ବାଜା ବଜାଇ ବାହାରିଲା ମାଙ୍କଡ଼ର ଶବଯାତ୍ରା । ଯୋଗ ଦେଲେ ସହରବାସୀ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ କରେଣ୍ଟ୍ ଲାଗି ଏକ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଅଞ୍ଚଳର ଲୋକମାନେ ବ୍ୟାଣ୍ଡବାଜା ସହିତ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି । ସନାତନ ଧର୍ମ ଅନୁସାରେ ମୃତ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଛି
ରାସ୍ତାରେ ଯାଉଥିଲା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ କାରକେଡ୍। ହଠାତ୍ ଆସିଗଲା ଆମ୍ବୁଲାନ୍ସ। ନିଜ କାରକେଡ୍ ରଖି ଅଟକିଗଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ, ପରେ ନିଜେ ଗଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...
ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ ମୁକାବିଲା କରିପାରିବେ, ସେଥିଲାଗି ଚାଲିଛି ନାନା ରକମର ସମରକଳା ଅଭ୍ୟାସ ଚାଲିଛି ।
ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।
ଆୟକର ହାତରେ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଏହି ସମ୍ପତ୍ତି ପଛରେ ରହିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ !
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।
ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି
ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି।
ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି ।
ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍ ୨ ଲକ୍ଷ ଓ ସାର୍ଟର ଦାମ୍ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍ ୭୦ ହଜାରରୁ ଅଧିକ ଟଙ୍କା
ମହାକାଶରେ ଲଙ୍କା ଚାଷ। ଫଳିଲା ସବୁଜ ଓ ନାଲି ଲଙ୍କା ଓ ଲଙ୍କା ତୋଳି ଚାଖିଲେ ମହାକାଶଚାରୀ। ଆଉ ପ୍ରସ୍ତୁତ କଲେ ସ୍ପେଶ୍ ଟାକୋ। ପୃଥିବୀ ପୃଷ୍ଠରୁ ୪ ଶହ କିଲୋମିଟର ଉପରେ ଫଳିଲା ଲଙ୍କା। ଆମେ ଆପଣଙ୍କୁ କହୁଛୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କଥା।
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ବ୍ରେନ୍ ଡେଡ୍ ଘୋଷଣା ପରେ ଦାନ କରିଦେଲେ ୬ଟି ଅଙ୍ଗ । ହାତ, ଆଖି, ହୃତପିଣ୍ଡ ଓ ଯକୃତ ଭଳି ୬ଟି ଅଙ୍ଗ ଦାନ କଲେ । ଗ୍ରୀନ୍ କରିଡରରେ ବିଭିନ୍ନ ସହରକୁ ନିଆଗଲା ଅଙ୍ଗ।
ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।
ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖ ଗିରଫ I ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ ଘଣ୍ଟାର ମାରାଥନ ଜେରା ପରେ ବିଳମ୍ବିତ ରାତିରେ ଗିରଫ କରିଛି।
ଆର୍ଥିକ ହେରଫେର ମାମଲାରେ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଗିରଫ କରିଛି। ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି EDର ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।
ବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।
ଅଖିଳେଶ ଯାଦବଙ୍କ ବଡ଼ ବୟାନ । କହିଲେ ଲଢ଼ିବିନି ବିଧାନସଭା ନିର୍ବାଚନ । ୟୁପିର ମୁଖ୍ୟ ବିରୋଧୀ ଦଳ ସପାର ମୁଖିଆ ଅଖିଳେଶ ଯାଦବଙ୍କ ଏଭଳି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଥୟ ।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ଲଗାତାର ୩ ଦିନ ହେବ ହ୍ରାସ ପାଇଛି ସୁନାର ଦାମ୍ । ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ରହିଛି।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।
ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