• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

industrial-dye-mixed-in-spices
ମସଲା ଗୁଣ୍ଡ ବି ବିଷ ! ମିଲ୍‌ରେ ଚଢ଼ାଉ ପରେ ସାମନାକୁ ଆସିଲା ସତ...

ମସଲାରେ ରଙ୍ଗ ମିଶାଇବାକୁ ଅନୁମତି ଦିଆଯାଇ ନଥାଏ । ରଙ୍ଗ ମିଶାଇଲେ ମସଲା ବିଷାକ୍ତ ହୋଇଯାଇପାରେ। ଏମିତି କରିବା ଗୁରୁତର ଅପରାଧ। ରଙ୍ଗ ମିଶାଇବା ଦ୍ବାରା ମସଲା ଅଧିକ ଉଜ୍ଜ୍ବଳ ଦେଖାଯିବା ସହ ଓଜନ ବି ବଢୁଥିଲା।

kalanaga
ଏମିତି ପରିବାରକୁ ଶହେ ସଲାମ ! ଥାଳିରେ ଜୀବନ୍ତ କଳାନାଗ ରଖି କରୁଛନ୍ତି ପୂଜାର୍ଚ୍ଚନା...

ଭାଇରାଲ ଭିଡିଓରେ ଯେଉଁ ସାପ ରହିଛି ତାହା ଜୀବନ୍ତ । ଆଉ ହିଂସ୍ର ବୋଲି ମଧ୍ୟ ଜଣାପଡ଼ୁଛି । କାରଣ ମଝିରେ ମଝିରେ ସେ ଚୋଟ ମାରିବାକୁ ବି ପଛାଉ ନାହିଁ । 

  • Sunday, 05 May 2024
Gurudwara
ଗୁରୁଦ୍ୱାରରେ ଗ୍ରନ୍ଥ ଚିରିଦେଲା ମାନସିକ ବିକାରଗ୍ରସ୍ତ ଯୁବକ, ପିଟି ପିଟି ମାରିଦେଲେ ଲୋକେ !

ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଯୁବକ ଜଣକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଥିବା କୁହାଯାଉଛି ।

  • Sunday, 05 May 2024
  • Sikh
man kills his children
ସ୍କୁଲରୁ ଆଣିଲା; ବିଷ ଦେଇ ୨ଛୁଆଙ୍କ ଜୀବନ ନେଇଗଲା ବାପା

ଛୁଆ ଦୁଇଜଣଙ୍କର ବୟସ ୧୧ ଓ ୧୩ବର୍ଷ। ପୋଲିସର ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଦେହରେ କ୍ଷତ ଚିହ୍ନ ଥିଲା। ସେମାନଙ୍କର ତଣ୍ଟିଚିପି ହତ୍ୟା କରାଯାଇଛି ନା ବିଷ ଦିଆଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇନି।

Gold Price Today
Gold Price Today 5th May 2024: ସୁନା ଓ ରୁପା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୮୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୮୫୦ ଟଙ୍କା ରହିଛି ।

Terrorist Attack
ବାୟୁସେନା କାଫିଲା ଉପରେ ଆତଙ୍କୀ ହମଲା, ଜଣେ ଯବାନ ସହିଦ

ଆତଙ୍କୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ, ୪ ଗୁରୁତର । ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ ।

Jeevan Reddy
ଫୁଲରେ ଭୋଟ୍ ଦେବାକୁ କହିବାରୁ ମହିଳା ଚାଷୀଙ୍କୁ ଚାପୁଡ଼ା ମାରିଲେ, ଭିଡିଓ ଭାଇରାଲ୍...

ଲୋକସଭା ପ୍ରାର୍ଥୀ ମାରିଲେ ଚାପୁଡ଼ା । ତେଲେଙ୍ଗାନାର ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀ ଜଣେ କୃଷକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି ।

shyam rangeela
ମୋଦିଙ୍କ ବିପକ୍ଷରେ ଶ୍ୟାମ୍ ରଙ୍ଗିଲା

ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରି ଇଣ୍ଟରନେଟ୍ ସେନ୍ସସନ୍ ପାଲଟି ଯାଇଥିଲେ ଶ୍ୟାମ ରଙ୍ଗିଲା ।

PM Modi
କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦି, କହିଲେ 'ନୟା ଭାରତ... ଘର୍ ମେଁ ଘୁସ୍ କେ ମାରତା ହୈ'

ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଠାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କର ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।

Crime Politics
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ, ଗୃହ ସହାୟକଙ୍କ ମାଆଙ୍କୁ ଅପହରଣ କରି କରୁଥିଲେ ଦୁଷ୍କର୍ମ !

