ଆକାଉଣ୍ଟରୁ ଟଙ୍କା କଟିବା ପରେ ଫୋନ୍ କଲେ ଶିକ୍ଷୟିତ୍ରୀ। ପଚାରିଲେ ଟଙ୍କା କଟିଲା କାହିଁକି? ସେପଟୁ ଉତ୍ତର ଆସିଲା ସର୍ଭର ପ୍ରୋବଲେମ୍ ପାଇଁ ଟଙ୍କା କଟିଲା। ହେଲେ ଆପଣ ତ କାର୍ଡ ବ୍ଲକ୍ କରିଦେଲେ। OTP ପାଇଁ ଲାଗିଲା ନାଟ...
ଦିନେ ଭାବିଥିଲେ ଜୀବନ ଯୁଦ୍ଧରେ ହାରିଗଲେ । ଆଉ ବଞ୍ଚିହେବନି । କିନ୍ତୁ ଓଟିଭିର ଏକ ଛୋଟ ପ୍ରୟାସ ତାଙ୍କ ମନରେ ଆଣିଲା ଆଶାର ଆଲୋକ । ଦିବ୍ୟାଙ୍ଗ ଜୟନ୍ତୀ ପୃଷ୍ଟି ଏବେ ଖୁସିରେ ପରଷୁଛନ୍ତି ଖାଦ୍ୟ । ବାଣ୍ଟୁଛନ୍ତି ଆନନ୍ଦ ।
ନିର୍ବାଚନ ପ୍ରଚାର ସମୟରେ ନିରଞ୍ଜନ ବାବୁ ଥିଲେ କେଉଁଠି? ଜଟଣୀକୁ ପ୍ରଚାର ପାଇଁ କିଏ ଆସିଛି? ଏତେ ଭଦ୍ର ଦେଖେଇ ହେଉଛ...ନିରଞ୍ଜନ ବାବୁଙ୍କୁ ଇସ୍ତଫା ଦେବା ପାଇଁ କାହିଁକି କହୁଛ? ମୋ ଛାତି ଚିରିଲେ କେବଳ କଂଗ୍ରେସ। ମତେ ନୋଟିସ୍ ଦେଇ ବିରାଟ ଭୁଲ କରିଦେଇଛି।
ଟାଇଁ ଟାଇଁ ଖରାରେ ବାହାରକୁ ବାହାରିଲେ ମୁଁହ ପୋଡି ଯାଉଛି l ପାରଦ ପୁରା ଉପରେ l ହେଲେ ଏହି ଅସହ୍ୟ ଖରାରେ ରାସ୍ତାର ତତଲା ପିଚୁରେ ହାତକୁ ହାତ ଧରା ଧରି ହୋଇ ଚାଲିଛନ୍ତି ଏକ ଯୁବ ଗୋଷ୍ଠୀ l ଏମାନଙ୍କ ଲକ୍ଷ୍ୟ ହେଉଛି ପରିବେଶ ସେବା l ଏକ ସ୍ୱତନ୍ତ୍ର ଚିନ୍ତାଧାରାରେ ନିମଗ୍ନ ଏହି ଯୁବ ଗୋଷ୍ଠୀଙ୍କ କାମକୁ ଦେଖିଲେ ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟୁଛି....
କରୋନା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏତିକି ବେଳେ ଅଳସ ଭାଙ୍ଗିଲେ କେଜ୍ରିୱାଲ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। ୟୁଜର୍ସ କହିଲେ...
ସୁନାର ସ୍ୱପ୍ନକୁ ଚୁରମାର କରିଦେଲା କିଡ଼ନୀ ରୋଗ। ୫ ବର୍ଷ ହେଲାଣି ଖଟିଆରେ ଶୋଇ ରହିଛନ୍ତି ସିଦ୍ଧାନ୍ତ। ଦିନେ ଖାଇଲେ ଦୁଇ ଦିନ ଉପାସରେ ରହିବା ପରି ସ୍ଥିତି। ଏଇଠି ଚିକିତ୍ସା କଥା ପଚାରେ କିଏ? ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ମିଳିଛି ସତ ହେଲେ କୌଣସି ମେଡ଼ିକାଲରେ ଏହା କରୁନି କାମ। ସାହାଯ୍ୟ ଅପେକ୍ଷାରେ ସିଦ୍ଧାନ୍ତ
ଏମିତି ପୋଲିସ ବାବୁଙ୍କୁ କଣ କହିବେ? ପୁଅର ମାମଲା ସମ୍ପର୍କରେ ଥାନାକୁ ଆସିଥିଲେ ମହିଳା। ଅଭିଯୋଗ ଶୁଣିବେ କଣ? ଓଲଟି ସାର୍ଟ ଖୋଲି ଗରମ ତେଲ ମାଲିସ କରିବାକୁ କହିଲେ ଏଇ ଥାନା ବାବୁ। ପାଖରେ ଥିଲା ମିକ୍ସଚର ଓ ବିସ୍କୁଟ୍। ଗ୍ୟାସରେ ବସିଥିଲା ଚା’। ଏବେ ସୋସିଆଳ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଏୟାରପୋର୍ଟରେ ବୋମା ଥିବା ନେଇ ଜୋରରେ ବାଜିଲା ଆଲାରାମ୍। ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଯେତେବେଳେ ସତ ଜଣାପଡ଼ିଲା....
