/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007765.jpg)
Delhi election result 2025 memes viral on social media
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007765.jpg)
1/6
ସବୁ ମିମ୍ସ ଭିତରେ ଏହି ମିମ୍ସ ସବୁଠାରୁ ବେଶି ମଜାଦାର। ଏଠାରେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ମୋଦିଙ୍କର ପବନ ନାହିଁ। ଏହାର ଉତ୍ତରରେ ମୋଦି କହୁଛନ୍ତି ‘ଆବେ ପବନ ଅଛି… ମଫଲର କାଢି ଦେଖ, ଜଣାପଡିବ’।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007791.jpg)
2/6
ଦିଲ୍ଲୀ ବିଧାନସଭା ନିର୍ବାଚନର ପରିସ୍ଥିତିକୁ ନେଇ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମହାଭାରତ ସହ ଜଡିତ ଏକ ଡାଏଲଗ୍କୁ ନେଇ ମିମ୍ସ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ପରସ୍ପର ମଧ୍ୟରେ ଲଢ, ସମାପ୍ତ କରିଦିଅ ଜଣେ ଜଣଙ୍କୁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007817.jpg)
3/6
ଏହି ଭାଇରାଲ୍ ମିମ୍ସରେ କୁହାଯାଇଛି ଯେ ସ୍ୱାତୀ ମାଲିୱାଲ୍ ନିଜ ଦଳର ବିନାଶରେ ଖୁସି ହେଉଛନ୍ତି। ପ୍ରକାଶଥାଉ ଯେ ନିକଟରେ ସେ କେଜ୍ରିୱାଲଙ୍କ ବାସଭବନ ବାହାରେ ସ୍ୱଚ୍ଛତା ପ୍ରସଙ୍ଗକୁ ନେଇ ପ୍ରଦର୍ଶନ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007841.jpg)
4/6
ଏହି ଫଟୋରେ ଆପଣ ଆମ୍ ଆଦମୀ ପାର୍ଟିର ନେତା ବିଜେପି ନେତାଙ୍କୁ କହୁଛନ୍ତି ଯେ ‘ଦିଲ୍ଲୀ ଆମର ପ୍ରେମ’। ସେହିପରି ବିଜେପି କହୁଛି ଯେ ‘ଦେଖାଯାଉଛି ଯେ ଦିଲ୍ଲୀର ପ୍ରେମ ଆମେ’।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007865.jpg)
5/6
ଏହି ମିମ୍ସ କହୁଛି ଯେ ସୁଇମିଂ ପୁଲ୍ରେ ବିଜେପି ଛିଡା ହୋଇଛି ଏବଂ ଦିଲ୍ଲୀର ଭୋଟରମାନେ ବିଜେପିକୁ ଉଠାଉଛନ୍ତି। ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟି ବୁଡ଼ି ଯାଉଛି। ସେହିପରି କଂଗ୍ରେସ ପାଣି ଭିତରେ ଅଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739007895.jpg)
6/6
ଏହି ମିମ୍ସରେ ରେସ୍ ବେଳେ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ଭିତରେ ସଂଘର୍ଷ ହେଉଥିବା ଦେଖାଯାଉଛି। ଏହି ସମୟରେ କଂଗ୍ରେସ କିନ୍ତୁ ପଛକୁ ଦୌଡୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)