• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Road Accident
ବାହାଘର ହେଲା କାଳ, ଦୁର୍ଘଟଣାରେ ଗଲା ୫ ଜୀବନ

ମହାନଦୀ ସେତୁ ଉପରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୫ ଜୀବନ

CDA PEOPLE Patrolling
ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ?

ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା । 

  • Friday, 21 January 2022
CDA People Patrolling
ପୋଲିସ ଉପରୁ ଉଠିଗଲାଣି ବିଶ୍ୱାସ ! କଟକ ସହରରେ ଲୋକେ କରୁଛନ୍ତି ନାଇଟ୍ ପାଟ୍ରୋଲିଂ..

ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।

Parking Fee Loot
ପାର୍କିଂ ଫି ନାଁରେ ହରିଲୁଟ, ଭୁବନେଶ୍ୱରରେ ଖାଲି ଲୁଟ୍ ଆଉ ଲୁଟ୍

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।

Farmland Submerges In Iron Ore Water
ଭାଙ୍ଗିଲା ପାଚେରି, ମାଡ଼ିଗଲା ଲୁହା ଗୁଣ୍ଡ ପାଣି

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି। ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି।

Chausathi Jogini Peeth
ଚଉଷଠି ଯୋଗିନୀ ପୀଠରେ ଅଦୃଶ୍ୟ ବାବାଙ୍କ ହୋମଯଜ୍ଞ, ଲୋକ ଭୟଭୀତ

ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁ ଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ଯଜ୍ଞ କରୁଥିଲେ?

Panchayat Election
ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ସମର୍ଥକମାନେ ପ୍ରାର୍ଥିପତ୍ର ଦାଖଲ କେନ୍ଦ୍ରରେ ଅଯଥା ଭିଡ଼ କରୁଥିବା ଅଭିଯୋଗ ଆସିଥିଲା।

Dhinkia Tension
ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ପୋଲିସର ଲାଠିମାଡ଼ ମାମଲାରେ ହାଇକୋର୍ଟରେ ଏ ନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା।

Shelter Home
ବାହାରୁ ଦେଖିଲେ ଷ୍ଟାର ହୋଟେଲ୍, ଭିତରେ ଅସହାୟଙ୍କ ସେବା

କୋଠାର ନିର୍ମାଣ ଶୈଳୀ ଦେଖିଲେ ଜମା ଲାଗିବନି, ଏହା ଏକ Old Age Home ବୋଲି । ଭିକାରୀ ମାନଙ୍କୁ ରାସ୍ତା କଡରୁ ଆଣି ଏକ ଘରୋଇ ପରିବେଶରେ ରଖାଯାଉଛି । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟର ଯତ୍ନ ସବୁକିଛି ମାଗଣାରେ ।

beggar home
ଭିକାରୀମୁକ୍ତ ହେବ ସହର: ଏପରି ନିଆରା ପ୍ରାୟାସ କରିଛନ୍ତି ଏହି ଯୁବତୀ

ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା । ଦିଶୁଛି ସମ୍ଭ୍ରାନ୍ତ ହୋଟେଲ ଭଳି । ରହୁଛନ୍ତି ଭିକ୍ଷୁକ, ନିରାଶ୍ରୟ ଓ ଦିବ୍ୟାଙ୍ଗ ଲୋକ । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ସବୁକିଛି ମାଗଣା ରେ । ଭିତରେ ବି ରୁମ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁ ଖୁବ ସୁନ୍ଦର ।

MAKHONJWA MOUNTAIN,SOUTH AFRICA
କୋଟି କୋଟି ବର୍ଷ ପୂର୍ବରୁ ପୁରାତନ ପର୍ବତ, କେଉଁଠି ଅଛି ଏହି ପର୍ବତ, ଜାଣନ୍ତି କି?

ମହାଦ୍ୱୀପ ଗୁଡିକଠାରୁ ମଧ୍ୟ ପୁରୁଣା ଏକ ପାହାଡ ରହିଛି ସାଉଥ୍‌ ଆଫ୍ରିକାରେ । କୁହାଯାଏ ମହାଦ୍ୱୀପ ଗୁଡିକର ଉତ୍ପତ୍ତି ଆମ ବ୍ରହ୍ମାଣ୍ଡର ସର୍ବପୁରାତନ ପ୍ରକ୍ରିୟା । କିନ୍ତୁ ସେ ସମୟଠାରୁ ବି ପୂର୍ବରୁ ଅର୍ଥାତ୍‌ ଆଜିଠାରୁ କୋଟି କୋଟି ବର୍ଷ ପୂର୍ବରୁ ସାଉଥ୍‌ ଆଫ୍ରିକାରେ ଏକ ପର୍ବତର ଉତ୍ପତ୍ତି ହୋଇଥିଲା । ଯାହାକୁ କୁହାଯାଏ 'ମାଖୋଞ୍ଜୱା ପର୍ବତ'…ଯାହାର ସୃଷ୍ଟି-ଇତିହାସ ବେଶ୍‌ ରୋମାଂଚକର। ଆଉ ଏହା ବିଶ୍ୱ ଐତିହ୍ୟ ଶ୍ରେଣୀରେ ମଧ୍ୟ ସାମିଲ ହୋଇସାରିଛି ।

