କଲେଜ୍ରେ ପାଠ ପଢୁ ପଢୁ ମାଡ଼ିବସିଲା ରୋଗ। ବିଛଣାରେ ଶଯ୍ୟାଶାୟୀ ନରେଶ...ବାପା-ମାଆ ଦିନରେ କାମକୁ ଗଲେ ରାତିରେ ଘରେ ଚୁଲି ଜଳେ...ଆଉ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି କାନ୍ଦିକାନ୍ଦି ନୟାନ୍ତ ହେଲେଣି ବାପା-ମାଆ। କେମିତି ପୁଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପୂରା ପରିବାର
ଅତ୍ୟାଚାରର ସବୁ ସୀମା ଟପିଲା ପୁଅ । ଗଛ ମୂଳେ ବସିଛନ୍ତି ବାପା-ମାଆ। ଘରକୁ ପସିବା ମାତ୍ରେ ଦୂରରୁ ପନିକି ଫୋପାଡ଼ୁଛନ୍ତି ପୁଅ ବୋହୂ। ଶିଡ଼ି ଲଗାଇ ପାଚେରୀ ଡେଇଁ ଘରୁ ବାହାରୁଛନ୍ତି ବୃଦ୍ଧ ଦମ୍ପତି। ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ କାନ୍ଦୁଛନ୍ତି ବାପା-ମାଆ
ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି ।
ସବୁ ଜିଲ୍ଲା ଜଜ୍ ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି କରାଯାଇଛି । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦାଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।
କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ । ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।
ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।
ପୋଲିସ୍ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି।
ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ।
ବି.ଟେକ ଛାତ୍ରଙ୍କ ଅଭିନବ ଉପାୟ , ଉପରେ ମୋବାଇଲ ତଳେ ଡିଜିଟାଲ ସେବା
ଆଜିକାଲି ୟୁଟ୍ୟୁବ୍ ଏକ ଭଲ ରୋଜଗାରର ମାଧ୍ୟମ ହୋଇଯାଇଛି। ନୂଆ ନୂଆ ଇନ୍ଫ୍ଲ୍ୟୁଏନସର୍ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଏମିତି ଜଣେ ୟୁଟ୍ୟୁବର୍ ସାମ୍ନାକୁ ଆସିଛନ୍ତି ଯିଏ ମାତ୍ର ୪୨ ସେକେଣ୍ଡରେ ୧କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି।
ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଦୁଇଟି ବିବାହ କରିବା ପାଇଁ ଲୋକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଉଭୟ ପତ୍ନୀ ଝଗଡା ନ କରି ଦୁଇ ଭଉଣୀ ଭଳି ଚଳନ୍ତି।
ପ୍ରତ୍ୟେକ ମା’ ନିଜ ସନ୍ତାନର ଲାଳପାଳନ ଠାରୁ ଆରମ୍ଭ କରି ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ମାଆଙ୍କ ସଂଘର୍ଷର କାହାଣୀ ଅଛି ଯାହାକୁ ଜାଣିଲେ ଆପଣ ଆଖି ଲୁହରେ ଭିଜିଯିବ। ତେବେ ଆସନ୍ତୁ ଜାଣିବା ନେହା ଶର୍ମାଙ୍କ ସଂଘର୍ଷର କାହାଣୀ।
ତେଲ ଦର ବୃଦ୍ଧିକୁ ନେଇ ଅନେକ ଅସନ୍ତୋଷ ଦେଖେଇଛନ୍ତି। ଅନେକ ବାଧ୍ୟହୋଇ ଗାଢି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ଏମିତି କିଛି କୌଶଳ ଆପଣେଇଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ଭଳି।
ବାସଗୃହ କ୍ରେତାଙ୍କୁ ଠକି ଆଉ ଖସିପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ କର୍ତ୍ତୃପକ୍ଷ(ଓରେରା)।
ଆଉ ଠକି ପାରିବେନି ବିଲ୍ଡର। ବାସଗୃହ ପ୍ରକଳ୍ପ ବାସିନ୍ଦାଙ୍କ ଲାଗି ପଞ୍ଜୀକୃତ ସୋସାଇଟି ଗଢ଼ା ନ ହେବା ଯାଏଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବାକୁ ବିଲ୍ଡର ବାଧ୍ୟ ହେବେ। ଏମିତି ରାୟ ଶୁଣାଇଛନ୍ତି ଓରେରା।
ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିଲା ପୁଅ l ହେଲେ ମୃତଦେହ ହୋଇ ଫେରିଲା ଗାଁକୁ l ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୂଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକମାତ୍ର ୨୬ ବର୍ଷୀୟ ପୁଅ ଶୁଭକାନ୍ତ ପ୍ରଧାନ ।
ଦୁଇ ବନ୍ଧୁ ସଂଜୀବ କୁମାର ସାହୁ ଓ ଆଲୋକ କୁମାର ପତି । ଦୁହେଁ ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ ବୟସ ୪୫ ବର୍ଷ। ଜନ୍ମରୁ ହିଁ ଏମାନେ ବାକ୍ ବାଧିତ ଅର୍ଥାତ କଥା କହିପାରନ୍ତି ନାହିଁ।
ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ
ଲତାଙ୍କ ପରି ଗୁରୁଙ୍କଠାରୁ ସଙ୍ଗୀତ ସାଧନା କରିବା କିଛି କମ୍ କଥା ନୁହେଁ। ଥରେ ମୁଁ ରାଧାକୃଷ୍ଣ ମୂର୍ତ୍ତି ଓ ଖଜା ନେଇ ଯାଇଥିଲି...ମତେ ଛୁଇଁ ଦେଇ କହିଲେ ତୁମେ ଓଡ଼ିଶାରୁ ଆସିଛ...ତୁମକୁ ଛୁଇଁଦେଲେ ଜଗନ୍ନାଥଙ୍କ ପାଖରେ ପହଞ୍ଚିଯିବି କହିଥିଲେ। ନିଜ ଗୀତ ସ୍ୱରର ଯାଦୁଗରୀରେ ବିଭୋର ହେଉଛନ୍ତି ଦର୍ଶକ..ଆପଣ ବି ଶ୍ୟାମାମଣି ଦେବୀଙ୍କ ମୁହଁରୁ ପଦିଏ ଗୀତ ଶୁଣୁନିଅନ୍ତୁ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର..ସାର୍ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍ ବେବି ରଙ୍ଗବତୀ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର । ସାର୍ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍ ବେବି ରଙ୍ଗବତୀ
ରାତି ଅଧରେ ଫୋନ୍ ଆସିଲା,ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା । ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍ ବେଡ୍ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।
ଭୋଟ୍ ସରିଲା ମାନେ ଆମର କିଛି ପାୱାର ନାହିଁ। ଟଙ୍କା ୭ଶହ ଯୋଗାଡ଼ କରି ଯାଉଛି ମୁଁ ଦାଦନ ଯିବି...ନେତାତ ମେଞ୍ଚାଏ ପ୍ରତିଶ୍ରୁତି ଦେଲେ ହେଲେ ରଖିଲେନି