• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manipur Terror Attack

Martyred Soldier Suman Swargiary
ପୁଅ ଜନ୍ମଦିନକୁ ଘରକୁ ଆସିଥାନ୍ତେ, କଥା ଦେଇ ହୋଇଗଲେ ସହିଦ

ପୁଅ ଜନ୍ମଦିନରେ ଘରକୁ ଫେରିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ। ହେଲେ ତା’ପୂର୍ବରୁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଲେ। ପରିବାର ଲୋକ ମଧ୍ୟ ଜାଣିନଥିଲେ ତାଙ୍କର ଏହି ଖୁସିକୁ ଭଗବାନ ସବୁଦିନ ପାଇଁ ସେମାନଙ୍କ ପାଖରୁ ଛଡ଼ାଇ ନେବେ।

PLA, MNPF Claim Responsibility For Manipur Terrorist Attack
ମଣିପୁର ଆତଙ୍କବାଦୀ ହମ୍ଲା ପଛରେ PLAର ହାତ

ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।

Manipur Terror Attack
ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ PLA, MNPFର ହାତ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(PLA) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(MNPF)ର ହାତ। IED ବିସ୍ଫୋରଣ କରିବା ସହ ଦୁଇ ପଟୁ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରବଳ ଗୁଳି ମାଡ଼ କରିଥିଲେ।