• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Dead man receives govt aid
ଅସମ୍ଭବ ଲାଗିଲେ ବି ସତ… ମରିବାର ୧୪ ବର୍ଷ ପରେ ଅଫିସ୍‌ରୁ ଆସି ନେଲେ ଟଙ୍କା?

ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ...ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।

Odia Jawan
ରେଳ ଧାରଣା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ

ଭଉଣୀ ବାହାଘର ପାଇଁ ଦାୟିତ୍ୱରୁ ଛୁଟି ନେଇ ଘରକୁ ଆସିଥିଲେ ଯବାନ ଚନ୍ଦ୍ରକାନ୍ତ ସେଜପଡ଼ା । ଆଉ ସବୁ କାମ ସରି ପୁଣି ଫେରିଯାଇଥିଲେ କର୍ମକ୍ଷେତ୍ରକୁ । ଏହାର ମାତ୍ର ଦୁଇ ସପ୍ତାହ ପରେ ହରିଆଣାର ବାହାଦୁର ପାଖ ଏକ ରେଳ ଧାରଣା କକ୍ଷରୁ ତାଙ୍କର ମୃତଦେହ ମିଳିଥିଲା ।

Apana eka nuhanti
ତଣ୍ଟିର ବଥ ପାଠ ପଢାରେ ବାନ୍ଧିଲା ଡୋରି...

ପାଠ ପଢାରେ ବାଧକ ସାଜିଲା ତଣ୍ଟିର ବଥ। ବାପା ଚାଲିଯିବା ପରେ ପରିବାରର ପୂରା ଦାୟିତ୍ୱ ମାଆ ଉପରେ। ଯେଉଁଠି ଖାଇବା କଷ୍ଟକର, ସେଇଠି ପୁଅର ଚିକିତ୍ସା କେମିତି କରାଇବ ମାଆ? ଡାକ୍ତରଖାନାରେ ଦେଖାଇ ନୟାନ୍ତ ହେଲେଣି ବିମଳା, ହେଲେ ଘା ଶୁଖୁନି କି ପୁଅ ଭଲ ହେଉନି। ସାହାଯ୍ୟ ମାଗୁଛି ଟଙ୍କଧର

Ashara alok
ବିବାହର ୨୫ ବର୍ଷ ପରେ କାହିଁକି ସମ୍ପର୍କରେ ହେଲା ଫାଟ? ମଦ ନିଶା ନାଁ ଆଉ କିଛି?

ଯେଉଁ ବୟସରେ ବିବାହର ୨୫ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବା କଥା...ସେହି ବୟସରେ ସମ୍ପର୍କରେ ଦେଖା ଦେଲା ଫାଟ। ମଦ ପିଇ ସ୍ୱାମୀ କୁଆଡ଼େ ସ୍ତ୍ରୀଙ୍କୁ ପ୍ରବଳ ମାରୁଛନ୍ତି। ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ବଢିଲା ବିଶୃଙ୍ଖଳା। ୩ ବର୍ଷ ଭିତରେ ଏମିତି କଣ ହେଲା?

The medical center has become a hotbed of drug traffickers
ମେଡ଼ିକାଲ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ...ମାତାଲ ହେଉଛନ୍ତି, ବେପାର ଜମାଉଛନ୍ତି

ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍‌ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି...ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ

  • Sunday, 15 May 2022
Making News
ସବୁବେଳେ କଣ କହୁଛୁ ଖାଲି ଚଢିବୁ? ଚୁପ୍‌ ହୋଇ ବସ୍‌....

ମୋର ଲେଟ୍‌ ହୋଇଗଲାଣି। କାଳିଆ ଚଢିଛି, ଗଲେ ପୁଣି ମୁଁ ଚଢିବି। ଏ କେମିତିକା କଥା? ଝିଅ ପାଇଁ ଯେତେବେଳେ ଯାହା ପଠାଇଲି ଇଏ ସବୁ ଗାଏବ କରିଦେଉଛି। କିଛି ପହଞ୍ଚୁନି...ମୁଁ କଣ କରିବି?

Ambulance
ମୂଲ-ଚାଲ ହୋଇପାରିଲାନି ! ଅଧାବାଟରେ ଶବକୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Cyber Crime
ଓଟିପି ଆସିଲାନି କି ନିଜେ ଟଙ୍କା ଉଠାଇ ନାହାନ୍ତି....ହେଲେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା

ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?

NASA warns
ପୃଥିବୀ ଆଡେ ମୁହାଁଇଛି ବିଶାଳ ଆଷ୍ଟ୍ରଏଡ୍, ମେ ୧୬ ତାରିଖ ଦିନ ହେବ ପାଖାପାଖି

ପୃଥିବୀ ଆଡେ ମୁହାଁଇଛି ବିଶାଳକାୟ ଆଷ୍ଟ୍ରଏଡ। ଆସନ୍ତାକାଲି ଏହା ପୃଥିବୀ ପାଖାପାଖି ହେବ। ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ

Indian Previous Air Force officer goes missing in Bhubaneswar
ପୂର୍ବତନ ବାୟୁସେନା ଅଧିକାରୀ ନିଖୋଜ; ୫ ଦିନ ହେଲାଣି ଖୋଜୁଛନ୍ତି ପରିବାର

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଦମୟନ୍ତୀ ଆପାର୍ଟମେଣ୍ଟରେ ରହୁଥିବା ବାୟୁସେନା ଅଧିକାରୀ ଅଜିତ କୁମାର ଖୁଣ୍ଟିଆ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।

Taste of Odisha
ପିଆଜ, ରସୁଣ ଆଉ ଅଦା ବଟା ଦେଇ ତିଆରି କରନ୍ତୁ ମାଛ ଆମ୍ବିଳ

ଭାରି ସୁଆଦିଆ ମାଛ ଆମ୍ବିଳ। ଟିକିଏ କଟା ପିଆଜ, ବଟା ଅଦା ଓ ରସୁଣ ପେଷ୍ଟ ଦେଇ ତେନ୍ତୁଳି ଛୁଙ୍କ ମାରନ୍ତୁ। ଚାହୁଁ ଚାହୁଁ ତିଆରି ହୋଇଯିବ ଏହି ସୁଆଦିଆ ଖାଇବା...

Controversy Over Construction Of New Building Of Srimandir Administration
ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ, ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ

ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।

Google Search
ଗୁଗୁଲରେ ଆପଣ ଏଇ ସବୁ ଜିନିଷ ଦେଖୁଛନ୍ତି କି? ସାବଧାନ୍‌...ନଚେତ୍‌

ଗୁଗୁଲରେ ଆପଣ ଏହି ସବୁ ଜିନିଷ ଦେଖୁଛନ୍ତି କି ସର୍ଚ୍ଚ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ। ନଚେତ୍‌ ଆପଣଙ୍କୁ ବି ହୋଇପାରେ ଜେଲ୍‌, ଗଣିପାରନ୍ତି ମୋଟା ଅଙ୍କର ଜରିମାନା

Water Scarcity
ଆଠଗଡ଼-ମାଲକାନଗିରି-ବାଲେଶ୍ୱର ! ଉପାନ୍ତରୁ ଉପକୂଳିଆ ସମସ୍ତଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା

ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।

Faculty crunch hits Khallikote University
୫୩ ଗେଷ୍ଟ ଫ୍ୟାକଲ୍ଟିଙ୍କୁ ଛଟେଇ; ଧାରଣାରେ ବସିଲେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ନାହିଁ ନାହିଁରେ ଚାଲିଛି ବ୍ରହ୍ମପୁରର ପୁରାତନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ । ଅଧ୍ୟାପକ ମରୁଡ଼ି ପଡିଥିବାବେଳେ ୧୮ଟି ବିଭାଗରେ ୮୮ଟି ପୋଷ୍ଟରୁ ମାତ୍ର ୨୨ ଜଣ ସ୍ଥାୟୀ ଅଧ୍ୟାପକ ଏବଂ ବଳକା ଗେଷ୍ଟ ଫ୍ୟାକଲ୍ଟିରେ ଚାଲୁଛି କଲେଜ ।

Kholakatha
କରୋନା କବଳରୁ ବର୍ତ୍ତିପାରିବେନି ନବଜାତକ !!

