ଛୋଟିଆ ଝିଅଟିଏ। ସେ ଯେତେବେଳେ ଜନ୍ମହେଲା, ସମସ୍ତେ ତା ପାଇଁ ଚିନ୍ତିତ ଥିଲେ। କେମିତି ଚଳିବ, କେମିତି ଏ ସଂସାରକୁ ସାମ୍ନା କରିବ, ସେଥିପାଇଁ ବ୍ଯସ୍ତ ହୋଇପଡ଼ିଥିଲେ ବାପା ମାଆ। ଆଜି କିନ୍ତୁ ଝିଅଟି ପାଇଁ ସମସ୍ତେ ଗର୍ବିତ। ସୁରତର ରବର ଗାର୍ଲ ଭାବେ ପରିଚିତ ଦିବ୍ଯାଙ୍ଗ ଝିଅ ଅନ୍ୱୀ ବିଜୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କରିଛନ୍ତି।
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା। ଚାନ୍ଦିନୀ ଚାହିଁଲେ, ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ। ସେଥିପାଇଁ ଗାଁକୁ ଡକାଇଲେ। ଆଉ ଦେଖିଲେ ଯେ, ସେ ଯେଉଁ ଯୁବକ ଜଣଙ୍କୁ ପ୍ରେମ କରି ବସିଛନ୍ତି, ସେ ଜଣେ ଦୃଷ୍ଟିବାଧିତ ବ୍ଯକ୍ତି। ଅର୍ଥାତ ଆଖିକୁ ଦିଶୁନି। ଏହାପରେ ଚାନ୍ଦିନୀ କ’ଣ କଲେ ଦେଖନ୍ତୁ ଏହି ଭିଡିଓ।
୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ ।
ଏକ ମା’ର ଗର୍ଭରୁ ଦୁଇ ହଜାର ବର୍ଷ ତଳର ଭ୍ରୂଣ ମିଳିଛି। ଅନୁସନ୍ଧାନରେ ଏହି ଭ୍ରୂଣ ୨୮ ସପ୍ତାହର ବୋଲି ଜଣାପଡିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ବର୍ଷ ଧରି ମାତୃ ଗର୍ଭରେ ସଂରକ୍ଷିତ ରହି ଏହା ଏକ ଆଚାର ମୁଣ୍ଡା ଭଳି ହୋଇଯାଇଛି।
ମା’ଙ୍କୁ ଟଙ୍କା ଦେଲେ ପିଲାର ମସ୍ତିଷ୍କରେ ବିକାଶ ହୋଇଥାଏ। ଆମେରିକାର ଏକ ଅଧ୍ୟୟନରେ ଏହା କୁହାଯାଇଛି। କିପରି ଏହା ସମ୍ଭବ ହୋଇଥାଏ ଜାଣିବା ପାଇଁ ପଢନ୍ତୁ।
ଜନ୍ମରୁ ସେ ଶାରୀରିକ ଓ ମାନସିକ ଭାବେ ଅକ୍ଷମ। କିନ୍ତୁ ତାଙ୍କର ଦୃଢ ଇଛାଶନ୍ତି ଓ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୋଗକରି ସେ ପରିବାରର ଗର୍ବ ହୋଇଯାଇଛନ୍ତି।
ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ଓଡ଼ିଶାର ୬ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ।
ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍ '। ଆଉ ଏହି ଘରେ ରହିବେ ଲୋକମାନେ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । କିନ୍ତୁ ଏହା ସତ ଯେ, ଆଗାମୀ ଭବିଷ୍ୟତରେ ପାଣି ପାଇପ ଭିତରେ ଗୃହ ନିର୍ମାଣ ହେବ । ଆଉ ଏଭଳି ଚମତ୍କାର ହେବ ହଂଗକଂଗରେ । ଏହାର ଡେମୋ ପାଇଁ ମଧ୍ୟ ଘର ନିର୍ମାଣ ହୋଇସାରିଛି । ଯାହା ବେଶ୍ ୟୁନିକ ଓ ଆକର୍ଷଣୀୟ ଲାଗୁଛି । ଆଉ ଏଭଳି ଘର ନିର୍ମାଣ ପଛରେ ମଧ୍ୟ ରହିଛି ଏକ ବଡ କାରଣ ।
ଆଜିକାଲି ଯୁବପିଢି ନିଜକୁ ଫିଟ୍ ରଖିବା ନେଇ ଘଣ୍ଟା ଘଣ୍ଟା ଧରି ଜିମ୍ରେ ଝାଳ ବୁହାଉଛନ୍ତି। କିନ୍ତୁ ଏହି ଦୌଡରେ ମଧ୍ୟ ସାମିଲ୍ ହୋଇଛନ୍ତି ହ୍ରିତିକଙ୍କ ୬୮ ବର୍ଷୀୟ ମା’। ଏ ବୟସରେ ବି ସେ ଝିଅ ଭଳି ଦେଖାଯାଉଛନ୍ତି।
କାମ ନମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ନିର୍ଯାତନା। ୪ ଜଣ ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଫସି ରହିଛନ୍ତି।
ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ ।
ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ।
ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।
ଇରାନରେ ଖରାଦିନେ ଭୀଷଣ ଗରମ ଅନୁଭୂତ ହୁଏ । କାରଣ ତାହା ମରୁଭୂମି ଅଂଚଳ । ତେଣୁ ସେଠାରେ ଏସିର ଆବଶ୍ୟକତା ତ ନିହାତି ପଡୁଥାଏ । ତେବେ ଇରାନରେ ଘର ଥଣ୍ଡା ରଖିବାର ହଜାର ହଜାର ବର୍ଷ ପୁରୁଣା ଟେକନିକର ବ୍ୟବହାର କରାଯାଏ । ୟଜଦ୍ ସହରର ଏଭଳି ପ୍ରାକୃତିକ ଏସି ଦେଖିବାକୁ ମିଳେ । ହେଲେ ‘ପ୍ରାକୃତିକ ଏସି’ ପୁଣି କିଭଳି ହୋଇଥିବ । ଏହା କିଭଳି କାମ କରୁଥିବ । ତେବେ ଚାଲନ୍ତୁ ଜାଣିବା ଇରାନର ‘ପ୍ରାକୃତିକ ଏସି’ ବିଷୟରେ ।
ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ
କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇ ନାହାନ୍ତି।
ପୋଲିସ୍ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ।
ସାଂସଦ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ଖାଲି ଅଭିଯୋଗ ନୁହେଁ। ଯୁବତୀ ଜଣକ ଫୋନ୍ କରି ସିଧା ଶୁଣାଇ ଦେଲେ ମାଡାମ୍ ଜୁଏଲ୍ ବାବୁଙ୍କୁ କହିଦେବେ ଆଜି ତାଙ୍କ ଅଭିସ୍ ଝଡ଼ିଲା।
କୋଭିଡର ଅତି ସଂକ୍ରମଣ ପ୍ରଜାତି ହେଉଛି ଓମିକ୍ରନ୍। ଡେଲଟା ଭାଇରସ୍ ତୁଳନାରେ ଏହା ପାଞ୍ଚ ଗୁଣା ଅଧିକ ସଂକ୍ରମଣ ହେଉଛି। ତେବେ କେମିତି ରହିବେ ସୁରକ୍ଷିତ? ଶୁଣନ୍ତୁ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସି.ବି.କେ ମହାନ୍ତିଙ୍କ ମୁହଁରୁ...
ଏ ଏମିତିକା ବେଳ, ସ୍ଥାନ କାଳ ପାତ୍ର କିଛି ମାନୁ ନାହାଁନ୍ତି ପ୍ରାର୍ଥୀ। ଘର ତ ଘର, ବିଲରେ ପୋଷ୍ଟର ମାରୁଛନ୍ତି ଏମାନେ। ଯାହାକୁ ନେଇ ଏଠି ତୁମ୍ଭି ତୋଫାନ...
ଆଜି ମଙ୍ଗଳବାର। କାଲି ହେବ ବୁଧବାର। ଏହି ଆମିଷ ବାରକୁ ହାତ ଛଡା କରନ୍ତୁ ନାହିଁ। ଚିକେନ୍ ଆଣି ତିଆରି କରନ୍ତୁ ଚିକେନ୍ ବେସର। ରୁଟି ହେଉ କି ଭାତ ସବୁଥିବେ ଖାଇ ପାରିବେ ଏହି ସ୍ପେଶାଲ୍ ଆଇଟମ୍...
ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁ ଗହଳି। ପୋଷ୍ଟର ଓ ବ୍ୟାନର୍ ପାଇଁ ଯେତିକି ଗହଳି ଗୀତ ପାଇଁ ଷ୍ଟୁଡିଓରେ ଜବରଦସ୍ତ ଭିଡ଼। କବିମାନେ ବି ଚୁପ୍ ନ ବସି ଗାଉଛନ୍ତି ଏମିତି ଗୀତ...
ସତରେ ନିର୍ବାଚନ ଗୋଟିଏ ନିଶାରେ ନାରଣ। ଯଦି ନେତା ଦଳୀୟ ଟିକେଟ୍ ପାଇଲା, ତା ହେଲେ ମନ କୁଣ୍ଢେ ମୋଟ। ଯଦି ଟିକେଟ୍ ନ ମିଳେ, ତାହେଲେ ଏମିତି ଦେଖିବାକୁ ହେବରେ...
ବନ୍ଧୁକ ମୁନରେ ଡରାଇ ଧମକାଇ ଜମି ହଡ଼ପ କରିନେଉଥିଲା। ସେ ଆସିଲେ ଭୟରେ ଲୋକଙ୍କ ପାଟି ଫିଟୁ ନଥିଲା। ଲେଡି ଡନଙ୍କ ବେଶ ଯେମିତି ଠାଣି ସେମିତି। ହେଲେ ଶେଷରେ ଲେଡି ଡନ୍ ପିଙ୍କି ପ୍ରଧାନଙ୍କର ଖେଳ ଖତମ୍ ହୋଇଯାଇଛି। ତାଙ୍କ ଠିକଣା ଏବେ ଚୌଦ୍ୱାର ଜେଲ୍। ଦେଖନ୍ତୁ ଏହି ଭିଡିଓ।
ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...