• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Announced

CHSE Odisha 12th Result
ପ୍ରକାଶ ପାଇଲା CHSE ଦ୍ୱାଦଶ ରେଜଲ୍ଟ, ଏଥର ବି ବାଜି ମାରିଲେ ଛାତ୍ରୀ

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ । ଏକ ସଙ୍ଗେ ବାହାରିଲା କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ରହିଛି ୮୦.୯୫ ପ୍ରତିଶତ । ସେହିପରି  ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି ।

22 policemen from Odisha to get Police Medals on the occasion
ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ।

Election Commission announces seven-phase polls in 5 states from Feb 10, counting of votes on March 10
ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ

ଭାରତର ନିର୍ବାଚନ କମିସନ୍‌ ସୁଶୀଲ ଚନ୍ଦ୍ରା ନିର୍ବାଚନ ତାରିଖ ଘୋଷଣା କଲେ। ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍‌ ଆଜି ୫ଟି ରାଜ୍ୟରେ ବିଧାନସଭା ତାରିଖ ଘୋଷଣା କରିଛନ୍ତି।

Odisha Panchayat Polls । Final Reservation List For Zilla Parishad President Posts Announced
ମହିଳାଙ୍କ ପାଇଁ ୫୦ %

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି.. ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି