Advertisment

ପ୍ରେମିକକୁ ଛୁରୀ ମାରିଲା ଦୁର୍ବୃତ୍ତ, ଜୀବନ ବଞ୍ଚାଇବାକୁ ଅଧ ରାତିରେ ଘରୁ ବାହାରି ଆସିଲା ପ୍ରେମିକା

ରାତି ଅଧରେ ଫୋନ୍‌ ଆସିଲା,ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା । ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍‌ ବେଡ୍‌ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।

author-image
Pallipuspa Samal

ରାତି ଅଧରେ ଫୋନ୍‌ ଆସିଲା...ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ...କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା...ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍‌ ବେଡ୍‌ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ ନର୍ସ, ଭଲ ପାଇବା କେମିତି ପାଗଳ କରିଦିଏ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ

Advertisment
Girl Save Boy Friend From Death
Advertisment
Advertisment