Elderly Man Struggles with 3 Grandkids
ବାପା-ମାଆ ଚାଲିଗଲା ପରେ ଅଜା ଉପରେ ୩ ପିଲାଙ୍କ ବୋଝ, ଦିନେ ଖାଇଲେ ଦିନେ ଉପବାସ...

ବାପା-ମାଆ ଚାଲିଗଲା ପରେ ଦୁସ୍ଥିତିରେ ୩ କୁନି ପିଲାଙ୍କ ଜୀବନ। ଦିନେ ଖାଇଲେ ଦିନେ ଉପବାସରେ ରହୁଛନ୍ତି ପିଲା... ବୁଢା ବୟସରେ ନିଇତି ଖଟିବା ବି ଆଉ ହେଉନି ସମ୍ଭବ... ପ୍ରଶାସନକୁ ଗୁହାରି କଲେବି କରୁନାହାନ୍ତି କର୍ଣ୍ଣପାତ।

Kandhamal Sakadi Village
କେତେ ଆସିଲେଣି କେତେ ଗଲେଣି, ହେଲେ ଗାଁ ଯେମନ୍ତକୁ ସେମନ୍ତ ! ପାହାଡ଼ କନ୍ଦିରେ ଯାଉଛନ୍ତି ଲୋକେ

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଦଳପଡ଼ା ଗ୍ରାମ ପଞ୍ଚାୟତର ସାକାଡ଼ି ଗାଁ । ଫୁଲବାଣୀ ସହରଠାରୁ ମାତ୍ର ୩୫ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର ।

  • Thursday, 20 January 2022
Doctor declare child Death
ମଶାଣିରେ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ

ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି।

Police Showed No Mercy To People
ସେବେ ପୋସ୍କୋ ଏବେ ଜିନ୍ଦଲ: ପୁଣିଥରେ ରକ୍ତରଞ୍ଜିତ ହେବ କି ଢିଙ୍କିଆ ?

ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ ।

Twin brothers drown
ଏକାଠି ଆସିଥିଲେ, ଏକାଠି ଚାଲିଗଲେ

ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ।

Polythene
"ପଲିଥିନ ହଟିବ ବିଶ୍ୱ ବଞ୍ଚିବ"

ଗାଁକୁ ଗାଁ, ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ, ସବୁଠି ଚାଲିଛି ସଫେଇ କାର୍ଯ୍ୟ । ପଲିଥିନ ଗୋଟାଇ ତାକୁ ଏକ ବ୍ୟାଗ ରେ ରଖୁଛନ୍ତି ଯୁବ ଗୋଷ୍ଠୀମାନେ । ଇଏ କୌଣସି ପେଶାଦାର ଜରି ଗୋଟାଳି ନୁଁହନ୍ତି କି ଏଥିରୁ ଅର୍ଥ ଉପାର୍ଜନ କରିବାର ଉଦେଶ୍ୟ ନାହିଁ ଏମାନଙ୍କର ।

Tribal Boys Shine At ‘India’s Got Talent’
ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା, ‘India's Got Talent’ରେ ଚମକିଲେ ଅନାଥ ପିଲା

ଜାତୀୟ ସ୍ତରରେ ଆଦିବାସୀ ପ୍ରତିଭା। ମାଲକାନଗିରି ଉପାନ୍ତ ଜିଲ୍ଲାର ୧୩ ଜଣ ଅନାଥ ପିଲା ରିୟଲିଟି ଶୋ’ ‘India's Got Talent’ ରେ ସେମାନଙ୍କର ଜଲ୍ଓ୍ୱା ଦେଖାଇଛନ୍ତି।

Alcoholic Girl
ଭାଇରାଲ୍ ହେଉଛି ଯୁବତୀଙ୍କ ଉନ୍ମତ୍ତ ଭିଡିଓ… କହିଲେ- ମୁଁ ପିଲାଟି ବେଳରୁ ମଦ ପିଏ…

ଏ ଯୁବତୀ ଜଣକ କିଏ? କିଛିଦିନ ହେଲା ୟାଙ୍କ ଉନ୍ମତ୍ତ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସେ ନିଜେ ନିଶାରେ ଅଛନ୍ତି ଆଉ ପାଖକୁ କିଏ ଆସିଲେ ହାତକୁ କାଟି ଦେଉଛନ୍ତି। ସ୍ୱାମୀ ଓ ଶାଶୂଙ୍କ ଉପରେ ତାଙ୍କର ପ୍ରବଳ ରାଗ। ଜଣେ ଭଦ୍ରଲୋକ ଭିଡିଓ କରିବା ବାହାନାରେ ତାଙ୍କୁ ରାତି କାଟିବାରୁ ନିବୃତ୍ତ କରି ରଖିଥିଲେ।

Rights Of Divyang
ମୋର ସବୁ ଟ୍ୱିଟ୍‌ ବୈଜୟନ୍ତ ବାବୁ ସାଂସଦଙ୍କୁ ପଠାଇଲେ, ୨୦୧୬ରେ ଦିବ୍ୟାଙ୍ଗଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ଆଇନ

ଭୋଟ୍‌ ଦେବା ବେଳେ ଅଧିକାରୀ କହିଥିଲେ ତୁମେ କାହିଁକି ଭୋଟ୍‌ ଦେବାକୁ ଆସିଲ? ତୁମ ପାଇଁ ଟେବୁଲ ଘୁଞ୍ଚାଇବାକୁ ପଡ଼ୁଛି, ବାଲାଟ୍‌ ପେପର୍‌ ତଳକୁ ନେବାକୁ ପଡ଼ୁଛି... ହାରି ନଥିଲି ସଂଘର୍ଷ କରିଥିଲି, ସେଇଥିପାଇଁ ସରକାର ଆଣିଥିଲେ ନୂଆ ଆଇନ୍‌

Love Story Of Bird Human
ପକ୍ଷୀ-ମଣିଷ ପ୍ରେମ କାହାଣୀ… ପ୍ରେମ ବଡ଼ ନା ଆଇନ୍? ମଣିଷ ମାଆ ପାଖକୁ ଫେରିବ କି କୋକୋ?

କୋକୋ ପକ୍ଷୀଟିଏ ହୋଇଥିଲେ ବି, ତା ପାଇଁ ଘରେ ପଞ୍ଜୁରୀ ନଥିଲା। ମଣିଷ ମାଆର ପ୍ରେମ-ପଞ୍ଜୁରୀରେ ସେ ବାନ୍ଧି ହୋଇ ରହିଥିଲା ସବୁଦିନ। ହେଲେ ହଠାତ୍ ସେମାନଙ୍କର ଏଇ ପ୍ରେମ କାହାଣୀରେ ଘୋଟିଗଲା ଦୁଃଖର କଳାବାଦଲ। ଏବେ ପ୍ରଶ୍ନ- ପ୍ରେମ ବଡ଼ ନା ଆଇନ୍? କୋକୋ ପୁଣି ତା ମଣିଷ ମାଆ ପାଖକୁ ଫେରିବ ତ?

Family Donates Mans Body
ବାପାଙ୍କ ଶେଷଇଚ୍ଛା ପୂରଣ କଲେ ପୁଅ-ବୋହୂ, ଦାହ ନକରି ଡାକ୍ତରଖାନାକୁ ଦେଇଦେଲେ ଶବ

ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ ପୁଅ-ବୋହୂ ଓ ପରିବାର। ମୃତ୍ୟୁ ପରେ ଶବଦାହ କଲେନି ବରଂ ମେଡ଼ିକାଲ ଛାତ୍ରଙ୍କ ପଢା ପାଇଁ ଦାନ କରିଦେଲେ ମରଶରୀର...ମରିବା ପରେ ବି ଅମର ହୋଇ ରହିଲେ ନାରାୟଣ।

various colors of cauliflower
ଦିନେ ପଡ଼ିଆ ଥିଲା ଜମି, ଏବେ ସୁନାର ଫସଲ...ଫଳିଛି ରଙ୍ଗବେରଙ୍ଗ ଫୁଲକୋବି

ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।

A Different Love Story Of Bird & Human
ମଣିଷ ଓ ପକ୍ଷୀର ଭିନ୍ନ ଏକ ପ୍ରେମ କାହାଣୀ, ଖୁସି ଦେଲା ଦୁଃଖ ବି ଦେଲା କୋକୋ

ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ । 

Sumit Tapaswini
ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା, ଆଜି କୋର୍ଟରେ ହେବ ଫୈସଲା

୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ ।