ବଞ୍ଚିଛି ମାନବିକତା, ହଜିନି ମଣିଷ ପଣିଆ। ରାସ୍ତାରୁ ପନିପର୍ସ, ସୁନା, ଟଙ୍କା ଓ ମୋବାଇଲ ଫୋନ୍ ପାଇଲେ। ଲୋଭ ୟାଙ୍କୁ କରିପାରିଲାନି ବଶବର୍ତ୍ତୀ...ପୋଲିସର ସହାୟତା ନେଇ ହଜିଥିବା ଲୋକଙ୍କୁ ଖୋଜିଲେ, ସବୁ ସମ୍ପତ୍ତି ଫେରାଇ ଦେଲେ, ରାଜୁ ଭାଇଙ୍କ ମହାନ କାମକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା
Published: Pallipuspa Samal
Last updated: 20 April 2022, 08:49 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।