• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

virat and anuska
ବିରାଟ-ଅନୁଷ୍କାଙ୍କ ବାହାଘରରେ ମାତ୍ର ୫୦ ଜଣ ଥିଲେ ଅତିଥି ! ହେଲେ କାହିଁକି?

ସେଲିବ୍ରେଟିଙ୍କ ବାହାଘର କଥା ଆସିଲେ ଅଭିଶେକ-ଐଶ୍ଚର୍ଯ୍ୟାଙ୍କୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। ପ୍ରେମର ଲମ୍ବା ଇନିଙ୍ଗ୍ସ ଖେଳି ଅନୁଷ୍କାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହୁଅନ୍ତି ବିରାଟ୍‌। ଲୁଚା ଛପା ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ବିରାଟ-ଅନୁଷ୍କା

death
ସନ୍ଦେହଜନକ ଅବସ୍ଥାରେ କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ

Lekhasri Samantsinghar
ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ପ୍ରସଙ୍ଗ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?

THE GREAT ODISHA POLITICAL CIRCUS
ବାବୁଙ୍କ ଏତେ କ୍ରେଜ୍‌ ଥାଉ କୋଟପାଡ଼ ଓ ଜୟପୁରରେ ଖେଳ କରିଦେଲେ ଭାଲୁ ଭାଇ

ନବୀନ ବାବୁଙ୍କ ଏତେ ପ୍ରବଳ କ୍ରେଜ୍‌। ହେଲେ ପୂରା ଦମ୍‌ରେ ବିଜେଡ଼ିକୁ ଚକମା ଦେଇଦେଲେ ଭାଲୁ ଭାଇ। ଏମିତି ମାୟାଜାଲ ବିଛାଇଲେ ଯେ, ସିଧା ସିଧା ଶଙ୍ଖ ଚିତ୍‌ପଟାଙ୍ଗ ହୋଇ ପଡ଼ିଲା...ଆଉ ତା’ ପରେ ଦେଖୁନାହାନ୍ତି କେମିତି ନାଚୁଛନ୍ତି ଭାଲୁ ଭାଇ

OTV Taste Of Odisha
ଖରା ଦିନେ କେମିତି କରିବେ ପାନପତ୍ର ସର୍ବତ?

ପ୍ରବଳ ଖରାରେ ଝାଇଁ ଝାଇଁ ହେଇ ଯାଉଛି ଦେହମୁଣ୍ଡ। ଏବେ ଖାଲି ପଖାଳ, ସର୍ବତ...ତରଭୁଜ ଖାଇବାକୁ ମନ ଡାକୁଛି। ହେଲେ ଏଇ ପାନପତ୍ର ସର୍ବତ ଆପଣ କେବେ ପିଇଛନ୍ତି କି? ଯଦି ନା ତେବେ ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ପାନପତ୍ର ସର୍ବତ। ସୁଆଦିଆ ଯେମିତି ଦେହ ପାଇଁ ହିତକର ସେମିତି

IAS Ananya Singh success story
ମାତ୍ର ବର୍ଷେ ପ୍ରସ୍ତୁତି; ୨୨ ବର୍ଷରେ ପାଇଗଲେ IAS

ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।

New Barricade
ଶ୍ରୀମନ୍ଦିର ଐତିହ୍ୟ କରିଡରରେ ନିର୍ମାଣ ହେବ ଆଉ ଏକ ପ୍ରାଚୀର? 

ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍‌ରେ ଦେଖିବାକୁ ମିଳିବ।

Making News Only On OTV
ରମାଟା ଆମର ବଢିଆ ରାନ୍ଧେ, ବାଟଗଲା ଲୋକଙ୍କୁ ବି ଡାକି ଆଣି ଗିଳେଇ ଦେବ...

ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ

Sambalpur Police recovers Rs 32 lakh in cash buried underground
ମାଟି ତଳେ ବିଡ଼ା ବିଡ଼ା ଟଙ୍କା !

ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।

Economics Graduate Sells Tea
ଇକୋନମିକ୍ସରେ ସ୍ନାତକ କରିଛନ୍ତି, ଏବେ ଷ୍ଟେସନରେ ଚା’ ବିକୁଛନ୍ତି...

ଇକୋନମିକ୍ସରେ ସ୍ନାତକ କରିଛନ୍ତି। ୨ ବର୍ଷ ଧରି ଚାକିରି ଖୋଜି ଖୋଜି ନୟାନ୍ତ ହେବା ପରେ ଏବେ ପାଟନା ଷ୍ଟେସନ ପାଖରେ କରିଛନ୍ତି ଚା’ ଦୋକାନ। ଟେଷ୍ଟ ଏମିତି ଅଏଛି ଯେ, ପିଇବାକୁ ଲୋକଙ୍କର ଲାଗୁଛି ଖଚାଖଚ ଭିଡ଼। ଚାକିରି କରିବା ପାଇଁ ଏବେ ବି କରୁଛନ୍ତି ଚେଷ୍ଟା...

Rampant PC Culture in Odisha's Ganjam
ସୂଚନା ଫଳକରେ ଲେଖାଗଲା ପିସି ବାବଦକୁ ଖର୍ଚ୍ଚ କେତେ !

ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର ।

News Fuse
ଏଇଟା ରାମ ଖେଚୁଡ଼ି, ଖାଇଜାରେ ବାବା...ପେଟ ପୂରାଇ

ହଇରେ ନାରଣ ନବୀନ ବାବୁ ୫ ଟଙ୍କାରେ ଆମକୁ ଭାତ, ଡାଲମା ଦେଉଛନ୍ତି। ତୁମେ ଆମକୁ ଏ ଦନାରେ ରାମ ଖେଚୁଡ଼ି ଦେଲେ ପେଟ ପୂରିବ ତ? ନାଇଁରେ ଇଏ ତ ତଣ୍ଟିରେ ଲାଗିବ। ହେଲେ ଡିମାଣ୍ଡ କିନ୍ତୁ ବହୁତ ଅଧିକ ରହିଛି ଏ ଖେଚୁଡ଼ିର...ଏଇଟା କଣ ଦିଲ୍ଲୀ ଫର୍ମୁଲା କି?

The Supreme Court is hearing today
ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଟ୍ରିବୁ୍ୟନାଲର ରାୟକୁ ବିରୋଧ କରି ଓଡିଶା ପକ୍ଷରୁ ଦାଖଲ ହୋଇଛି ତିନିଟି ସ୍ପେଶାଲ ଲିଭ୍ ପିଟିସନ୍ । ସୁପ୍ରିମକୋଟଙ୍କ ତିନିଜଣିଆ ଖଣ୍ଡପୀଠଦ୍ୱାରା ହେବ ଶୁଣାଣି ...

Heavy Vehicle
ଭାରି ଯାନବାହନର ଫିଟ୍‌ନେସ ଅବଧିକୁ ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି।

Sundargarh
କବାଡ଼ିବାଲାଙ୍କୁ ବିକ୍ରି ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି !

ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କବାଡ଼ିବାଲାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

 E-Bicycle Designed By Assamese Student
ଚୋରଙ୍କୁ ଡର ନାହିଁ, ଏଇ ଇ-ବାଇସାଇକେଲକୁ କେହି ଚୋରି କରି ନେଇପାରିବେନି

ଇଏ ଏମିତି ଏକ ଇ-ବାଇସାଇକେଲ୍‌ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍‌। ଚୁଟ୍‌କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍‌। ଜାଣନ୍ତୁ ଏହାର ଦାମ୍‌ କେତେ?

Honest Autorickshaw Driver
ବଞ୍ଚିଛି ମାନବିକତା, ହଜିନି ମଣିଷ ପଣିଆ। ରାସ୍ତାରୁ ପନିପର୍ସ, ସୁନା, ଟଙ୍କା ଓ ମୋବାଇଲ ଫୋନ୍‌ ପାଇଲେ

ବଞ୍ଚିଛି ମାନବିକତା, ହଜିନି ମଣିଷ ପଣିଆ। ରାସ୍ତାରୁ ପନିପର୍ସ, ସୁନା, ଟଙ୍କା ଓ ମୋବାଇଲ ଫୋନ୍‌ ପାଇଲେ। ଲୋଭ ୟାଙ୍କୁ କରିପାରିଲାନି ବଶବର୍ତ୍ତୀ...ପୋଲିସର ସହାୟତା ନେଇ ହଜିଥିବା ଲୋକଙ୍କୁ ଖୋଜିଲେ, ସବୁ ସମ୍ପତ୍ତି ଫେରାଇ ଦେଲେ, ରାଜୁ ଭାଇଙ୍କ ମହାନ କାମକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା

IPS Arun Bothra In Headlines Again
ମହିଳା ସାମ୍ବାଦିକଙ୍କ ଭିଡ଼ିଓ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। କହିଲେ....

ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍‌ର ପେଜ୍‌ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି...ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି....ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ

Olive Ridley Turtles
କେମିତି ହେବ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା? ବନ ବିଭାଗ ପାଖରେ ନାହିଁ ଅତ୍ୟାଧୁନିକ ବୋଟ୍

ସରିବାକୁ ବସିଛି କଇଁଛମାନଙ୍କ ଅଣ୍ଡାଦାନ ପ୍ରକିୟା । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୨୫ରୁ ଏବେ ଯାଏ  ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି ।ତେବେ କେମିତି ହେବ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା । ପାଟ୍ରୋଲିଂ ପାଇଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ୍ ନଥିବା ବେଳେ ବିଗତ ଦିନର ବିଫଳତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

Week-long school bus safety check drive in Odisha from Today
ଆଜିଠୁ ପୁଣି ଧରପଗଡ଼; କଡ଼ାକଡ଼ି ଯାଞ୍ଚ ହେବ ସ୍କୁଲ୍ ପିଲାଙ୍କୁ ନେଉଥିବା ବସ୍ ଓ ଅନ୍ୟାନ୍ୟ ଲାଇଟ୍ ଭେଇକିଲ୍

ଆଜିଠୁ ପୁଣି ଧରପଗଡ଼ । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହେବ ।

French man bharatnatyam dance on A R Rahman song
ଭାରତନାଟ୍ୟମ୍ ନାଚିଲେ ଫ୍ରେଞ୍ଚ୍ ଡ୍ୟାନ୍ସର

ଭାରତନାଟ୍ୟମ୍ ପ୍ରେମରେ ପଡିଲେ ଫରାସୀ ନୃତ୍ୟଶିଳ୍ପୀ। ଏ. ଆର୍. ରହମାନଙ୍କ ଏକ ଗୀତରେ ଭାରତନାଟ୍ୟମ ନାଚି ସବୁ ଭାରତୀୟଙ୍କ ମନ କିଣିଲେ।

Monkey Give Birth
ମା'ର ବେଦନାକୁ ବୁଝିପାରିଲେ ପୋଲିସ ବାବୁ; ମାଙ୍କଡ଼ ପେଟରୁ ଛୁଆକୁ ବାହାର କରି ଯନ୍ତ୍ରଣା ଦୂର କଲେ

ରାସ୍ତା କଡ଼ରେ ପ୍ରବଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲା ମାଆ ମାଙ୍କଡ଼। କଷ୍ଟ ଦେଖିପାରିଲେନି ପୋଲିସ କନେଷ୍ଟବଳ। ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣୀ ଅଖାରେ କରାଇଲେ ପ୍ରସବ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, କନେଷ୍ଟବଳଙ୍କୁ କରାଯାଉଛି ଭୂରି ଭୂରି ପ୍ରଶଂସା

Driver Protest
ଗୁଇନ୍ଦା ତଥ୍ୟ କେଉଁ କାମକୁ ?

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ?

Tractor Tire Blast
ଏମିତି ବି ଆସେ ମୃତ୍ୟ ! ପ୍ରେସର ଦେଉ ଦେଉ ଫାଟିଗଲା ଚକା, ଚାଲିଗଲା ଜୀବନ

ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦୀପଦା ଥାନା ଶାସଙ୍ଗ ଛକରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଥିବା ସୂଚନା ରହିଛି ।

Violence
ପିଡିଏସ୍ ପାଇଁ ହାତାହାତି; ନାଏବ ସରପଞ୍ଚଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ

ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।