ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଥୟ ।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ଲଗାତାର ୩ ଦିନ ହେବ ହ୍ରାସ ପାଇଛି ସୁନାର ଦାମ୍ । ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ରହିଛି।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।
ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ
ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼। ତୈଳ ଦର ତ ବଢୁଥିଲା ଏବେ ପୁଣି ବଢିଲା ଏଲପିଜି ଦର। ସୂଚନା ଅନୁସାରେ, ୨୬୬ ଟଙ୍କା କମର୍ସିଆଲ ସିଲିଣ୍ଡରରେ ଦର ବୃଦ୍ଧି ହୋଇଛି।
ମା’ ଓ ନବଜାତକୁ ଅଧା ବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର । ରାସ୍ତା ଖରାପ କହି ଆଗକୁ ଯିବାକୁ ଅମଙ୍ଗ ହେଲା । ମହାରାଷ୍ଟ୍ରର ୱାଶିମରେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଦୀପାବଳୀ ଆଗରୁ ହ୍ରାସ ପାଇଲା ସୁନା ଦର। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪,୯୪୦ ଟଙ୍କା ଓ ୪୯,୩୭୦ ଟଙ୍କା ହୋଇଛି।
ସୋସିଆଲ୍ ମିଡିଆ ହେଉକି ମୋବାଇଲ କଲର୍ ଟ୍ୟୁନ୍। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍ ସିଙ୍ଗର୍ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ...
ସଡ଼କ ତିଆରି ହୋଇ ପାରିଲାନି ବୋଲି ଇସ୍ତଫା ଦେଲେ ବିଧାୟକ । ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ କାମରେ ନଲାଗିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।
ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଏହି ସୂଚନା ମିଳିଛି
ମଧ୍ୟପ୍ରଦେଶର ବେତୁଲରେ ପଛୁଆ ବର୍ଗର ଜଣେ ନର୍ସିଂ ଛାତ୍ରୀ ଦଲିତ ଯୁବକଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ବାପା ନର୍ମଦା ନଦୀରେ ସ୍ନାନ କରାଇ ଶୁଦ୍ଧି କରାଯାଇଥିବା ପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅନର୍ କିଲିଂ ଭୟରେ ଦମ୍ପତି ବର୍ତ୍ତମାନ ପୋଲିସର ସୁରକ୍ଷା ଲୋଡିଛନ୍ତି
ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି
ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।
ଅଲବିଦା ପାୱାରଷ୍ଟାର ପୁନିତ ରାଜକୁମାର। ପରିବାର ପ୍ରୀୟଜନ ଓ ହଜାର ହଜାର ସଂଖ୍ୟାରେ ଥିବା ତାଙ୍କ ଫ୍ଯାନଙ୍କ ଉପସ୍ଥିତିରେ ପୁନିତଙ୍କୁ ଦିଆଯାଇଛି ଶେଷ ବିଦାୟ । ବେଙ୍ଗାଳୁରୁର କାନ୍ତିରବା ଷ୍ଟୁଡିଓରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପୁନିତଙ୍କ ଶେଷକୃତ୍ୟ ହୋଇଛି । ଦେଖନ୍ତୁ ସେହି ସମୟରେ ପୁରା ଚିତ୍ର ।
G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି
ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।
୨୮ ଦିନ ପରେ ଆଜି ଜେଲ୍ରୁ ବାହାରିଛନ୍ତି କିଙ୍ଗ୍ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍। ଆର୍ଥର ରୋଡ୍ ଜେଲ୍ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ।ଆର୍ୟନ ଜେଲ୍ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।
ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର କରୁଛି ଚୀନ୍ ? ହାତରେ ନମାରି ଭାତରେ ମାରିବାକୁ ଚାହୁଁଛି ? ସବୁ ଠିକଠାକ୍ ଥିବା ବେଳେ ହଠାତ୍ କଳା ପଡ଼ିଗଲା ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀର ଜଳ । ଫଳରେ ନଦୀରେ ଥିବା ହଜାର ହଜାର ମାଛ ମରି ଉପରେ ଭାସୁଛନ୍ତି
ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାରିଓ ଏବଂ ମୋଦିଙ୍କ ମଧୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।