କରୋନା ସମସ୍ତଙ୍କୁ ହେବ। ପିଲା ଜନ୍ମ ହେଉ ହେଉ ବି ତାଙ୍କୁ ହୋଇପାରେ କରୋନା। ୫ ବର୍ଷ ତଳର ପିଲାଙ୍କୁ ଦିଆଯିବ କି କରୋନା ଟିକା? ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

Gemstone found । Sec 144 clamped at Boudh village
ମାଟି ଖୋଳୁ ଖୋଳୁ ମିଳିଲା ରତ୍ନପଥର; ୧୪୪ ଧାରା ଜାରି

ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ଆଉ ତା ପରେ...

News Fuse
ନାଗିନ୍‌ ଡ୍ୟାନ୍ସ କଲେ, ଗୋଇଠା ମାରି ଲୋକଙ୍କୁ ପକାଇ ଦେଲେ

ଆଲୋ ଭାଇ ଇଏ କି ନାଚ? ଦେଖୁନ...କେମିତି ନାଗିନ ଗୀତରେ ଗଡ଼ି ଗଡ଼ି ନାଚୁଛନ୍ତି...ନାଚ ନିଶାରେ ଏମିତି ମଜିଛନ୍ତି ଯେ, ସେ ଭାଇଙ୍କୁ ଦୁଇ ଗୋଇଠା ଦେଲେ। ସିଏ ବି ଚିତ୍‌ପଟାଙ୍ଗ ମାରିଲେ ।

 self-immolation
SP ଅଫିସ୍ ଆଗରେ ଆତ୍ମାହୁତି ଦେଇଥିବା ଯୁବକ ମୃତ

ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।

World most expensive mango price twenty one thousand
ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ; ଗୋଟାକୁ ୨୧ ହଜାର ଟଙ୍କା

ଆମ୍ବ ସୁସ୍ୱାଦୁ ଫଳ ମଧ୍ୟରେ ଗୋଟିଏ। ଦୁନିଆରେ ଅନେକ ପ୍ରକାରର ଆମ୍ବ ରହିଛି। ଏହାରି ଭିତରେ ଏମିତି ଏକ ଆମ୍ବ ରହିଛି ଯାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଆପଣ ଏହାକୁ ନେଇ ସ୍ୱପ୍ନ ବି ଦେଖିବା ଭୁଲିଯିବେ। ଭାରତରେ କେଉଁଠି ମିଳେ ଆସନ୍ତୁ ଜାଣିବା।

Inspiring story of Deepali Shiv Shankar
ଶରୀର ସିନା ସାଥ୍ ଦେଉ ନଥିଲା କିନ୍ତୁ ମନୋବଳ ଦେଲା ସଫଳତା

ଶାରିରୀକ ସମସ୍ୟା ସତ୍ତ୍ୱେ ହାରି ନଥିଲେ ମହିଳା। ପାଠ ୧୦ମ ପର୍ଯ୍ୟନ୍ତ ଥିଲେ ବି ହୋଇଗଲେ ଫ୍ୟାସନ ଡିଜାଇନର୍। ଏବେ ସାଜିଛନ୍ତି ସବୁ ମହିଳାଙ୍କ ପାଇଁ ପ୍ରେରଣା।

Odisha's Joranda temple
ମାତ୍ର ୧୭ ଦିନରେ ଆଇସକ୍ରିମ କାଠିରେ ରାମ ମନ୍ଦିର ଓ ମହମରେ ତିଆରି କରିଦେଲେ ଯୋରନ୍ଦା ମନ୍ଦିର

ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ।

Srimandir heritage corridor row
ଇନଟାକ୍‌ର ନବୀନଙ୍କୁ ଚିଠି, କହିଲେ କାମ ବନ୍ଦ କର

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ

Srimandir heritage corridor row
ଶ୍ରୀମନ୍ଦିର କରିଡ଼ରରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ବଢ଼ୁଛି ରାଜ୍ୟ ସରକାରଙ୍କ ଉପରେ ଚାପ

ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ ।

 self-immolation
ଏସ୍‌ପି ଅଫିସ ଆଗରେ ନିଜକୁ ଜାଳିଦେଲେ ଯୁବକ

ନିଆଁ ଲଗାଇବା ପରେ ସଂପୃକ୍ତ ଯୁବକ ଜଣକ ହୁତହୁତ ହୋଇ ଜଳି ଯାଇଥିଲେ।