନେ ମୋ କଥା ଶୁଣିଲେନି ଓ କେବଳ ମଦକୁ ଫୋକସ୍ କଲେ ।

Delhi Assembly Election 2025
Delhi Assembly Election: କିଏ ହେବେ ଦିଲ୍ଲୀ CM, ଦୌଡ଼ରେ ଏହି ୫ ନେତା

ପ୍ରଶ୍ନ ଉଠୁଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? କାହାକୁ ବିଜୟର ମୁକୁଟ ପିନ୍ଧାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ଜଣ ନେତା ଥିବାବେଳେ, କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ତାହା ଏବେ ଚର୍ଚ୍ଚାରେ। ଆସନ୍ତୁ ଜାଣିବା ଦୌଡ଼ରେ ଥିବା ୫ ଜଣଙ୍କ ବିଷୟରେ।

Delhi Assembly Election
Delhi Assembly Election: ‘ଆମ ପାଇଁ ଟ୍ରିପଲ ; ଦିଲ୍ଲୀବାସୀଙ୍କ ପାଇଁ ଡବଲ ସରକାର’

ବିଜୟ ମୁକୁଟ ପିନ୍ଧିବା ପୂର୍ବରୁ ବିଜେପି ଶିବିରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ସେଥିରେ ସାମିଲ ହୋଇଛନ୍ତି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ।

Five reasons how bjp bounce back in delhi after 27 years
Delhi Election: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଆସନକୁ କାହିଁକି ଫେରିଲା ବିଜେପି… ଜାଣନ୍ତୁ ୫ କାରଣ

ଯଦିଓ ଦିଲ୍ଲୀର ଗତ ଦୁଇ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲା, ତେବେ ଏଥର ଏମିତି କ’ଣ କଲା ଯେ ପୂରା ଚିତ୍ର ବଦଳିଗଲା, ତାହା ଏବେ ଚର୍ଚ୍ଚାର ବିଷୟ । ଜାଣନ୍ତୁ ଏହା ପଛରେ ଥିବା ୫ କାରଣ।

NEET UG
NEET UG 2025: ଘୋଷଣା ହେଲା NEET-UG ତାରିଖ; ଓଡ଼ିଆରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ' ୪ରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି।

Delhi Assembly Election
Delhi Assembly Election: ଆପକୁ ଶକ୍ତ ଝଟକା: ହାରିଲେ କେଜ୍ରିୱାଲ ଓ ମନୀଷ ସିସୋଦିଆ

୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପରବେଶ ବର୍ମା ଏଠାରେ ବିଜୟ ହୋଇଛନ୍ତି। 

5 reasons for AAP for bad performance in Delhi assembly
Delhi Election: ଆପ୍ ହାତରୁ ଖସିଗଲା ଦିଲ୍ଲୀ; ଜାଣନ୍ତୁ ଏହାର ୫ଟି କାରଣ

ଏକ୍‌ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ହାରିଲା ଆପ୍, ଏହାର କାରଣଗୁଡ଼ିକ କ’ଣ ହେଇପାରେ? ଆସନ୍ତୁ ଜାଣିବା…

Delhi elections result
Delhi Elections: ରାଗିଗଲେ ଓମାର ଅବଦୁଲ୍ଲା, ଆପ୍-କଂଗ୍ରେସକୁ କହିଲେ 'ଏବେ ଆହୁରି ଲଢ଼...'

ଦିଲ୍ଲୀ ଭୋଟ ଗଣତିକୁ ଦେଖି ରାଗିଗଲେ ଓମାର ଅବଦୁଲ୍ଲା । କଂଗ୍ରେସ ଓ ଆପକୁ କହିଲେ ଆହୁରି ନିଜ ଭିତରେ ଲଢ଼ ।

Delhi Election
Delhi CM: ଦିଲ୍ଲୀରେ ସବୁଠୁ ଅଧିକ ସମୟ ଧରି କିଏ ଥିଲେ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀରେ ସବୁଠୁ ଅଧିକ ସମୟ ଧରି କିଏ ଥିଲେ ମୁଖ୍ୟମନ୍ତ୍ରୀ ?

