ଆଜି ଦ୍ୱିତୀୟ ଥର ପାଇଁ ଢିଙ୍କିଆ ଯିବେ ହାଇକୋର୍ଟ କମିଟି । ଆଇନଜୀବୀ କମିଟି ଆଗରେ ମତ ରଖିବେ ପ୍ରକଳ୍ପ ବିରୋଧୀ ।
ଗତ ଜାନୁଆରୀ ୧୪ ତାରିଖରେ JSWର ପ୍ରସ୍ତାବିତ ଶିଳ୍ପ ବିରୋଧରେ ପ୍ରକଳ୍ପ ବିରୋଧୀ ଓ ଢିଙ୍କିଆ ଗାଁ ଲୋକଙ୍କ ପକ୍ଷରୁ ଶାଣିତ ହୋଇଥିଲା ପ୍ରତିବାଦ।
ପୋଲିସର ଲାଠିମାଡ଼ ମାମଲାରେ ହାଇକୋର୍ଟରେ ଏ ନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା।