ଶ୍ମଶାନ ଘାଟରେ ଅଜବ ଘଟଣା। ଶବଦାହ ସମୟରେ ଉତ୍ସବର ଦୃଶ୍ୟ। ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଅନ୍ତିମ ଭେଟି ଭାବରେ ପୁଅ ମଦ ଅର୍ପଣ କରିଛି। ଖାଲି ମଦ ନୁହେଁ ଏହା ସହିତ ବନାରସ ପାନ ଆଉ ବିଡି ମଧ୍ୟ ଅର୍ପଣ କରାଯାଇଛି।
ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି।