ସ୍ୱାମୀ ଚାଷୀ। ରୋଜଗାରରେ ପରିବାର ଚଳାଇବା କଷ୍ଟ। କିଛି କରିବାର ଆଶା ଆଜି ତାଙ୍କୁ ବହୁ ଆଗକୁ ନେଇ ଯାଇଛି। ପରିବାର ପ୍ରତିପୋଷଣରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇବା ପାଇଁ କାଇଁଚ ବୁଣି ଚଳାଉଛନ୍ତି ପରିବାର
Published: Otv Khabar Bureau
Last updated: 30 April 2022, 02:48 PM IST
ଦିନେ ଭାବିଥିଲେ ଜୀବନ ଯୁଦ୍ଧରେ ହାରିଗଲେ । ଆଉ ବଞ୍ଚିହେବନି । କିନ୍ତୁ ଓଟିଭିର ଏକ ଛୋଟ ପ୍ରୟାସ ତାଙ୍କ ମନରେ ଆଣିଲା ଆଶାର ଆଲୋକ । ଦିବ୍ୟାଙ୍ଗ ଜୟନ୍ତୀ ପୃଷ୍ଟି ଏବେ ଖୁସିରେ ପରଷୁଛନ୍ତି ଖାଦ୍ୟ । ବାଣ୍ଟୁଛନ୍ତି ଆନନ୍ଦ ।