ବସ୍ତିର ଝିଅ ଅଞ୍ଜୁଲତା। ଗରିବ ପରିବାରରେ ଜନ୍ମ। ନିଜ ପରିବାର ଚଳାଇବା ପାଇଁ ଦେଇଛନ୍ତି ରାସନ ଦୋକାନ। କିନ୍ତୁ ତାଙ୍କ ପ୍ରତିଭା ଦେଖିଲେ ଆଶ୍ଚର୍ଯ୍ଯ ହୋଇଯିବେ। ସିଏ ଇଣ୍ଟରନ୍ଯାସନାଲ୍ ଟେନିସ୍ କ୍ରିକେଟର। ଖେଲି ସାରିଲେଣି ଜାତୀୟ ଓ ଅନ୍ତର୍ଯ୍ଯାତୀୟ ମ୍ଯାଚ। ହେଲେ ତାଙ୍କୁ କେହି ଚିହ୍ନି ନାହାନ୍ତି। ଚାଲନ୍ତୁ ଭେଟିବା ତାଙ୍କୁ
ନିଆଁ ପାଖରେ ବସିଥିଲେ। ହଠାତ୍ ସାର୍ଟରେ ଲାଗିଗଲା ନିଆଁ। ସାର୍ଟ ଜଳିବା ସହ ଦେହ ସାରା ଲାଗିଗଲା ନିଆଁ। ଟଙ୍କା ଅଭାବରୁ କଷ୍ଟରେ ଦିନ କାଟୁଛି ସ୍ନେହା। ହାତ ପତାଇ କୁନି କଣ୍ଠରେ ମାଗୁଛି ସହାୟତା...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...
ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି
ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଉଦଘାଟନ କରିଥିଲେ। ହେଲେ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଚାଷୀଙ୍କ କାମରେ ଲାଗୁନି ଏ ଶୀତଳ ଭଣ୍ଡାର। ଫଳରେ ଆନ୍ଧ୍ର ବେପାରୀଙ୍କୁ ଫଳ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି ରାୟଗଡ଼ାର ଚାଷୀ...
ଶଳା-ଭିଣୋଇଙ୍କର ଜମା ପଡୁନି। ଘରେ ବାହାରେ ସବୁବେଳେ ସବୁଠି ତୁ ତୁ ମେଁ ମେଁ। ଶଳାକୁ ଦେଖିଲେ ଭିଣୋଇ କାହିଁକି ହଉଛି ଫଅ ଫଅ୍...
ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍ ନାହାନ୍ତି ।
ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୮ଟା ବେଳେ କୌଣସି କାରଣରୁ ସେ ହଷ୍ଟେଲ ଛାତରୁ ଖସି ପଡ଼ିଥିଲେ।
ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ମୂଲ୍ୟବାନ ମଙ୍ଗଳଗିରି ସୁନା ତୋରଣ ଦେଖିବାକୁ ମିଳିନଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ।
ପୁଷ୍ପାକୁ ଛାଡି ଆଉ ରହି ହବନିରେ ନାରଣ। ଥାନାଠୁ ଡାକ୍ତରଖାନା ସବୁଠି ପୁଷ୍ପା କ୍ରେଜ୍। ଏବେ ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ୍ ରୁମରେ ପିଲା ଦେଖୁଛନ୍ତି ପୁଷ୍ପା ଫିଲ୍ମ। ଆଉ ଗୁଆଘିଅ ଗୀତରେ ନାଚୁଛନ୍ତି ପିଲାଏ...
ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବଲାଙ୍ଗିର ଏଡିଏମ୍ । ତେବେ ପୁରା ଘଟଣା ସିସିଟିଭିରେ ରେକର୍ଡ ହୋଇଛି ।
ଭୁବନେଶ୍ୱର ଜନତା ମିଦାନରେ ଆୟୋଜିତ ହେଲା ପ୍ରଥମ ମହିଳା ବିଜନେସ୍ ମେଳା । ଇଣ୍ଡିଆନ୍ ଚାମ୍ବର ଅଫ କମର୍ସର ୱିମେନ ଏଣ୍ଟରପ୍ରିନିୟରସିପ୍ କାଉନସିଲର ଶହେରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ସାମିଲ ହୋଇଛନ୍ତି ।
୨୧ ବର୍ଷୀୟ ଜଣେ ଯୁବତୀ ନିଜ ଶରୀରକୁ ‘ମାନବ ବାର୍ବି’ରେ ପରିବର୍ତ୍ତନ କରିବାକୁ କସ୍ମେଟିକ୍ ସର୍ଜରୀ ମାଧ୍ୟମରେ ୭୦ହଜାର ଡଲାରରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ଏହା କରିବା ଦ୍ୱାରା ତାଙ୍କ ପରିବାର ଲୋକେ ତାଙ୍କୁ ଦୂରେଇ ଦେଇଛନ୍ତି ବୋଲି ସେ କହିଛନ୍ତି।
ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ୫୦ ଲକ୍ଷର ଏକ ଫ୍ଲାଟ୍
ହାତରେ ପ୍ଲାସ୍ ଧରି ବାହାରି ପଡିଲେ ଲାଇନ୍ କାଟିବାକୁ। ଯେତେବେଳେ ଲାଇନ୍ କାଟିବାକୁ ଆସିଥିଲେ, ସେତିକି ବେଳେ ଯଦି ଗ୍ରାହକଙ୍କ ସହ ଭେଟ ହୋଇଯାଏ, କ’ଣ ହୁଏ ଦେଖନ୍ତୁ...