  • Saturday, 08 February 2025
Congress
Delhi Assembly Election: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୨ଟିରେ ଲିଡ୍‌ କରୁଥିବା ବେଳେ ଆପ୍‌ ୨୮ଟି ଆସନରେ ଆଗରେ ରହିଛି। ସେହିପରି ୨୦୧୫ ଓ ୨୦୨୦ରେ ଖାତା ଖୋଲି ପାରି ନଥିବା କଂଗ୍ରେସ ଏଥର ବି ଚିତପଟାଙ୍ଗ ମାରିଛି। 

Mini Kejriwal:
Mini Kejriwal: ଆପ୍‌କୁ ସମର୍ଥନ ପାଇଁ ପହଞ୍ଚିଲେ ‘ମିନି କେଜରିୱାଲ୍’; ଲୋକେ କହିଲେ...

କେଜ୍ରିୱାଲଙ୍କ ପରି ଦେଖାଯିବା ପାଇଁ ଚଷମା ଓ ନିଶ ବି ରଖିଛନ୍ତି। ଅଭ୍ୟାନଙ୍କ ବାପା ରାହୁଲ ତୋମାର କହିଛନ୍ତି ଯେ ଆମେ ରେଜଲ୍ଟ ଦିନରେ ଏଠାକୁ ଆସିଥାଉ। ତେବେ ଆପ୍‌ ଅଭ୍ୟାନଙ୍କ ନାଁ 'ବେବି ମଫଲର୍ ମ୍ୟାନ୍' ରଖିଛି।

Delhi Assembly Election:
Delhi Assembly Election: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ଯାହାକୁ ଦେଖି ଲାଗୁଛି ଏକଜିଟ୍ ପୋଲ୍‌ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି।

Delhi Assembly Election:
Delhi Assembly Election: ଦିଲ୍ଲୀ ନିର୍ବାଚନ: ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଟପିଲା ବିଜେପି

ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି।  ନୂଆଦିଲ୍ଲୀ ଆସନରେ କେଜରିୱାଲ ପଛୁଆ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶି  କାଲକାଜି ଆସନରୁ ପଛୁଆ ଅଛନ୍ତି।

Mohini Mohan Dutta:
Mohini Mohan Dutta: ରତନ ଟାଟାଙ୍କ ସଂପତ୍ତିର ୫୦୦ କୋଟି ପାଇବେ ଏହି ରହସ୍ୟମୟ ବ୍ୟକ୍ତି

ମୃତ୍ୟୁ ପୂର୍ବରୁ ମୋହିନୀ ମୋହନ ଦତ୍ତଙ୍କ ନାଁରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ସାଇନ୍ କରି ଯାଇଛନ୍ତି ବିଜନେସ୍ ଟାଇକୁନ୍ ରତନ ଟାଟା। ତେବେ କିଏ ଏହି ମୋହିନୀ ମୋହନ ଦତ୍ତ, କାହିଁକି ତାଙ୍କ ଉପରେ ରତନ ଟାଟାଙ୍କ ଏତେ ଭରସା ଥିଲା, ଜାଣନ୍ତୁ...

Delhi Assembly Election
Delhi Assembly Election: କିଏ ଗଢ଼ିବ ଦିଲ୍ଲୀରେ ସରକାର; ଆରମ୍ଭ ହେଲା ଭୋଟ ଗଣତି

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ମଧ୍ୟ ସମସ୍ତଙ୍କ ଉପରେ ନଜର ରହିଛି।

Delhi Assembly Election
Delhi Assembly Election: ଆଜି ଆସିବ ଜନାଦେଶ; କିଏ ଜିତିବ ଦିଲ୍ଲୀ ଦିଲ୍

ଏଥର କିଏ ଦଖଲ କରିବ ଦିଲ୍ଲୀ ସିଂହାସନ ? ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ କି ବିଜେପି ? ନା ହାଟ୍ରିକ୍ କରିବ ଆପ୍ ? ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।