• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Patna Gandhi Maidan Blast Case

4 Culprits to death penalty
ପାଟନା ସିରିଏଲ ବ୍ଲାଷ୍ଟର ୪ ଅଭିଯୁକ୍ତଙ୍କୁ ଫାଶୀ

ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍‌ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍‌ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।