• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

food fare
ମହମହ ବାସୁଛି କଲେଜ୍ ପରିସର : ପିଠାପଣା ସାଙ୍ଗକୁ ଦହିବରା, ଆଳୁଦମ, ଗୁପଚୁପ ତଆରି କରୁଛନ୍ତି ଛାତ୍ରଛାତ୍ରୀ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ ମଧ୍ୟ ବହୁତ କମ । ୫ଟଙ୍କା ଠାରୁ ୩୦ଟଙ୍କା ଯାଏ ।

Shelter House
ଏ କି ବ୍ୟବସ୍ଥା ? ଭୁବନେଶ୍ୱରରେ କାହା ପାଇଁ ଆଶ୍ରୟସ୍ଥଳୀ ? ରାତିରେ ଡାକିଲେ ବି ଖୋଲୁ ନାହାନ୍ତି..

ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା ।

Car Accident In Nabarangpur
ଘାଟିରେ ଜଗିଥିଲା ଯମ, ନେଇଗଲା ୨ ସାଙ୍ଗଙ୍କ ଜୀବନ

ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।

Two Of Family Charred To Death In Rayagada
ଚାହୁଁ ଚାହୁଁ ଉଜୁଡ଼ି ଗଲା ହସଖୁସିର ସଂସାର, ଆଖି ସାମ୍ନାରେ ଚାଲିଗଲା ଜୀବନ

ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ। 

Awas Fight
ଦୁର୍ନୀତିର ଗୁମର ଖୋଲିଲା ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି।

Naveen Patnaik With Kapil Sharma
ନବୀନଙ୍କୁ ଭେଟିଲ କମେଡି କିଙ୍ଗ୍‌ କପିଲ ଶର୍ମା

କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।

Burning House
ଘର ଭିତରେ ପୋଡ଼ିଗଲେ ପରିବାର

ଅପରାହ୍ନ ୫.୪୫ରେ ଘଟଣା ଘଟିଥିଲା।

  • Thursday, 17 March 2022
White Pig Farming
ନାଗାଲ୍ୟାଣ୍ଡରେ ସାଲେପୁର ଘୁଷୁରୀର ଡିମାଣ୍ଡ

କିଛି ଗୋଟେ କରିବେ ବୋଲି ଭାବୁଥିଲେ। ଠିକ ସେତିକି ବେଳେ ୟୁଟ୍ୟୁବରୁ ଦେଖିଲେ ଧଳା ଘୁଷୁରୀ ଚାଷ ବିଷୟରେ। ଆଉ ତା’ପରେ ନିଜ ଗାଁରେ କରୁଛନ୍ତି ଧଳା ଘୁଷୁରୀ ଚାଷ। ଏଠାରେ ଘୁଷୁରୀ ଛୁଆ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ପଠାଇ ଭଲ ରୋଜଗାର କରୁଛନ୍ତି ସାଲେପୁରର ଅମୂଲ୍ୟ ରାଉତ

10-Ft Long Tomato Plant
୧୦ ଫୁଟିଆ ବିଲାତି ଗଛ, ଦିନକୁ ଫଳୁଛି ୩ କିଲୋ ବିଲାତି

ଏତେ ବଡ଼ ବିଲାତି ଗଛ ଆପଣ କେବେ ଦେଖିନଥିବେ। ୧୦ ଫୁଟ୍‌ ପର୍ଯ୍ୟନ୍ତ ବଢିଛି, ଦିନକୁ ୩ କିଲୋ ବିଲାତି ଅମଳ ହେଉଛି..ଗଛ ଦେଖିବାକୁ ଏବେ ସ୍ଥାନୀୟ ଅଂଚଳରେ ଲାଗିଛି ଭିଡ଼

The Great Odisha Political Circus
ପଞ୍ଚାୟତ ନିର୍ବାଚନ ତ ସରିଲା ଏବେ ପୌର ନିର୍ବାଚନ

ପଞ୍ଚାୟତ ନିର୍ବାଚନ ତ ସରିଲା ଏବେ ପୌର ନିର୍ବାଚନ । ଏ ମଉସା କାଇଁ ଏମିତି ହେଉଛ।

 Man Fights Off Leopard To Save Sister-In-Law
ଦିଅର ନମ୍ବର ୱାନ୍‌: ବାଘ ସହ ଲଢେଇ କରି କରି ବଂଚାଇ ଦେଲେ ଭାଉଜର ଜୀବନ

