ବିବାହର ୧୨ ବର୍ଷ ପରେ ହଠାତ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଆଉ କିଛି ଦିନ ମଧ୍ୟରେ ସେ ଆରପାରିକୁ ଚାଲିଗଲେ ।
ଲକଡାଉନ୍ ହେବ ଦିଲ୍ଲୀ । ଲକଡାଉନ ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ଜାଣନ୍ତୁ କାରଣ ।
ଶତ୍ରୁ ହୋଇଯାଆନ୍ତୁ ସାବଧାନ । ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲେ ଶତ୍ରୁଙ୍କୁ ମିଳିବ କରାରା ଜବାବ । ଏହି ଖବରରେ ଜାଣନ୍ତୁ କିପରି ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।
ଗୁଜରାଟରେ ଟ୍ରେନ୍ କୋଚ୍ ଭିତରୁ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ରହସ୍ୟ ସୃଷ୍ଟି ହୋଇଛି। ଏହାସହ ଯୁବତୀଙ୍କ ଡାଏରୀକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି।
ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲ ଦମନ ଅଭିଯାନରେ ବିରାଟ ସଫଳତା ପାଇବା ପରେ ପୋଲିସ୍ ଟିମଙ୍କୁ ବିପୁଳ ସମ୍ବର୍ଦ୍ଧନା । ପୋଲିସର ଏହି ଏନକାଉଣ୍ଟରରେ ୨୬ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଥିଲେ ଟପ୍ ମାଓନେତା ।
ଏକାଥରକେ ଏକାଧିକ ଟାର୍ଗେଟକୁ ଚିହ୍ନଟ କରି ଉପଯୁକ୍ତ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରିବ। ୨୦୧୮ ଅକ୍ଟୋବରରେ ୫ଟି S-400 ପ୍ରଣାଳୀ କିଣିବା ପାଇଁ ରୁଷ ସହ ୫ଶହ କୋଟି ଡଲାରର ଚୁକ୍ତି କରିଥିଲା ଭାରତ।
c-60 କମାଣ୍ଡୋଙ୍କ ୧୦ ଘଂଟିଆ ନକ୍ସଲ ବିରୋଧୀ ଅପରେସନ୍
ବଢିଲା ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ ଆଜି ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶରେ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି ।
ED ଓ CBI ନିର୍ଦ୍ଦେଶକଙ୍କ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି କେନ୍ଦ୍ର ସରକାର
ପୁଅ ଜନ୍ମଦିନରେ ଘରକୁ ଫେରିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ। ହେଲେ ତା’ପୂର୍ବରୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଲେ। ପରିବାର ଲୋକ ମଧ୍ୟ ଜାଣିନଥିଲେ ତାଙ୍କର ଏହି ଖୁସିକୁ ଭଗବାନ ସବୁଦିନ ପାଇଁ ସେମାନଙ୍କ ପାଖରୁ ଛଡ଼ାଇ ନେବେ।
ଗଡଚିରୋଲିରେ ହୋଇଥିବା ଏନ୍କାଉଣ୍ଟରରେ ଟପ୍ ନକ୍ସଲ ନେତାଙ୍କ ସମେତ ୨୬ ଜଣ ନିହିତ ହୋଇଛନ୍ତି। ମିଲିନ୍ଦଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।
ଦିଲ୍ଲୀରେ ମୁସକିଲ ହେଲାଣି ନିଃଶ୍ୱାସ ନେବା । ଦିଲ୍ଲୀରେ ଏତେ ମାତ୍ରାରେ ପ୍ରଦୂଷଣ ବଢିଗଲାଣି ଯେ ସାଧାରଣ ଲୋକେ ନିଃଶ୍ୱାସରେ ବିଷ ନେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।
ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(PLA) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(MNPF)ର ହାତ। IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରବଳ ଗୁଳି ମାଡ଼ କରିଥିଲେ।
ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ
ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା ।
ଯୁବତୀ ଓ ମହିଳାଙ୍କୁ ହଇରାଣ କଲେ ପାହାର ଖାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ ।
୪ ବର୍ଷ ଧରି ଏପରି ମହତ୍ କାମ କରିଆସୁଛନ୍ତି ରିତୁ
ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।
ଲଗାତାର ୯ ଦିନ ଧରି ଦିଲ୍ଲୀରେ ସଙ୍ଗୀନ ସ୍ଥିତିରେ ପ୍ରଦୂଷଣ I ବଢ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ I ସତର୍କ ବାଣୀ ଶୁଣାଇଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ I ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।