• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Food Cum Craft Fair

food fare
ମହମହ ବାସୁଛି କଲେଜ୍ ପରିସର : ପିଠାପଣା ସାଙ୍ଗକୁ ଦହିବରା, ଆଳୁଦମ, ଗୁପଚୁପ ତଆରି କରୁଛନ୍ତି ଛାତ୍ରଛାତ୍ରୀ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ ମଧ୍ୟ ବହୁତ କମ । ୫ଟଙ୍କା ଠାରୁ ୩୦ଟଙ୍କା ଯାଏ ।