ମହିଳାଙ୍କ ଥାନାରେ ଏତଲା ସତ୍ତ୍ୱେ କାହିଁକି ଗ୍ରହଣ କରାଯାଇନି । ନିରପେକ୍ଷ ତଦନ୍ତ ହେଉ, ମହିଳାଙ୍କୁ ସାମ୍ନାକୁ ଅଣାଯାଉ ବୋଲି ଦାବି କରାଯାଉଛି ।
ଶଶ୍ୱର ଘରେ ରାଜୁତି କରୁଛନ୍ତି ଜ୍ୱାଇଁ ପୁଅ। ବାହାଘର ଦିନ ଶାଶୁ କହିଥିଲେ ଝିଅ ଦେଇ ପୁଅ ପାଇଲି। ସେଇଥି ପାଇଁ ତିନି ଶାଳୀଙ୍କ ଦାଇତ୍ୱ ନେଇଛନ୍ତି କେଶବ...
ଓଁକାର ମଉସାଙ୍କୁ ହେଲାଣି ୭୭ ବର୍ଷ। ଭାରି ସଉକିଆ। ପାଠ ପଢ଼ିଲା ବେଳେ ତାଙ୍କର ଇଞ୍ଜିନିୟର ହେବାରେ ଇଛା ଥିଲା। କୌଣସି କାରଣର ଇଞ୍ଜିନିୟର ସିନା ହୋଇ ପାରିଲେନି ହେଲେ ସେ ନିଶା ଟି ଆଜି ବି ବଞ୍ଚିଛି
ଏ ଭାବବିହ୍ୱଳ ଗୀତଟିକୁ ଗାଇଲା ପିଲାଟି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏ ଗୀତ। ନିଜ ମାଆ ଉଦେଶ୍ୟରେ ଗୀତଟି ଗାଇ ଚର୍ଚ୍ଚାରେ ଏ କୁନି ପିଲା…
୮୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ବସ୍ଷ୍ଟାଣ୍ଡ ଏବେ ପରିତ୍ୟକ୍ତ ଅବସ୍ଥାରେ। ଦୋକାନ ଗୃହ, ସୁଲଭ ଶୌଚାଳୟ ସବୁ ଭାଙ୍ଗିରୁଜି ଗଲାଣି। ଫଳକର ଚିହ୍ନ ବର୍ଣ୍ଣ ନଥିବା ବେଳେ ସଂଜ ନଇଁଲେ ଜମୁଛି ମଦ’ର ଆସର...
ସବୁ ଚାଷ କରି ବିଫଳ ହେବା ପରେ ସୁନୁସୁନିଆ ଶାଗ ଚାଷକୁ ଆଦରି ନେଇଛନ୍ତି ଚାଷୀ। ଏକର ଏକର ଜମିରେ ସୁନୁସୁନିଆ ଶାଗ କରି ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି। ଜମିରେ ସୁନୁସୁନିଆ ଶାଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀ
ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି।
ସେମାନଙ୍କ ନିଆରା ପ୍ରୟାସକୁ ସବୁଠି ମୁଳୁଛି ପ୍ରଶଂସା। ସକାଳ ହେଲେ ଏହି ତିନି ଯୁବତୀ ଘଞ୍ଚ ଜଙ୍ଗଲରେ ବୁଲି ପଶୁପକ୍ଷୀଙ୍କୁ ପାଣି ପିଆନ୍ତି। ଦେଖନ୍ତୁ ଓ ଭେଟନ୍ତୁ ସେମାନଙ୍କୁ