• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Harm Environment

Polythene
"ପଲିଥିନ ହଟିବ ବିଶ୍ୱ ବଞ୍ଚିବ"

ଗାଁକୁ ଗାଁ, ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ, ସବୁଠି ଚାଲିଛି ସଫେଇ କାର୍ଯ୍ୟ । ପଲିଥିନ ଗୋଟାଇ ତାକୁ ଏକ ବ୍ୟାଗ ରେ ରଖୁଛନ୍ତି ଯୁବ ଗୋଷ୍ଠୀମାନେ । ଇଏ କୌଣସି ପେଶାଦାର ଜରି ଗୋଟାଳି ନୁଁହନ୍ତି କି ଏଥିରୁ ଅର୍ଥ ଉପାର୍ଜନ କରିବାର ଉଦେଶ୍ୟ ନାହିଁ ଏମାନଙ୍କର ।