ନମ୍ବର ୱାନ ଦିଅର। ଅଧ ରାତିରେ ବାଘ ସହ ଲଢେଇ କରି କରି ବଞ୍ଚାଇ ଦେଲେ ଭାଉଜଙ୍କ ଜୀବନ...ପରିସ୍ରା କରିବାକୁ ଉଠିଥିବା ବେଳେ ଛକି ବସିଥିବା ବାଘ କରିଥିଲା ଆକ୍ରମଣ, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ। ଉଭୟ ବାଘ କାମୁଡ଼ାରେ ଆହତ ହେଲେ ସତ କିନ୍ତୁ ଜୀବନ ଫେରି ପାଇଲେ। ଦେଖନ୍ତୁ କଣ ଥିଲା ପୂରା ଘଟଣା

Otv
ୟୁରୋପ୍‌ର ଭୂସ୍ୱର୍ଗ ଥିଲା ୟୁକ୍ରେନ୍‌.. ଜାଣନ୍ତୁ କାହିଁକି ?

ସାରା ପୃଥିବୀରେ ଅନେକ ସୁନ୍ଦର ଦେଶ ରହିଛି ତା ଭିତରୁ ୟୁକ୍ରେନ୍‌ ଥିଲା ଗୋଟିଏ ସୁନ୍ଦର ଦେଶ। ଆଗରୁ ଯିଏ ଯାଇଛି ସେହିଁ ପାଖରୁ ଦେଖିଛି ୟୁକ୍ରେନ୍‌ର ସୌନ୍ଦର୍ଯ୍ୟକୁ । ହେଲେ କାହିଁଙ୍କି ୟୁକ୍ରେନ୍‌କୁ କୁହାଯାଏ ୟୁରୋପ୍ ମହାଦେଶର ଭୂସ୍ୱର୍ଗ ବୋଲି।

kotia
ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ

ଘୁଞ୍ଚିଲା କୋଟିଆ ଶୁଣାଣି । ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଦାୟର ମାମଲାର ଶୁଣାଣି ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ଅଦାଲତ । ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ମାମଲା କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଛି ।

Public Attack On Chilika MLA Prashant Jagdev
ଏତିକି ଖୋବା ଖାଇବା ପରେ ସ୍ମିତ ହାସ୍ୟ ବାହାରୁଛି...ତୁମେ କେଡେ

ଏତିକି ଖାଇବା ପରେ ସେ ପିଠି ଆଉ ଅଛି ତ? ହଇରେ ନାରଣ...ଇଏ କଣ ମୁଣ୍ଡରୁ ଗାମୁଛା ଫୋପାଡ଼ି ଦେଇ ପୂରା ସ୍ମାଇଲ ଦେଉଛନ୍ତି? ମେଡ଼ିକାଲ ନୁହେଁ ତ ଆୱାର୍ଡ଼ ନେବା ପାଇଁ ଆଉଛନ୍ତି ବୋଧହୁଏ...

Real Face of Fake Doctor
ଜମା ବିଶ୍ୱାସ କରନି, ଏମିତି ଲୋଭ ଦେଖାଇ ୧୭ ସ୍ତ୍ରୀ ରଖିଲାଣି

ଆଜ୍ଞା…ଜମାରୁ ବିଶ୍ୱାସ କରନ୍ତୁନି। ରୋଗୀଙ୍କୁ ଲୋଭ ଦେଖାଇ ଦେଖାଇ ୧୭ ସ୍ତ୍ରୀ ରଖିଲାଣି। ଟିକିଏ ଗଳାବଟ ପାଇଲେ ଚଟ୍‌କିନା ଗଳି ଯିବ, ଆଉ ସ୍ତ୍ରୀ କରିପକାଇବ