ତୋ ଘରଟା କୋଉଠି? ମନେ ମନେ କଣ ନିଜକୁ ବିରାଟ ଇଞ୍ଜିନିୟର ଭାବୁଛୁ? ବେକକୁ ସଲସଲ କର...ଜୁନିଅର ମାନେ ସିନିଅର ଯାହା କହିବ ତୁ ମାନିବାକୁ ବାଧ୍ୟ। ଦେଖନ୍ତୁ ଜୁନିଅର ପିଲାଙ୍କୁ କେମିତି ରାଗିଂ କରୁଛନ୍ତି ସିନିଅର
ବୀର ଯବାନ ବିବାହ ପାଇଁ ଏୟାରଲିଫ୍ଟ ହୋଇଛନ୍ତି ।
ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ପ୍ରତି ମାସ ସରକାର ଦେବେ ୧ ହଜାର ଟଙ୍କା। ଏଇଥି ପାଇଁ କରିବାକୁ ପଡ଼ିବ ଏଇ ଛୋଟିଆ କାମ
ଅନ୍ୟ ରାଜ୍ୟ ପରି ଓଡ଼ିଶାରେ କୋଇଲା ସଙ୍କଟ ନାହିଁ ।
କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି।
କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ।
କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
କୃଷ୍ଣ ସାଗରରେ ରୁଷୀୟ ଯୁଦ୍ଧପୋତ ଜଗୁଛନ୍ତି ଡଲଫିନ୍ । ପାଣି ତଳେ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ଡଲଫିନଙ୍କ ମୁତୟନ କରାଯାଇଛି ।
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍ଲେ । ହଜାର ହଜାର କଇଁଚ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି ।
କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।
୪ ବର୍ଷ ତଳେ ବସିଥିଲା ସୋଲାର ଚାଳିତ ପମ୍ପ। ବର୍ଷେ ପରେ ଅଚଳ ହୋଇଗଲା। ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ। ପ୍ରାୟ ତିନି ହଜ଼ାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ମାତ୍ର ନଳକୂଅ...
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ଆଡକୁ ମୁହାଁଉଛନ୍ତି ହଜାର ହଜାର ଅଲିଭ୍ ରିଡ୍ଲେ କଇଁଚ ଶାବକ ।
ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।
ଯେଉଁ ପ୍ରେମିକାକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିଲେ। ଧୋକା ଦେଇ ସେ ଆଉ କାହା ସହ ରଖିଲା ସମ୍ପର୍କ। ସବୁ ଜାଣିବା ପରେ ଆତ୍ମହତ୍ୟା କରିଦେଲେ ପ୍ରେମିକ। କହିଗଲେ, ତୁ ଆଉ କାହା ସହ ରହିବୁ ମୁଁ ଦେଖିପାରିବିନି। ହେଲେ ଆମର ଦେଖା ହେବ ଆର ଜନ୍ମରେ। ଦେଖନ୍ତୁ କଣ ଥିଲା ପୂରା ଘଟଣା
ଜଣେ ଗରିବ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଧାରଣା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।
ଇଲୋ ବୋଉ ସୁର ଭାଇ କଣ ଏଡ଼େ ଜୋରରେ ଖଣ୍ଡା ବୁଲାଉଛନ୍ତି। ଜୟନାରାୟଣ ବାବୁ ୟାଙ୍କ ସାମ୍ନାରେ ଫିକା ପଡ଼ିଯିବେ। ଖେଳ ପୂରା ଶହେ ଶହେରେ...ନୋଟିସ୍ର ଜବାବ କଣ ଖଣ୍ଡାରେ ଦେଲେ କି ସୁର ଭାଇ? ଭାଇ ଇଏ କଣ ଚଣ୍ଡା ଶୋକର ଆତ୍ମ କି?