ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ। ଟଙ୍କା ଆଣିବ କ’ଣ? ଶବ ହୋଇ ଘରକୁ ଫେରିଲା...ମରିବାର ୨ ମାସ ପରେ ଘରେ ପହଞ୍ଚିଲା ମୃତଦେହ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ, କୋହ ସମ୍ଭାଳିପାରୁନି ବାପା, ଦେଖନ୍ତୁ ସେହି ଛାତିଫଟା ଦୃଶ୍ୟ...
Published: Rajalaxmi Sahoo
Last updated: 16 March 2022, 12:01 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।