Apana Eka Nuhanti On OTV
ପାଖରେ ଟଙ୍କା ନାହିଁ, ମେଡ଼ିକାଲ ଯାଇପାରୁନାହାନ୍ତି

କଲେଜ୍‌ରେ ପାଠ ପଢୁ ପଢୁ ମାଡ଼ିବସିଲା ରୋଗ। ବିଛଣାରେ ଶଯ୍ୟାଶାୟୀ ନରେଶ...ବାପା-ମାଆ ଦିନରେ କାମକୁ ଗଲେ ରାତିରେ ଘରେ ଚୁଲି ଜଳେ...ଆଉ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି କାନ୍ଦିକାନ୍ଦି ନୟାନ୍ତ ହେଲେଣି ବାପା-ମାଆ। କେମିତି ପୁଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପୂରା ପରିବାର

 Alleging Son's Torture
ଗଛ ମୂଳେ ବାପା-ମାଆ,ଘରକୁ ଯିବୁନି...ଗଲେ ପୁଅ ପନିକି ଫୋପାଡ଼ୁଛି

ଅତ୍ୟାଚାରର ସବୁ ସୀମା ଟପିଲା ପୁଅ । ଗଛ ମୂଳେ ବସିଛନ୍ତି ବାପା-ମାଆ। ଘରକୁ ପସିବା ମାତ୍ରେ ଦୂରରୁ ପନିକି ଫୋପାଡ଼ୁଛନ୍ତି ପୁଅ ବୋହୂ। ଶିଡ଼ି ଲଗାଇ ପାଚେରୀ ଡେଇଁ ଘରୁ ବାହାରୁଛନ୍ତି ବୃଦ୍ଧ ଦମ୍ପତି। ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ କାନ୍ଦୁଛନ୍ତି ବାପା-ମାଆ

muslim to hindu convert
ବାହା ହେବା ପାଇଁ ନିଜ ଇଚ୍ଛାରେ ମୁସ୍‌ଲିମ୍‌ରୁ ହିନ୍ଦୁ ହେଲେ ଯୁବତୀ

ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି ।

Orissa High Court
ଏଣିକି ସକାଳୁ ସକାଳୁ ଖୋଲିବ କୋର୍ଟ

ସବୁ ଜିଲ୍ଲା ଜଜ୍ ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି କରାଯାଇଛି । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦାଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । 

School Vehicle
ସ୍କୁଲରୁ କୁନି ପିଲାଙ୍କୁ ନେଇ ଘରେ ଛାଡ଼ିବାକୁ ଯାଉଥିଲା ଗାଡ଼ି, ହଠାତ୍‌ ରାସ୍ତାରେ ଫାଟିଗଲା ରେଡିଏଟର..

ଗାଡ଼ିରେ ଥିବା ରେଡିଏଟର ଫାଟିଯିବା ଯୋଗୁଁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ମାର୍ଶାଘାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଅଭିଭାବକଙ୍କ ମହଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

brother-in-law Save sister in law from the tiger
ବାଘ ମୁହଁରୁ ଭାଉଜକୁ ରକ୍ଷାକଲା ଦିଅର

କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ । ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 Compulsory Retirement
 ଆଉ ୬ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୬ ଅଧିକାରୀଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି।

online trading
ଅନଲାଇନ୍‌ ଟ୍ରେଡିଂର ମାୟାଜାଲ ଭିତରେ ଛନ୍ଦି ହୋଇ ଜୀବନ ହାରିଲେ ଯୁବକ : ପୁଅକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ବାପାମା’

ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।

Lovestruck class 8 girl elopes with teacher
ରସିକିଆ ଗଣିତ ମାଷ୍ଟରଙ୍କ ପ୍ରେମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ଘର ଛାଡ଼ି ପଳାଇଲେ

ପୋଲିସ୍‌ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି।

Youth Goes Abroad For Job, Dead Body Returns Home
ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ, ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ

ପୁଅ ମରିବାର ୨ ମାସ ପରେ ଘରେ ପହଞ୍ଚିଲା ଶବ। ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଟଙ୍କା ରୋଜଗାର କରିବାକୁ ବିଦେଶ ଯାଇଥିଲା ପୁଅ।

  • Wednesday, 16 March 2022