• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Versatile Actor Mihir Das No More- Reminiscing The Legend & Icon Of Ollywood
ସେ ଥିଲେ ଅପରାଜୟ, ସବୁ କ୍ୟାରେକ୍ଟର ପାଇଁ ପୂରା ଫିଟ୍‌...

କେତେବେଳେ ରୋମାନ୍ସ ତ ପୁଣି କେତେବେଳେ କମେଡ଼ି...ନିଜର ଅଭିନୟରେ ଦର୍ଶକଙ୍କ ମୁହଁ ନୁହେଁ ମନ ବାନ୍ଧୁଥିଲେ ଓଡ଼ିଆ ସିନେଜଗତର ଭେଟେରାନ ଲିଡର୍‌ ମିହିର ଦାସ...ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତ ହୃଦୟରେ କିଣିଥିଲେ ଜାଗା...କିନ୍ତୁ ଦୁଃଖର ସାଗରରେ ସମସ୍ତଙ୍କୁ ଛାଡିଦେଇଗଲେ ସେ....

Son wrote a letter to his mother in 1945, delivered after 76 years
୧୯୪୫ରେ ମା’ଙ୍କ ପାଖକୁ ଲେଖାଯାଇଥିଲା ଚିଠି; ୭୬ ବର୍ଷ ପରେ ପହଞ୍ଚିଲା

୭୬ ବର୍ଷ ପୂର୍ବେ ସେନା ପୁଅ ମା’ଙ୍କ ପାଖକୁ ଲେଖିଥିଲେ ଚିଠି। ଲେଖିଥିଲେ କିଛି ଦରଦଭରା କାହାଣୀ। ଚିଠି ମିଳିଲା ଏବେ।

Dogs attack on lion
କୁକୁରଙ୍କୁ ଦେଖି ଦୌଡିଲା ଜଙ୍ଗଲର ରାଜା

ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଏକ କୁକୁର ଦଳ। ସେମାନେ ବଳବଦ୍ଧ ଭାବେ ଜଙ୍ଗର ରାଜା ସିଂହକୁ ପରାସ୍ତ କରି କରିଛନ୍ତି।

Gorilla entered the space station
ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରେ ' ଗରିଲା'!

ଗରିଲା କବଳରୁ ନିଜକୁ ରକ୍ଷା କରିବା ନେଇ ଜଣେ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍‌ରେ ଆଡେ ସାଡେ ଦୌଡୁଥିବା ଦେଖାଯାଏ। ଏହି ସମସ୍ତ ଘଟଣା ସୋସିଆଲ ମିଡିଆରେ ଭିଡିଓ ଆକାରରେ ଭାଇରାଲ ହେବାରେ ଲାଗିଛି।

Ollywood Actor Mihir Das
ଅଫେରା ରାଇଜରେ ମିହିର

କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।

Western Odisha,Heavy Rainfall
ଅଦିନବର୍ଷାରେ ବେହାଲ ଜୀବନ

ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ବଲାଙ୍ଗିର, ସୋନପୁର, ନୂଆପଡ଼ା, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ କୂଳ ।

Mihir Das Passes Away
ଅଫେରା ରାଇଜରେ ମିହିର ଦାସ; କେତେବେଳେ ହିରୋ ତ କେତେବେଳେ ଭିଲେନ୍, ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍

କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।

Rain
ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।

Mihir Das
କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା ।

college
ଶିକ୍ଷାନୁଷ୍ଠାନ ଗଢ଼ୁଛନ୍ତି ଦମ୍ପତି ! ଚାକିରିରୁ ଅବସର ପରେ ଶିକ୍ଷାର ବିକାଶ ପାଇଁ ଉଦ୍ୟମ

ବୟସର ଅପରାହ୍ନରେ ନିଜର ବୋଲି କେହି ନାହିଁ । ହେଲେ ପଛୁଆ ଅଞ୍ଚଳର ପିଲାଙ୍କ ଦୁଃଖ ବୁଝି କଲେଜ ନିର୍ମାଣ କରୁଛନ୍ତି ବୃଦ୍ଧ ଦମ୍ପତି । ଏଥିପାଇଁ ୨୦ ଲକ୍ଷ ଦାନ କରିଛନ୍ତି ।

Raimohan Parida
କାନ୍ଦି ପକାଇଲେ ଓଲିଉଡ୍‌ ଭିଲେନ୍ ରାଇମୋହନ

ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।

Young Girl changed her to alien
ନିଜକୁ ଏଲିୟନ କରିନେଲେ ଯୁବତୀ; ଲୋକେ ଦେଖି ଆଶ୍ଚର୍ଯ୍ୟ

ଆଜିକାଲି ଏଲିୟନକୁ ନେଇ ଜୋରଦାର ଅଧ୍ୟୟନ ଚାଲିଛି। ଏମାନେ ସତରେ ଅଛନ୍ତି କି ନାହିଁ ସେ ବିଷୟରେ ସେପରି କିଛି ଦୃଢ ପ୍ରମାଣ ମିଳିନି। କିନ୍ତୁ ଜଣେ ଯୁବତୀ ନିକକୁ ଏଲିୟନ୍‌ରେ ପରିବର୍ତ୍ତନ କରି ନେଇଛନ୍ତି।

musical instument
ଅଜାଙ୍କ ଠାରୁ ମିଳିଲା ପ୍ରେରଣା ! ବିଲୁପ୍ତ ପ୍ରାୟ ବାଦ୍ୟଯନ୍ତ୍ର ତିଆରି କଲେ ନବମ ଶ୍ରେଣୀ ଛାତ୍ର

ପିଲାଟି ବେଳୁ ପୁରୁଣା ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ ଥିବା ସଂଗ୍ରାମଙ୍କୁ ଏଥିପାଇଁ ଅଜାଙ୍କ ଠାରୁ ଅଧିକ ପ୍ରେରଣା ମିଳିଥିଲା । ଠକରା ବାଦ୍ୟ ଯନ୍ତ୍ରଙ୍କୁ ତିଆରି କରିବା ପାଇଁ ୭ ବର୍ଷ ବୟସରୁ ଅଜାଙ୍କ ଠାରୁ ଶିକ୍ଷା ନେଇଥିଲେ । ସଂଗ୍ରାମ ଅତି ସହଜରେ ଏହି ବାଦ୍ୟଯନ୍ତ୍ର ମାଧ୍ୟମରେ ପାଟି ଛାତିକୁ ହାତରେ ବାଡାଇ ବିଭିନ୍ନ ପ୍ରକାର ମ୍ୟୁଜିକ୍ ତିଆରି କରିପାରୁଛନ୍ତି

12 year old girl punches tree with her knuckles
ମୁଖିମାରି ଗଛକୁ ଶୁଆଇ ଦେଉଛି ବାର ବର୍ଷର ବାଳିକା

ବୟସ ମାତ୍ର ବାର। ଶକ୍ତି କିନ୍ତୁ ଅପାର। ତାଙ୍କୁ ନା ଦରକାର ପଡେ ଟାଙ୍ଗିଆ କି କୁରାଢି। ତାଙ୍କ ମୁଖା ହିଁ ଢେର। ମୁଖାମାରି ସେ ସହଜରେ ଗଳେଇ ପକଉଛନ୍ତି ଉଚ୍ଚା ଉଚ୍ଚା ଗଛ।

mask cheaking
ମାସ୍କ ଚେକିଂ ନାମରେ ପ୍ରଶାସନର ଜୁଲମ ! ପୌର କାର୍ଯ୍ୟାଳୟ ସହ ଥାନା ଘେରିଲେ ଦୋକାନୀ

ଲୋକଙ୍କ ଠାରୁ ପ୍ରଶାସନ ପକ୍ଷରୁ ଜୋରକରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବାସୁଦେବପୁର ସହରର କେତେକ ଦୋକାନୀ ପୌର କାର୍ଯ୍ୟାଳୟ ସହ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଘେରି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି ।

special paan
ଲକର୍‌ ଭିତରେ ପାନ ! ୧୦ ଟଙ୍କିଆ ଠାରୁ ଆରମ୍ଭ କରି ୫ ହଜାର ଟଙ୍କିଆ ପର୍ଯ୍ୟନ୍ତ

ପାନ ଖାଇବାକୁ କିଏ ବା ପସନ୍ଦ ନ କରେ l ଆଜିକାଲି ସମସ୍ତେ ପାନ ର ଦିୱାନା l କିନ୍ତୁ ବିଳମ୍ବିତ ରାତିରେ ବନ୍ଦ ହୋଇଯାଏ ପାନ ଦୋକାନ l ରାତିରେ ଯଦି ଜଣକୁ ପାନ ଦରକାର ହୁଏ ସେ ପାଇବ କେଉଁଠୁ l କିନ୍ତୁ ରାତିରେ ମଧ୍ୟ ଦୋକାନ ବନ୍ଦ ଥିବାର ସମୟରେ ଗ୍ରହକ କେମିତି ପାଇପାରିବେ ପାନ । ସେଥିପାଇଁ ଏକ ନିଆରା ପାନ ଦୋକାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆନନ୍ଦ ପଞ୍ଜୱାନି l ପାନ ଦୋକାନର ଲକରରେ ରହେ ପାନ l ରାତିରେ ବି ଗ୍ରହକ ଆସି ପାନ ଖାଇଥାନ୍ତି l

Mihir Das
ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ

ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା।

mihir das
ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ

ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଥିଲେ ମିହିର

Dr Sumit files petition in Orissa HC challenging Jan 4 order of district court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍‌

ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍‌। ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Dr Sumit Sahu
‘ମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ, ଏ ଜନ୍ମରେ ଆଉ ରିକଭରି ହୋଇପାରିବନି’

ବ୍ରହ୍ମପୁରର ଡାକ୍ତର ସୁମିତ୍‌ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

Ex-Havildar Simanchal Barik Trains Youths For Indian Army Recruitment In Berhampur
ଅବସର ପରେ ସେନା ଗଢ଼ୁଛନ୍ତି ଯବାନ

ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।

Divyang Students Of Ravenshaw University Lead Miserable Life
ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି। 

Protest Over Irregularities In Admission At Bhadrak Autonomous College Intensifies
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ

ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।

ABVP Protest
ଭଦ୍ରକ କଲେଜରେ ଆଡମିଶନ ଘୋଟଲା: ମାର୍କ ସତ, ସାର୍ଟିଫିକେଟ୍ ମିଛ !

୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।   

Former Odisha Minister Duryodhan Majhi Passes Away
ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୁଅ କୃଷ୍ଣସିଂହ ମାଝୀଙ୍କ ସୂଚନା ଦେଇଛନ୍ତି। ରାତିରେ ଶୋଇଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ହୋଇଛି।