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍‌ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

  • Saturday, 04 May 2024
AMU
୧୦୦ ବର୍ଷର ଇତିହାସରେ ପ୍ରଥମ ! ଓଡ଼ିଆ ଝିଅ ହେଲେ AMU କୁଳପତି

ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ଶହେ ବର୍ଷ ଇତିହାସରେ ସେ ହୋଇଛନ୍ତି ପ୍ରଥମ ମହିଳା କୁଳପତି।

  • Saturday, 04 May 2024
  • AMU
Gold Price Today
Gold Price Today 4th May 2024: ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୪୦ ଟଙ୍କା ରହିଛି ।

Kejriwal
କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ୍; ୭ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ।

Narendra Modi On Rahul
ରାଏବରେଲି ଯାଉଯାଉ ରାହୁଲଙ୍କୁ ବିଜେପିର କଟାକ୍ଷ

ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।

Narendra Modi On Rahul
ରାୟବରେଲିରୁ ରାହୁଲ କଲେ ନାମାଙ୍କନ ଦାଖଲ...କଟାକ୍ଷ କଲେ ମୋଦି, କହିଲେ...

ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।

PM Modi
ରାହୁଲ-ସୋନିଆଙ୍କୁ ମୋଦିଙ୍କ ସିଧା ନିଶାନା; କହିଲେ, କାହିଁକି ଡରୁଛନ୍ତି ସେହଜାଦା?

ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।

Helicopter Crash
ଲ୍ୟାଣ୍ତିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗସ୍ତ; ଡେଇଁପଡ଼ିଲେ ପାଇଲଟ..ଦେଖନ୍ତୁ ଭିଡିଓ

ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍‌ କରିଯାଇଛି।

Crime
ମା’ କାଳୀଙ୍କ ଅଭିନୟ କରୁ କରୁ ସତ ସତିକା ବେକ କାଟିଦେଲା କୁନି ପୁଅ !

ଏହି ହତ୍ୟା ଘଟଣା ଘଟିବା ପରେ ପରେ ସ୍ଥାନୀୟ ଲୋକେ ଗୁରୁତର ବାଳକକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Gold Price Today
Gold Price Today 3rd May 2024: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୫୦ ଟଙ୍କା ରହିଛି ।

Rahul Gandhi
ଶେଷ ଦିନରେ ରାୟବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଠିରୁ କିଶୋରୀ ଲାଲ୍ ଶର୍ମା

ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।

rahul gandhi
ଆଜି ରାୟଗଡା ଆସିବେ ରାହୁଲ ଗାନ୍ଧୀ,କର୍ମୀଙ୍କୁ କ’ଣ ଦେବେ ଗୁରୁମନ୍ତ୍ର

ଆଜି ରାୟଗଡା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ । ଦିନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବେ । ଏହାପରେ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ସମାବେଶକୁ ସମ୍ବୋଧନ କରିବେ ।

Shyam Rangeela
କିଏ ଏହି ଶ୍ୟାମ ରଙ୍ଗିଲା ? ଯିଏ ମୋଦିଙ୍କ ବିପକ୍ଷରେ ଲଢ଼ୁଛନ୍ତି ନିର୍ବାଚନ...

୧୯୯୪ ମସିହାରେ ରାଜସ୍ଥାନର ହନୁମାନଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ରଙ୍ଗିଲା ।

Mobile In Stomach
ପୋଲିସକୁ ଲୁଚାଇ ମୋବାଇଲ ଗିଳିଦେଲା ଅଭିଯୁକ୍ତ, ଅସହ୍ୟ ଯନ୍ତ୍ରଣା ପରେ ହେଲା ଅପରେସନ

ଯନ୍ତ୍ରଣା ଅସହ୍ୟ ହେବା ପରେ ପୋଲିସ ତାକୁ ନେଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା ।

  • Thursday, 02 May 2024
Rahul-Priyanka
ରାଏବରେଲୀ ଓ ଆମେଥିରୁ କିଏ ? ପ୍ରିୟଙ୍କା କି ରାହୁଲ ଗାନ୍ଧି ?

ରାଏବରେଲୀ ଓ ଆମେଥିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ ? ରାହୁଲ ଓ ପ୍ରିୟଙ୍କା ଲଢ଼ିବେ କି ? ସସପେନ୍ସ ଉପରୁ ଆଜି ହଟିପାରେ ପରଦା ।

Congress
ରାହୁଲଙ୍କୁ ପାକିସ୍ତାନର ପ୍ରଶଂସା, ମୋଦି ଦେଲେ କଡ଼ା ଜବାବ

ନିର୍ବାଚନ ଋତୁରେ ଜାରି ରହିଛି ରାଜନୈତିକ ଉଷ୍ମତା । ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ରାଜକୁମାର ରାହୁଲ ଗାନ୍ଧିଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଛି । ଏ ସବୁ ମଧ୍ୟରେ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ହୁସେନ୍ ।